Sign in
Sign in
Recover your password.
A password will be e-mailed to you.
ରାଜନୈତିକ ସ୍ୱାର୍ଥ ପାଇଁ ପଂଚାୟତିରାଜ ଦିବସକୁ ବିଭ୍ରାନ୍ତି କରିଥିଲା ବିଜେଡି: ଅନିଲ ବିଶ୍ୱାଳ
ଭୁବନେଶ୍ୱର ତା.୦୪/୦୩: ଏପ୍ରିଲ ମାସ ୨୪ ତାରିଖକୁ ପଂଚାୟତିରାଜ ଦିବସ ଭାବରେ ପାଳନ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ । ଭାରତ ବର୍ଷର ଗଣତନ୍ତ୍ରରେ ଏପ୍ରିଲ ୨୪ ତାରିଖ ହେଉଛି ଏକ ଐତିହାସିକ ଦିନ । ଏହି ଦିନରେ ଦେଶରେ ସମ୍ବିଧାନର ୭୩ତମ ସଂଶୋଧନକୁ ଲାଗୁ କରାଯାଇ…
ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ସମୟରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା
ଭୁବନେଶ୍ୱର,ତା.୦୪.୦୩.୨୦୨୫: ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ୍ ଷ୍ଟକ ଇନ୍ସ୍ପେକ୍ଟର ପଦବୀ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ କେନ୍ଦୁଝରର ବ୍ୟୋମକେଶ ନାୟକ ଓ ସୁନ୍ଦରଗଡର ପ୍ରବୀଣ…
କଳିଙ୍ଗ ନଗରର ଭିସା ଷ୍ଟିଲ୍ରେ BPNSI ଦ୍ୱାରା କର୍ମଶାଳା।
ଯାଜପୁର - ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ଭୁବନେଶ୍ୱର ଏହାର ବୃତ୍ତିଗତ ପ୍ରାକ୍-କାର୍ଯ୍ୟକ୍ରମର ଅଂଶ ଭାବରେ 04.03.2025 ରୁ 07.03.2025 ପର୍ଯ୍ୟନ୍ତ VISA ଷ୍ଟିଲ୍ ଲିମିଟେଡ୍, କଳିଙ୍ଗ ନଗର, ଡୁବୁରିରେ ଆରମ୍ଭ ହୋଇଥିବା 4 ଦିନିଆ…
ଡକାୟତି ଯୋଜନା ବିଫଳ, ୪ ଗିରଫ
ବଡବିଲ (ଶାସକ ପ୍ରଶାସକ) : ୫୨୦ ନମ୍ବର ଜାତୀୟ ରାଜପଥ ନିକଟରୁ ଡକାୟତି ଉଦ୍ୟମ ବିଫଳ ହୋଇଛି। ବଡବିଲ ସହର ଉପକଣ୍ଠ ଦାମୁ ହଟିଂ ବସ୍ତି ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଦୁର୍ବୁତ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ଅନେକ ସାମଗ୍ରୀ ଓ ଅସ୍ତ୍ର ଜବତ…
ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ରେ ପାଳନ ନକରିବା ଦୁର୍ଭାଗ୍ୟଜନକ: ବିଜେଡି
ଭୁବନେଶ୍ୱର :ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ତିନି ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇ ଆସୁଥିବା ବେଳେ, ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୫ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି ବିଜୁ ଜନତା…
ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ ପାଳନ ନେଇ ଅନିଶ୍ଚିତତା ରାଜ୍ୟ ସରକାରଙ୍କ ଅସୂୟାଭାବ ସ୍ପଷ୍ଟ: ବିଜେଡି
ପଞ୍ଚାୟତିରାଜ ବ୍ୟବସ୍ଥା ସୁଦୃଢ଼ କରିବାରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ
ତିନି ଦଶନ୍ଧି ଧରି ।ଳିତ ହେଉଥିବା ‘ଞ୍ଚାୟତିରାଜ ଦିବସ’ ବନ୍ଦ କରିବା ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ନୁହେଁ
ଭୁବନେଶ୍ୱର, ୦୩/୦୩/୨୦୨୫: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନକୁ…
ବିଷିଷ୍ଟ ସମାଜସେବୀ ତଥା ରାଜନେତା ସ୍ଵର୍ଗତ ପ୍ରସନ୍ନ ପରିଡାଙ୍କ ସ୍ମୃତିସଭା
ପୁରୀ (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲା ବ୍ରହ୍ମଗିରିର କୃଷ୍ଣପ୍ରସାଦ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ରାଜନେତା ସ୍ଵର୍ଗତ ପ୍ରସନ୍ନ ପରିଡାଙ୍କ ସ୍ମୃତି ସଭା ସହଦେବପୁର ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ସଫଳ କୃଷକ, ସୁସଂଗଠକ ଭାବେ ପରିଚିତ ଥିଲେ…
ରାଷ୍ଟ୍ରପତିଙ୍କ ଦ୍ୱାରା ଅଷ୍ଟମ ‘ଭିଜିଟର୍ସ କନଫରେନ୍ସ ୨୦୨୪-୨୫’ ଉଦଘାଟିତ
ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ‘ବିକଶିତ ଭାରତ’ର ଲାଇଟ୍ ହାଉସ୍ ଭାବେ ଉଭା ହେବ- ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ମାର୍ଚ୍ଚ ୦୩ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତର ଆହ୍ୱାନ ଦେଇଥିବା ବେଳେ ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ହିଁ ‘ବିକଶିତ ଭାରତ’ର ଲାଇଟ୍…
ଖାରବେଳ ଭବନ ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ନୋଡାଲ ବିଭାଗ ଭାବରେ ମନୋନୀତ
ଭୁବନେଶ୍ୱର, ତାରିଖ ୩ ମାର୍ଚ୍ଚ ୨୦୨୫: ଓଡ଼ିଶା ସରକାର ଖାରବେଳ ଭବନରେ ଉପଲବ୍ଧ ସୁବିଧାଗୁଡ଼ିକର ସାମଗ୍ରିକ ତଦାରଖ ଏବଂ ପରିଚାଳନା ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ନୋଡାଲ ବିଭାଗ ଭାବରେ ମନୋନୀତ କରିଛନ୍ତି।
ଖାରବେଳ ଭବନରେ ଉପଲବ୍ଧ ଭିତ୍ତିଭୂମି ଏବଂ ସୁବିଧାଗୁଡ଼ିକର ସମନ୍ୱିତ ତଦାରଖର…
ଟିପିଏସ୍ଓଡିଏଲ୍ ପକ୍ଷରୁ ଶ୍ରୀ ଜାମସେଦଜୀ ନୁସରୱାନଜୀ ଟାଟାଙ୍କ ୧୮୬ତମ ଜୟନ୍ତୀ ପାଳିତ
ବ୍ରହ୍ମପୁର, ମାର୍ଚ୍ଚ: ଟିପିଏସ୍ଓଡିଏଲ୍ ପକ୍ଷରୁ ଭାରତୀୟ ଶିଳ୍ପ ଜଗତର ପୁରୋଧା ଶ୍ରୀ ଜାମସେଦଜୀ ନୁସରୱାନଜୀ ଟାଟାଙ୍କ ୧୮୬ତମ ଜନ୍ମ ବାର୍ଷିକୀ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ଶ୍ରୀ ଜେଏନ ଟାଟାଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରିବା ସହ ନୈତିକତା ଏବଂ ସଚ୍ଚୋଟତା ଦିଗରେ କମ୍ପାନୀର…