ସୁବର୍ଣ୍ଣପୁର, ଶାସକପ୍ରସାଶକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଧୀନସ୍ତ ପଧାନ ପାଲି ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଉଛ ଛନ୍ତି ରାଜୀବ ପଧାନ। ସୂଚନା ଅନୁଶାରେ ନିଜର ବିଲକୁ ଧାନ ଢାଙ୍କିବା ପାଇଁ ବିଲକୁ ଯାଉଥିବା ବେଳେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା । ଏଥିରେ ତାଙ୍କ ଦେହରେ ଭାଗ ପୋଡ଼ିଯାଇଥିଲା ଘଟଣାସ୍ଥଳରୁ ପରିବାର ଲୋକେ ରାଜୀବ ଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ମେଡ଼ିକାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ରାମପୁର ପୋଲିସ ଡାକ୍ତରଖାନା କୁ ପହଂଚି ଶବ ଜବତ କରି ଵେବଚ୍ଛେଦ ପାଇଁ ବିନିକା ପଠାଇଛି।
Sign in
Sign in
Recover your password.
A password will be e-mailed to you.