Sign in
Sign in
Recover your password.
A password will be e-mailed to you.
SOA NSS ORGANISES ANTI-DRUG AWARENESS PROGRAM FOR STUDENTS
Bhubaneswar, May 28: The National Service Scheme (NSS) bureau of SOA Deemed to be University organised an anti-drug awareness and sensitization program in its campus on Monday explaining to the students the seriousness of drug addiction.…
ହିମାଳୟାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ୬୭ ତମ ସମ୍ମାନସୂଚକ ଡକ୍ଟରେଟ୍
ଭୁବନେଶ୍ୱର, ୨୮ ।୫: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅରୁଣାଚଳ ପ୍ରଦେଶର ଇଟାନଗରସ୍ଥିତ ହିମାଳୟାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଆଜି ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ…
ଆଇସିଏମ୍ଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, ମଇ ୨୮ : ଦେଶରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଇନଷ୍ଟିଚୁ୍ୟଟ୍ ଅଫ୍ କଷ୍ଟ୍ ଆଣ୍ଡ ମ୍ୟାନେଜେମେଂଟ ଆକାଉଂଟାଂଟସ୍ ଅଫ୍ ଇଣ୍ଡିଆ (ଆଇସିଏମ୍ଏଆଇ) ପକ୍ଷରୁ ମଙ୍ଗଳବାର…
ବଜ୍ରପାତ ବେଳେ ସୁରକ୍ଷା ଓ ସତର୍କତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ଓଡ଼ଗାଁ,୨୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପିଏମଶ୍ରୀ ସରକାରୀ ରାଧାକାନ୍ତ ବାଳିକା ଉଚ୍ଚବିଦ୍ୟାଳୟରେ ବଜ୍ରପାତ ବେଳେ ସୁରକ୍ଷା ଓ ସତର୍କତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରୀ, ଶିକ୍ଷକ,…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ,
ଓଡ଼ଗାଁ,୨୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ଗ୍ରାମ ପଞ୍ଚାୟତ ପାଇକ ପନ୍ତିଖାରୀ ଗ୍ରାମରେ ବୁଧବାର ଅପରାହ୍ନରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ୍ୟୁବରଣ କରିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ମେଘନାଦ ଦାସ(୬୫)।…
ହାତୀପଲ୍ଲ ସହ ମୁହାଁମୁହିଁ ହୋଇ ପ୍ରାଣ ହରାଇଲେ ବ୍ରଜବନ୍ଧୁ
ଓଡ଼ଗାଁ,୨୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ତଥା ନୂଆଗାଁ ବ୍ଳକ ମହିପୁର ବନାଞ୍ଚଳ ପାରାଢିପୀ ପଞ୍ଚାୟତ ପୋକସୁଗାଁ ଗାଁର ବ୍ୟକ୍ତି ମଙ୍ଗଳବାର ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ସୁରୁକାବାରୀ ଉପର ତଇଲା ଅଞ୍ଚଳରେ ୧୪ ଟିକିଆ ହାତୀ ପଲ ସହ…
ମହିପୁରୁ – ବାହାଡ଼ାଝୋଲା ପୂର୍ତ୍ତ ରାସ୍ତା ନିର୍ମାଣରେ ବିଳମ୍ବ ପାଇଁ ରାସ୍ତା ରୋକ
ରାସ୍ତାରେ ଶଗଡ଼ ରଖି ପ୍ରତିବାଦ କଲେ ଡାକଡୁଲୁ ଗ୍ରାମବାସୀ,
ରାସ୍ତା ଅବରୋଧ ଯୋଗୁଁ ୧୦ ଘଣ୍ଟା ଧରି ଗମନାଗମନ ଠପ୍
ଓଡ଼ଗାଁ,୨୮।୫(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ମହିପୁରୁ ଠାରୁ ବାହାଡ଼ାଝୋଲା ପୂର୍ତ୍ତ ବିଭାଗ…
ବଜ୍ରା ଘାତରେ ଯୁବକ ମୃତ୍ୟୁ
ସୁବର୍ଣ୍ଣପୁର, ଶାସକପ୍ରସାଶକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଧୀନସ୍ତ ପଧାନ ପାଲି ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଉଛ ଛନ୍ତି ରାଜୀବ ପଧାନ। ସୂଚନା ଅନୁଶାରେ ନିଜର ବିଲକୁ ଧାନ ଢାଙ୍କିବା ପାଇଁ ବିଲକୁ…
ଗୋମାତା ସେବାରେ ଏକ ନୂଆ ପଦକ୍ଷେପ:-ସୁବର୍ଣ୍ଣପୁରରେ ଗୋ ସେବା ପାଳନ କେନ୍ଦ୍ରର ଉଦଘାଟନ
ସୁବର୍ଣ୍ଣପୁର:ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ): ଆଜି ସୋନପୁର କୋଲପଡା ଠାରେ ‘ଗୋପାଳଜୀ ଗୋ ସେବା ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ଗଠିତ ଗୋ ସେବା ପାଳନ କେନ୍ଦ୍ରର ଉଦଘାଟନ ବୈଭବର ସହିତ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ,ଏହି କେନ୍ଦ୍ରର ଉଦଘାଟନ କରି ଟ୍ରଷ୍ଟର…
ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ଘଟଣାରେ ପୁଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡାଦେଶ ଦଣ୍ଡ
ପାଟଣାଗଡ଼, ୨୮ା୫ ଶାସକ ପ୍ରଶାସକ (ଘନଶ୍ୟାମ ନାଗ): ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ରାୟ ଆସିଛି। ପାଟଣାଗଡ଼ ଏଡିଜେ କୋର୍ଟରେ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ…