Sign in
Sign in
Recover your password.
A password will be e-mailed to you.
ଓଡ଼ିଆ ପକ୍ଷ ପାଳନ ଅବସରରେ ଲୋକକଳା ପାଇଁ ଦିନଟି ,କଳାକାରଙ୍କୁ ସମ୍ବର୍ଦ୍ଧନା।
ଭବାନୀପାଟଣା:ରୋହିତ କୁମାର ନାଏକ/ଶାସକ ପ୍ରଶାସକ: ଓଡ଼ିଆ ପକ୍ଷ ପାଳନ ର ଦଶମ ଦିନରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, କଳାହାଣ୍ଡି ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଲୋକକଳା ଗ୍ରାମ ପରିଦର୍ଶନ, ଲୋକକଳା ପାଇଁ ଦିନଟିଏ ଓ ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଅବସରରେ…
୩୦ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କେମ୍ପୋରୀ ଉଦଯାପିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)୧୦।୪:୨୫ ୩୦ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କେମ୍ପୋରୀ ୨୦୨୪-୨୫ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମେଦିନୀପୁର ଠାରେ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସମ୍ପାଦକ…
ଛୁରିଆପାଲିରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦ୍ଘାଟିତ
ସୋହେଲା :-ସୋହେଲା ବ୍ଲକ ଅଧୀନ ଛୁରିଆପାଲିରେ ରାଜସ୍ବ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟର ଶୁଭଉଦ୍ଘାଟନ ହୋଇଯାଇଛି I ଅତିଥି ଭାବରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ସୋହେଲା ତହସିଲଦାର ଶୁଭ୍ରରଞ୍ଜନ ନାୟକ ଯୋଗଦେଇ ବିବଦ୍ଧ ଭାବରେ ପିତାକାଟି ଶୁଭ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଜସ୍ୱ…
୯୩୫ଲିଟର ଡିଜେଲ ଜବତ କଲା ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗ ।
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଠାରେ ବେଆଇନ ନିୟମ ଭାବରେ, ଘରେ ବିନା ଅଗ୍ନି ନିର୍ବପକ୍ ଯନ୍ତ୍ର ଲଗାଇ, ଶହ ଶହ ଲିଟର ଡିଜେଲ୍ ରଖିଥିବା ଭକ୍ତରାମ ପ୍ରଧାନ ଙ୍କ ଘରେ ୯୩୫ ଲିଟର ଡିଜେଲ ମହଜୁତ ରଖିବା…
କାର ଧକ୍କାରେ ଯୁବକ ମୃତ୍ୟୁ
ସୁବର୍ଣ୍ଣପୁର. ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଏଫସିଆଇ ସ୍ଥିତ ପେଟ୍ରୋଲପମ୍ପ ନିକଟରେ କାର ଧକ୍କା ରେ ବାଇକ ଆରୋହୀ ଙ୍କ ମୃତୁ ଘଟିଥିବା ସୂଚନା ମିଳିଛି l ମୃତୁ ବ୍ୟକ୍ତି ଜଣକ ହେଲେ ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବାନ୍ଦୁମୁଣ୍ଡା…
ଅଚ୍ୟୁତ ସାମନ୍ତଙ୍କୁ ୬୫ତମ ସମ୍ମାନସୂଚକ ଡକ୍ଟରେଟ୍
ଭୁବନେଶ୍ୱର, ୧୦ । ୪: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଇଂଲଣ୍ଡର ଖ୍ୟାତି ସମ୍ପନ୍ନ ବକିଙ୍ଗହାମ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ଗୁରୁବାର ବକିଙ୍ଗହାମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହ…
ଦାଉସାଧୁଛି ଆଧାରକାର୍ଡ ତ୍ରୁଟି, ଲୋକ ହନ୍ତସନ୍ତ
ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ, ଅପାର୍ ଆଇଡି ପାଇଁ ଶିକ୍ଷାବିଭାଗର ମୁଣ୍ଡବ୍ୟଥା
ବିଜେପୁର /ସୁଶାନ୍ତ ସାହୁ : ଆଜିକାଲି ପ୍ରତ୍ୟେକ କାମ ପାଇଁ ଆଧାରକାର୍ଡ ଆବଶ୍ୟକ ପଢୁଛି କିନ୍ତୁ, ଆଧାରକାର୍ଡରେ ରହିଥିବା ତ୍ରୁଟି ପାଇଁ ନୟାନ୍ତ ହେଉଛନ୍ତି ଲୋକୋ ଅଧାରକାର୍ଡଧାରୀଙ୍କ ନାମ, ବାପାଙ୍କ ନାମ,…
ମହିଳା ଉଦ୍ୟୋଗୀଙ୍କ ମନୋବଳ ବୃଦ୍ଧି ପାଇଁ ବେଦାନ୍ତ ଆୟୋଜନ କରିଛି ’’ପରିଚୟ’’
କଳାହାଣ୍ଡିଜିଲ୍ଲାର୬୦ ଗାଁରୁ ୨୦୦୦ ମହିଳାଙ୍କ ଯୋଗଦାନ
ଲାଞ୍ଜିଗଡ଼, ୦୯/୦୪/୨୦୨୫: ଭାରତର ଅଗ୍ରଣୀ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ମହିଳା ସଶକ୍ତିକରଣ ଏବଂ କାଳାହାଣ୍ଡିର ସମୃଦ୍ଧ ସାଂସ୍କୃତିକ ଚିତ୍ରକଳାର ଏକ ଜୀବନ୍ତ ଉତ୍ସବ "ପରିଚୟ" ଆୟୋଜନ କରିଥିଲା। ଗ୍ରାମୀଣ ଓଡ଼ିଶାର…
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ତଥ୍ୟ ପରିଚାଳନା ଏବଂ ବିଶ୍ଳେଷଣ ଅଧ୍ୟୟନ ସମୀକ୍ଷା
ସୁଶାସନ ଓ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ପାଇଁ ଡାଟା ଗଭର୍ଣ୍ଣାନ୍ସ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ
ଭୁବନେଶ୍ଵର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଡାଟା, ପଲିସି ଏବଂ ଇନୋଭେସନ ସେଣ୍ଟର (ଡିପିଆଇସି) ଦ୍ୱାରା…
ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବାନ୍ଧି ରଖିବାର ମାଧ୍ୟମ ହେଉଛି ‘ପଖାଳ’ : ସୋଆ ଉପସଭାପତି
ଭୁବନେଶ୍ୱର, ଏପ୍ରିଲ ୯: ପଖାଳ ସବୁ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ । ଓଡ଼ିଶାର ଘରେ ଘରେ ଏହି ପାରମ୍ପରିକ ଖାଦ୍ୟ ବେଶ ଆଦୃତ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ । ପଖାଳର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍…