ବିଭତ୍ସ କାଣ୍ଡ : ୧୦ ଟଙ୍କା ପାଇଁ ପୁଅ କାଟିଦେଲା ବାପାର ମୁଣ୍ଡ ।

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଠାରୁଆ ଗ୍ରାମରେ ଦେଖିବାକୁ ମିଳିଛି ଏକ ଲୋମ ଟାଙ୍କୁରା ଭଳି ଅଭିନବ ଘଟଣା । ପୁଅ କାଟିଦେଲା ବାପାର ମୁଣ୍ଡ । ପାରିବାରିକ କଳହ କୁ କେନ୍ଦ୍ର କରି ସୋମବାର ବିଳମ୍ବିତ ରାତିରେ ପୁଅ ସମ୍ଭୁ ସିଂ ଏକ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ପୂରଣ କେବେ?

ଝାରବନ୍ଧ - ମନୋହର ଦାଶ: ରାଜ୍ୟ ରେ ନୂଆ ସରକାର ଆସିବାର ପାଖା ପାଖି ୯ମାସ ହେଲାଣି ଏ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତି ହୋଇପାରିନାହିଁ ।ପଶ୍ଚିମ ଓଡ଼ିଶା ର ବିକାଶ ପାଇଁ ୨୫ବର୍ଷ ପୂର୍ବେ ୧୯୯୮-୧୧ ନଭେମ୍ବର ମସିହା ରେ ଆରମ୍ୱ ହୋଇଥିଲା ।ରାସ୍ତା,ଘାଟ,କୋଠା, ବାଡି…

ଓଡ଼ିଆଙ୍କ ମନରୁ ବିଜୁବାବୁଙ୍କୁ କେହି ଲିଭେଇପାରିବେନି : ନବୀନ

ଇତିହାସ କୁ ବିକୃତ କରିବାକୁ କିଛି ଲୋକ ଉଦ୍ୟମ କରୁଚନ୍ତି ,କିନ୍ତୁ ସଫଳ ହେବେ ନାହିଁ : ନବୀନ ପଟନାୟକ. ଶଙ୍ଖ ଭବନ ରେ ବିଜୁ ବାବୁଙ୍କ ୧୦୯ ତମ ଜୟନ୍ତୀ ପାଳିତ. ଶ୍ରଦ୍ଧାଞ୍ଜଳି ଜଣାଇଲେ ସଭାପତି ନବୀନ ପଟନାୟକ ବିଜୁ ବାବୁଙ୍କ କାମ ପାଇଁ ଓଡ଼ିଆ ଜାତି ସବୁବେଳେ ଗର୍ବ କରୁଥିବ…

ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ…

ନୂଆଦିଲ୍ଲୀ, ୪ ମାର୍ଚ୍ଚ ୨୦୨୫ : ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ନୂଆଦିଲ୍ଲୀ ରେଳ ଭବନରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶା ସହିତ ଜଡିତ ପ୍ରମୁଖ ରେଳ ସମ୍ପର୍କିତ ବିଷୟଗୁଡ଼ିକ,…

ଓପନ୍ ଟେଲିକମ୍ ଏଆଇ ପ୍ଲାଟଫର୍ମ ପାଇଁ ଜିଓ,​​ଏଏମଡି, ସିସ୍କୋ ଏବଂ ନୋକିଆ ହାତ ମିଳାଇଲେ

- ଜିଓ ଏହି ନୂତନ ପ୍ଲାଟଫର୍ମର ପ୍ରଥମ ବ୍ୟବହାରକାରୀ ହେବ - ନୂତନ ପ୍ଲାଟଫର୍ମ ନେଟୱାର୍କ ସୁରକ୍ଷା ଏବଂ ଦକ୍ଷତା ବୃଦ୍ଧି କରୁଥିବା ସମାଧାନ ପ୍ରଦାନ କରିବ - ସାମଗ୍ରିକ ଖର୍ଚ୍ଚ ହ୍ରାସ କରିବ, ଏବଂ ଆୟର ନୂତନ ପଥ ପ୍ରଶସ୍ତ କରିବ   ବାର୍ସିଲୋନା, ୪ ମାର୍ଚ୍ଚ, ୨୦୨୫:…

