ଓଡ଼ିଆ ଭାଷା ବିକାଶ ମଞ୍ଚର ସାରସ୍ଵତ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଓ ସାହିତ୍ୟ ସନ୍ଧ୍ୟା

ରାଉରକେଲା, (ବସନ୍ତ କୁମାର ଜେନା): ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ସଭାକକ୍ଷରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ଓ ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଗଙ୍ଗାଧର ମେହେରଙ୍କ ତିରୋଧାନର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ…

ସୁବର୍ଣ୍ଣପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଵଚ୍ଛତା ଅଭିଯାନ- ଦେବାଳୟ ସଫେଇ କଲେ ଏଡିଏମ୍ , ପୌର ଅଧିକାରୀ ଓ…

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁରଠାରେ ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସରେ ସହରର ପବିତ୍ର ଦେବାଳୟ ଓ ଐତିହ ପୀଠ ଗୁଡିକୁ ସର୍ବଦା ସ୍ୱଚ୍ଛ ସୁନ୍ଦର ରଖିବାକୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ,ପର୍ଯ୍ୟଟନ…

କେନ୍ଦୁଝରରେ ପ୍ରଥମ ଥର ଲାଗି ସବ୍ ଜୁନିଅର ଜାତୀୟ ହ୍ୟାଣ୍ଡବଲ୍ ଚାମ୍ପିଅନସିପ ଅନୁଷ୍ଠିତ ହେବ।

କେନ୍ଦୁଝର,ତା୬/୪- ଚଳିତ ମାସ ୮ ତାରିଖରୁ ପ୍ରଥମଥର ଲାଗି କେନ୍ଦୁଝର ସହରର ହ୍ୟାଣ୍ଡବଲ ଗ୍ରାଉଣ୍ଡରେ ହେବାକୁ ଯାଉଛି ୩୯ ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ ଚମ୍ପିଆନସିପ୍ । ଯାହାର ପ୍ରସ୍ତୁତି ତଥା ପୋଷାକ, ଟ୍ରଫି ଓ ମେଡାଲର ଆଜି ହୋଇଛି  ଯାଇଛି ଶୁଭ ଉନ୍ମୋଚନ । ଜିଲ୍ଲାପାଳ ବିଶାଲ ସିଂ…

ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ବିଭିନ୍ନ ପ୍ରକାର ପଣା ଓ ସରବତ ବଣ୍ଟନ।

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ , ଜଗଦା ସ୍ଥିତ ବାଟ ମଙ୍ଗଳା ମନ୍ଦିର ପରିସର ରେ ଆଜି , ଉଭୟ ରାମ ନବମୀ ଏବଂ ଦୂର୍ଗା ନବମୀ ଅବସର ରେ ବିଭିନ୍ନ ପ୍ରକାର ପଣା ଏବଂ ସରବତ ବିତରଣ କରାଗଲା । ଏଠାରେ…

ପବିତ୍ର ରାମ ନବମୀ ରେ ବାଇକ୍ ରାଲି

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ୦୬/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଆଜି ପବିତ୍ର ଶ୍ରୀ ରାମ ନବମୀ ଅବସରରେ ଏକ ବିରାଟ ବାଇକ୍ ରାଲି ଅନୁଷ୍ଠିତ ହୋଇଛି। ଡାବୁଗାଁ ହିନ୍ଦୁ ଜାଗରଣ ମଞ୍ଚ ଓ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ଆଜି ରାମ ନବମୀ ଧୁମ୍ ଧାମ ରେ ପାଳିତ ହୋଇଛି।…

ଡାବୁଗାଁ ରେ ବିଜେପି ର ପ୍ରତିଷ୍ଠା ଦିବସ ପାଳିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୦୪/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର କୃଷି ଫାର୍ମ ପରିସରରେ ବିଜେପି ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ୧୯୮୦ ମସିହା ଏପ୍ରିଲ ୬ ତାରିଖ ଆଜିର ଦିନରେ ବିଜେପି ଦଳ ପ୍ରତିଷ୍ଠା ହୋଇଥିବା ବେଳେ ଏହା ପୃଥିବୀ ର ସର୍ବ ବୃହତ୍…

ଶ୍ରୀରାମ ନବମୀ ଯାତ୍ରାର ପ୍ରଥମ ସନ୍ଧ୍ୟା: ଜନ୍ମନାରାୟଣ ବେଶ ଦର୍ଶନ କରି ସୈାଭାଗ୍ୟ ଅର୍ଜନ କଲେ ଶ୍ରଦ୍ଧାଳୁ

ଓଡ଼ଗାଁ, ୬।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ଅନ୍ୟତମ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ତଥା ସ୍ୱର୍ଣ୍ଣ କଳସକ୍ଷେତ୍ର ଭାବରେ ପରିଚିତ ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ରବିବାର ପବିତ୍ର ଚୈତ୍ର ଶୁକ୍ଳ ନବମୀ ନବରାତ୍ରର ଉଦଯାପନୀ ତିଥି ଏବଂ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳନ…

ଶ୍ରୀରାମ ନବମୀ ଅବସରରେ ବଜରଙ୍ଗ ଦଳର ପତାକା ଶୋଭାଯାତ୍ରା

ଓଡ଼ଗାଁ, ୬।୪(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ରବିବାର ପବିତ୍ର ଶ୍ରୀରାମ ନବମୀ ଅବସରରେ ସକାଳେ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ମାନେ ଶ୍ରୀରାମଙ୍କୁ ରଥାରୁଢ଼ କରିବା ସହିତ ନାମ ସଂକୀର୍ତନ କରି ନଗର ପରିକ୍ରମା କରିଥିଲେ । ସେହିପରି ସନ୍ଧ୍ୟାରେ ଓଡ଼ଗାଁ ବଜରଙ୍ଗ ଦଳ ତରଫରୁ ଏକ…

ବିବାଦୀୟ ବିଦ୍ୟୁତ୍ ବିଲର ସମାଧାନ ନିମନ୍ତେ ୧୩ ଅଗଷ୍ଟରେ ଅନୁଷ୍ଠିତ ହେବ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠ ଶିବିର

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) : ସୁବର୍ଣ୍ଣପୁର ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲ୍ୟୁଓଡିଏଲ୍) ଏକ ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ…

ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ଉଦଯାପିତ

ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୩୯୪୫ ରୋଗୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନ ଏବଂ ପରାମର୍ଶ ଦିଆଯାଇଥିଲା ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସ୍ଥାନୀୟ ସୁନ୍ଦରଗଡ଼ ସରକାରୀ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ ଠାରେ ଚାଲିଥିବା ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ଉଦଯାପିତ…