Sign in
Sign in
Recover your password.
A password will be e-mailed to you.
ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ବାର୍ଷିକ ସଭା
ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ଶିକ୍ଷକ ଭବନ ପରିସରରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଶ୍ରୀଯୁକ୍ତ ବାସୁଦେବ ପଧାନ ଙ୍କ ସଭାପତିତ୍ୱରେ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ସଂଘର ସହ ସମ୍ପାଦକ ଶଶିଭୂଷଣ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ |ସମ୍ପାଦକ ସୌମ୍ୟ…
ମ୍ୟୁଜିକ ସର୍କଲ ଆୟୋଜିତ ବସନ୍ତ ସମାରୋହ ଉଦଯାପିତ।
ରାଉରକେଲା,(ବସନ୍ତ କୁମାର ଜେନା): ଦୀର୍ଘ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ଅନୁଷ୍ଠିତ ହୋଇଆସୁଥିବା ବସନ୍ତ ସମାରୋହର ଅନ୍ତିମ ଦିବସକୁ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ମ୍ୟୁଜିକ ସର୍କଲର କଳାକାରମାନେ ସ୍ବାଗତ ସଂଗୀତ 'ବନ୍ଦେ ଉତ୍କଳ ଜନନୀ' ପରିବେଷଣ କରିଥିଲେ।…
ଏମ ରାମପୁର ଓକିଲ ସଂଘ ନିର୍ବାଚନ , ସଭାପତି ଭାବେ ନିର୍ବାଚିତ ହେଲେ ଜୟ କୁମାର ସିଂହଦେଓ, ସଂପାଦକ ସପନ୍ ପଟ୍ଟନାୟକ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଓକିଲ ସଂଘ ର ନିର୍ବାଚନ ଶେଷ ହୋଇ ଫଳାଫଳ ଘୋଷଣା ହୋଇଛି । ଭବାନୀପାଟଣା ବାର ଏସୋସିଏସନ୍ ର ସଭାପତି ସୁଧାଂଶୁ ନନ୍ଦ ଓ ସଂପାଦକ ଅଶୋକ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି ସେହିଭଳି ଏମ ରାମପୁର ଓକିଲ ସଂଘ ର…
ପଦ୍ମଶ୍ରୀ ହଳଧର ନାଗ ଙ୍କ ୭୫ତମ ଜନ୍ମଦିବସ
ବରଗଡ /ବିଜେପୁର :-ପଦ୍ମଶ୍ରୀ ଲୋକକବିରତ୍ନ ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ(ଓସାକା) ହାଇଦ୍ରାବାଦ ଆୟୋଜନରେ ଏବଂ କୋଶଳ ଛାତ୍ର ସଂଗଠନ ଓ…
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତୀୟଲିଙ୍ଗ ଦୃଶ୍ୟ ମାନତା ଦିବସ -୨୦୨୫ :ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲା ସ୍ତରୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନତା ଦିବସ-୨୦୨୫ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ,ପାରଳାଖେମୁଣ୍ଡି ଠାରେ ଆୟୋଜନ ହୋଇଯାଇଛି। ଉକ୍ତ…
“ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତକୁ ରୂପ ଦେବା ପାଇଁ ଗଭୀର ଭାବରେ ପ୍ରତିଶ୍ରୁତିବଦ୍ଧ ବେଦାନ୍ତ ଆଲୁମିନିୟମ”
ଭୁବନେଶ୍ୱର ୩୧/୦୩/୨୦୨୫ : ଓଡ଼ିଶା ହେଉଛି ଅନେକ ସଫଳତାର ରାଜ୍ୟ। ଏହାର ଖଣିଜ-ସମୃଦ୍ଧ ଭଣ୍ଡାର ରାଜ୍ୟକୁ ଭାରତର ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ରରେ ପରିଣତ କରିଛି ଯାହା ସବୁଠାରୁ ସଫଳ ଶିଳ୍ପ ଇକୋସିଷ୍ଟମ ମଧ୍ୟରୁ ଗୋଟିଏ । ଏହି ପରିବର୍ତ୍ତନ ରାଜ୍ୟର ପ୍ରଗତିଶୀଳ ବ୍ୟବସାୟିକ ପରିବେଶ, ପ୍ରଚୁର…
ଟାଙ୍ଗୀ ଠାରେ ୧୭୪ନଂ କପିଳାସ ରୋଡ ରେଳ ଓଭରବ୍ରିଜ୍ ନିର୍ମାଣ ସ୍ଥଳ ପରିଦର୍ଶନ ଓ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା…
ଭୁବନେଶ୍ବର ୩୧।୦୩ : ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ଟାଙ୍ଗୀ ଠାରେ ୧୭୪ନଂ କପିଳାସ ରୋଡ ରେଳ ଓଭରବ୍ରିଜ୍ ନିର୍ମାଣ ସ୍ଥଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ପରେ ଖୁବ ଶୀଘ୍ର ଏହା ଜନସାଧାରଣଙ୍କ…
ଅନ୍ତଦ୍ୟୋୟ ଗୃହ ଯୋଜନାରେ ଶୁଭାରମ୍ଭ ଖଲ୍ଲିକୋଟ।
( ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା) : ଆଜି ସ୍ଥାନୀୟ ଖଲ୍ଲିକୋଟ ବ୍ଳକ୍ ପରିସରରେ ଅନ୍ତଦ୍ୟୋଗ ଗୃହ ଯୋଜନାର ଶୁଭାରମ୍ଭ ହୋଇଯାଇଥିଲା। ଆଜିର ଏକାଯ୍ୟ କ୍ରମରେ ମୁଖ୍ୟ ଅତିଥି ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଥିବାବେଳେ ବ୍ଳକ୍ ଅଧ୍ୟକ୍ଷା କୁମାରୀ ଦାସ ,…
ଭର୍ଚୁଆଲ ଯୁଗରେ ନିଆରା ବନ୍ଧୁ ମିଳନ: ସୋସାଇଟିରୁ ସୋସିଆଲ ମିଡିଆ, କଣ୍ଟେଣ୍ଟରୁ ଏଆଇ ଚର୍ଚ୍ଚା
ଭୁବନେଶ୍ୱର: ବଦଳୁଛି ସମୟ ଆଉ ସମୟ ସହ ତାଳ ଦେଇ ବଦଳୁଛି ଜୀବନଶୈଳୀ । ବଦଳୁଥିବା ଜୀବନଚର୍ଯ୍ୟାକୁ ଆଉ ଟିକେ ସହଜ କରିଦେଉଛି ଉଦ୍ଧତପଣିଆର ସବୁ ସୀମା ପାର୍ କରିଥିବା ବୈଶୟିକ ଜ୍ଞାନ କୌଶଳ ବା ଟେକ୍ନୋଲଜି । ତା ମଧ୍ୟରେ ଏବେ ଏବେ ସାମିଲ ହୋଇଛି ଆର୍ଟିଫିସିଆଲ ଇଣ୍ଟିଲେେଜେନ୍ସି ବା ଏ ଆଇ । କେବେ…
ଓଡ଼ଗାଁ ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ
ଓଡ଼ଗାଁ,୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଡିଓ ଜିତେନ୍ଦ୍ର କୁମାର ନାୟକ ଏବଂ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀଙ୍କ ପ୍ରତିନିଧି ଲିଙ୍ଗରାଜ ପାତ୍ର…