ସୋଆରେ ସପ୍ତାହ ବ୍ୟାପୀ ଜାତୀୟ ଏକତା ଶିବିର ଆୟୋଜିତ

ଭୁବନେଶ୍ୱର, ମାର୍ଚ୍ଚ ୪ : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଠାରେ ଫେବୃଆରୀ ୨୧ ରୁ ଏକ ସପ୍ତାହ ବ୍ୟାପୀ ଜାତୀୟ ଏକତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସମେତ ୧୧ଟି ରାଜ୍ୟର ୨୦୦ରୁ ଊଦ୍ଧ୍ୱର୍ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । ସୋଆ ଏବଂ ଭୁବନେଶ୍ୱର…

ସରକଣ୍ଡା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ

 ସୋହେଲା :-ସୋହେଲା ବ୍ଲକର ସରକଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଟିକେଶ୍ବରୀ ଭୁଏ ଙ୍କ ଦ୍ବାରା ନିର୍ମିତ "ସ୍ମାର୍ଟ ଅରଟ ଯନ୍ତ୍ର" ଯାହା ଜାତୀୟ ସ୍ତରରେ ବହୁ ଆକର୍ଷିତ କରିଛି । ନବମ ଶ୍ରେଣୀର ଛାତ୍ରୀ ଜାପାନର ସାକୁରା ସାଇନ୍ସ ଉଚ୍ଚ ବିଦ୍ୟାଳୟରେ ବୈଜ୍ଞାନିକ ମେଳାରେ ଅଂଶ ଗ୍ରହଣ କରିବେ ଏହା ଆମ…

ଆମ୍ବଡୋଲୀ ପ୍ରାଥମିକ ବିଦ୍ୟାଳୟଠାରେ ପରିବେଶ ସଚେତନତା ଏବଂ ଜଙ୍ଗଲ ନିଆଁ ପ୍ରଶମନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଆମ୍ବଡୋଳି ପ୍ରାଥମିକ ବିଦ୍ୟଳାୟରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଶତପଥୀ ଙ୍କ ଅଧ୍ୟକ୍ଷତା ରେ ପରିବେଶ ସୁରକ୍ଷା, ଆମରି ଦୀକ୍ଷା ଏବଂ ଜଙ୍ଗଲ ନିଆଁ ପ୍ରଶମନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ…

ଦିନ ଦ୍ବିପହରରେ ଘରେ ପସି ଭୟ ଦେଖାଇ ଟ୍ରଙ୍କରୁ ୭ ହଜାର ଟଙ୍କାଲୁଟ୍

ଓଡ଼ଗାଁ,୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସୁନା ମୁହିଁ ପଞ୍ଚାୟତ ଗଞ୍ଜାମ ସୀମାନ୍ତକୁ ଲାଗିରହିଥିବା ମାଳିଆଝୋଲା ଗାଁରେ ମଙ୍ଗଳବାର ମଧ୍ୟାହ୍ନରେ ୨ ଦୁବୃର୍ତ୍ତ ଗଞ୍ଜାମ ଜିଲ୍ଲାରୁ ବାଇକରେ ଆସି ଯୋରଯବରଦସ୍ତ ଘରେ ପସି ଟ୍ରଙ୍କଭାଙ୍ଗୀ ୭ ହଜାର ଟଙ୍କା ଛଡାଇନେବା…

ନୂତନ ଆଇନର ବ୍ୟବହାର ଓ କାର୍ଯ୍ୟକାରିତା ସଚେତନତା କାର୍ଯ୍ୟକ୍ରମ

ଓଡ଼ଗାଁ,୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନାରେ ଭାରତୀୟ ଆଇନ୍ ସଂହିତା ନୂତନ ଆଇନର ବ୍ୟବହାର ଓ କାର୍ଯ୍ୟକାରିତା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ସନ୍ଧ୍ୟାରେ ଓଡ଼ଗାଁ ଆଦର୍ଶ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇଆଇସି ରଶ୍ମିରଞ୍ଜନ…