ବିଜୁବାବୁଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ମୋହନ !

ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ବିଜୁ ବାବୁଙ୍କ ପ୍ରତ୍ୟେକଟି ପଦକ୍ଷେପ ଆମକୁ ପ୍ରେରଣା ଦେଉଛି କଳିଙ୍ଗ ଫୁଟବଲ କପ୍ ଆଉଥରେ ଆରମ୍ଭ ହେବ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନାରେ ଆଗାମୀ ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ…

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ କଫି ବୋର୍ଡ଼ ଚେୟାରମ୍ୟାନଙ୍କ ସାକ୍ଷାତ ଓ ଆଲୋଚନା

ଭୁବନେଶ୍ୱର:ଆଜି ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ କଫି ବୋର୍ଡ ଚେୟାରମ୍ୟାନ ଶ୍ରୀ ଏମ ଜେ ଦିନେଶ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହି ଅବସରରେ କୃଷି ବିଭାଗ…

ଆମେତ ଭାଗ୍ୟବାନ ପିଲାରେ

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ମୋ ଖଲିକୋଟ ବୋଲି ଗର୍ବ ରେ ଛାତି ଉଲ୍ଲସିତ ହେଉଥିବାବେଳେ, ଉପର ଚକଚକିଆ ,ଭିତରେ ଫମ୍ପା। ସ୍ବର୍ଗ କୁ ନିଶୁଣୀ ନାହିଁ କି, ବଡ ଲୋକଙ୍କୁ ଉତ୍ତର ନାହିଁ । କେତେ ଏମ୍ ଏଲ୍ଏ ଗଲେଣି, କେତେ ମନ୍ତ୍ରୀ ଗଲେଣି, କେତେ ଏମ୍ ପି ଗଲେଣି , କିନ୍ତୁ…

ବାରମ୍ବାର ଘଟୁଥିବା ଦୁର୍ଘଟଣା ର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ପାଇଁ ଦାବି ପତ୍ର ପ୍ରଦାନ।

 ବାସୁଦେବପୁର - ଗତ ମଙ୍ଗଳ ବାର ରାତ୍ର ସମୟ ରେ ଆଇରନ ଟ୍ରକ ଧକ୍କାରେ ବାସୁଦେବପୁର ସାବର ପୁର ଗ୍ରାମ ର ଜଣେ ଯୁବ ବ୍ୟବସାୟୀ ଙ୍କ ମୃତ୍ୟ ହୋଇ ଯାଇଛି। ଏହି ଘଟଣା ସହ ବିଗତ ଦିନ ମାନଙ୍କରେ ଏକାଧିକ ଦୁର୍ଘଟଣା ଘଟିଛି। କିନ୍ତୁ ପ୍ରତିଦିନ ଯିବା ଆସିବା କରୁଥିବା ଶହ ଶହ ସଂଖ୍ୟାରେ ଆଇରନ ଟ୍ରକ…

ନିର୍ମାଣାଧୀନ ପାଣି ଟାଙ୍କିରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ଝୁଲନ୍ତା ଶବ

ବଲାଙ୍ଗିର -ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଖୋଲାଗଡ ଗ୍ରାମରେ ନିର୍ମାଣାଧୀନ ପାଣି ଟାଙ୍କିରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ଝୁଲନ୍ତା ଶବ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟକର ବାତାବରଣ ସୃଷ୍ଟି କରିଛି। ମୃତ ଶ୍ରମିକ ଜଣକ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଜମୁପାଟଣା…

ପାଟଣାଗଡ ରେ ମହା ଆଡ଼ମ୍ବରରେ ସ୍ୱର୍ଗୀୟ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମତିଥି ପାଳନ

ପାଟଣାଗଡ- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବ୍ଲକ ସ୍ଥିତ ଦେଦର୍ହ ଗ୍ରାମ ର ଆମ୍ବବଗିଚା ଠାରେ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ବାର୍ଷିକ ଜନ୍ମତିଥି ପାଳନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସହିତ ଅଞ୍ଚଳର ବହୁ ବିଜେଡି କର୍ମକର୍ତ୍ତା ଦୁଇ ହଜାର ରୁ ଉର୍ଦ୍ଧ ବିଜେଡି କର୍ମୀ…

କାଜୁ ବଗିଚାରେ ଲାଗିଲା ନିଆଁ : ପରିବାର ସର୍ବସ୍ୱାନ୍ତ !

ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ, ୦୫/୦୩/୨୦୨୫ ରିଖ: ନବରଙ୍ଗପୁର ସହର ନିକଟସ୍ଥ ସ୍ଥାନୀୟ ମାଝିଗୁଡା ଗ୍ରାମ ନିକଟରେ ଥିବା କାଜୁ ବଗିଚାରେ ଗ୍ରାମ୍ୟ ଜଙ୍ଗଲ କମିଟି ସଭ୍ୟଙ୍କ ଅବହେଳା ଯୋଗୁଁ ହଠାତ୍ ଜଙ୍ଗଲ ରେ ନିଆଁ ଲଗାଇ ଦେବା ଦ୍ୱାରା ଏହା ନିକଟରେ ଥିବା ସେହି ଗ୍ରାମର କୈଳାସ ଦୋରା…

ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ବେଲଗୁଣ୍ଠା ଶାଖାରେ ଚାଷୀଙ୍କୁ ଦୁର୍ବ୍ୟବହାର ; ନିଜ ହକ୍ ପାଇଁ ଦୌଡ଼ି ଦୌଡ଼ି ଚାଷୀ…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଚାଷୀଟିଏ ଅନ୍ୟନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ୍ ଅପେକ୍ଷା ଅଧିକ ବିଶ୍ୱାସ କରିଥାଏ ସମବାୟ ବ୍ୟାଙ୍କ୍ ଉପରେ I ନିଜ ଚାଷ କାର୍ଯ୍ୟ ପାଇଁ ଋଣ ନେବାଠାରୁ ଆରମ୍ଭ କରି ମଣ୍ଡି ମାଧ୍ୟମରେ ବିକ୍ରି କରିଥିବା ପ୍ରାପ୍ୟ ପାଇବା ପାଇଁ ସେ ନିର୍ଭର କରିଥାଏ ସମବାୟ ବ୍ୟାଙ୍କ୍…

ବିଭତ୍ସ କାଣ୍ଡ : ୧୦ ଟଙ୍କା ପାଇଁ ପୁଅ କାଟିଦେଲା ବାପାର ମୁଣ୍ଡ ।

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଠାରୁଆ ଗ୍ରାମରେ ଦେଖିବାକୁ ମିଳିଛି ଏକ ଲୋମ ଟାଙ୍କୁରା ଭଳି ଅଭିନବ ଘଟଣା । ପୁଅ କାଟିଦେଲା ବାପାର ମୁଣ୍ଡ । ପାରିବାରିକ କଳହ କୁ କେନ୍ଦ୍ର କରି ସୋମବାର ବିଳମ୍ବିତ ରାତିରେ ପୁଅ ସମ୍ଭୁ ସିଂ ଏକ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ପୂରଣ କେବେ?

ଝାରବନ୍ଧ - ମନୋହର ଦାଶ: ରାଜ୍ୟ ରେ ନୂଆ ସରକାର ଆସିବାର ପାଖା ପାଖି ୯ମାସ ହେଲାଣି ଏ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତି ହୋଇପାରିନାହିଁ ।ପଶ୍ଚିମ ଓଡ଼ିଶା ର ବିକାଶ ପାଇଁ ୨୫ବର୍ଷ ପୂର୍ବେ ୧୯୯୮-୧୧ ନଭେମ୍ବର ମସିହା ରେ ଆରମ୍ୱ ହୋଇଥିଲା ।ରାସ୍ତା,ଘାଟ,କୋଠା, ବାଡି…