Sign in
Sign in
Recover your password.
A password will be e-mailed to you.
ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବାନ୍ଧି ରଖିବାର ମାଧ୍ୟମ ହେଉଛି ‘ପଖାଳ’ : ସୋଆ ଉପସଭାପତି
ଭୁବନେଶ୍ୱର, ଏପ୍ରିଲ ୯: ପଖାଳ ସବୁ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ । ଓଡ଼ିଶାର ଘରେ ଘରେ ଏହି ପାରମ୍ପରିକ ଖାଦ୍ୟ ବେଶ ଆଦୃତ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ । ପଖାଳର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍…
ଭୁବନେଶ୍ୱର ବିମାନବନ୍ଦର ଠାରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି
ଭୁବନେଶ୍ୱର
ଦିଲ୍ଲୀରେ ନିବେଶକ ସମ୍ମିଳନୀ ଓ MoU ସମ୍ପର୍କରେ
ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ଉତ୍କର୍ଷ ଓଡିଶା ପରେ ନୂଆ ଦିଲ୍ଲୀରେ IOCL ସହିତ ଆମର MoU ଦ୍ୱିତୀୟ ଐତିହାସିକ ପଦକ୍ଷେପ ।
ଏପ୍ରିଲ 7 ଓ 8, ଏହି ଦୁଇ ଦିନ ଧରି, ମୁଁ HCL Technologyର ନୋଇଡା ସ୍ଥିତ କାର୍ଯ୍ୟାଳୟ…
ଶିଳ୍ପ ନିର୍ଦ୍ଦେଶକଙ୍କ ନୂଆପଡା ଜିଲ୍ଲା ଗସ୍ତ, ଉନ୍ନୟନ କାର୍ଯ୍ୟ ଦେଖିବା ସହିତ ସମୀକ୍ଷା ବୈଠକ ରେ ଯୋଗଦେଲେ
ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ନିର୍ଦ୍ଦେଶକ ତଥା ନୂଆପଡା ଜିଲ୍ଲା ପାଇଁ ନୋଡାଲ ଅଫିସର୍ ଭାବରେ ନିଯୁକ୍ତ ଡି ପ୍ରଶାନ୍ତ କୁମାର ରେଡ୍ଡୀ ଜିଲ୍ଲାର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ପାଇଁ କାଲି ସନ୍ଧ୍ୟାରେ ପହଞ୍ଚି ଥିଲେ…
ଖଲ୍ଲିକୋଟ ଏନ୍ ଏ ସି ରେ ସ୍ବୟଂ ସହାୟକ ଗୋଷ୍ଠୀର ଗଣ ଧାରଣା, ଅଧିକାରୀ ମାନଙ୍କ ମନମୁଖୀ ଶାସନରେ ଅତିଷ୍ଠ ହେଉଛନ୍ତି…
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) ଖଲ୍ଲିକୋଟ:୮/୨୫ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ବିରୁଦ୍ଧରେ ଲଢେଇ କରୁଛନ୍ତି ୱାର୍ଡ ନମ୍ବର ୭ ର ମହିଳା ୱାର୍ଡ ମେମ୍ବର ଶ୍ରୀ ମତୀ ସନ୍ତୋଷୀ ଦାସ । କେବଳ ଏକା ନୁହନ୍ତି ,ଏହାଙ୍କ ସହ ସାମିଲ ହୋଇଛନ୍ତି ,୯ଟି ଗ୍ରୁପ୍ ର ମା ମାନେ ବୋଲି…
ସମୀର ମେମୋରିଆଲ ଆନ୍ତଃ ଜିଲ୍ଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
ଜେ ଏ ସି ଯାଜପୁର କୁ ହରାଇ ୟୁନିକ ଇଲେଭେନ ଚମ୍ପିୟାନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପରିଷଦ ରେ ଥିବା ଅଟଳ ବିହାରୀ କଲେଜ ପଡ଼ିଆରେ ଉତ୍କଳିକା ସ୍ପୋର୍ଟିଂ ଆନୁକୁଲ୍ୟରେ ସମୀର ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅନ୍ତିମ ତଥା…
୭ ତମ କଳାହାଣ୍ଡି ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୦୯.୦୪.୨୦୨୫ – କଳାହାଣ୍ଡି ଜିଲ୍ଲାପରିଷଦର ୭ ତମ ବୈଠକ ଆଜି କଳାହାଣ୍ଡି ଜିଲ୍ଲାପରିଷଦ ସଭାଗୃହଠାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେଦ୍ର ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶ୍ରୀ ସିଂଦେଓ ସମସ୍ତଙ୍କୁ ସ୍ବାଗତ…
ଶୈବପୀଠ ପୁଖାମୁଣ୍ଡା ଓ ସଂଗ୍ରାମୀ ପୀଠ ସମଲେପଦର ଗ୍ରସ୍ତରେ ଜ଼ିଲ୍ଲାପାଳ ଓ ବିଧାୟକ
https://youtu.be/2RoP7TgDfDw
ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ଅନ୍ତର୍ଗତ ସମଲାଇପଦର୍ ସ୍ଥିତ ପାର୍ବତୀ ଗିରୀ ଙ୍କ ସହ ସଂପୃକ୍ତ ସ୍ଥାନ ଓ ବିଜେପୁର ଅନ୍ତର୍ଗତ ପୋଖମୁଣ୍ଡା ଶିବ ମନ୍ଦିର ର ଉନ୍ନତି କରଣ କାର୍ଯ୍ୟ ଆରମ୍ଭ ହେବ l
ଏନେଇ ବିଜେପୁର ବିଧାୟକ ସନତ କୁମାର ଗଡତିଆଙ୍କ ଅନୁରୋଧ…
ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୯/୦୪/୨୫ କେନ୍ଦ୍ର ସରକାରଙ୍କ ଏ ଡି ଆଇ ପି ଯୋଜନା ମାଧ୍ୟମରେ ଆଜି ଡାବୁଗାଁ ବ୍ଲକ ରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ…
ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜଣେ ଯୁବକ ଗିରଫ
ଓଡ଼ଗାଁ, ୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଏନ୍ଏସି ଅଞ୍ଚଳର ଜଣେ ନାବାଳକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଓଡ଼ଗାଁ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ମାଜିଷ୍ଟ୍ରେଟଙ୍କ ନିକଟରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି । ଗିରଫ ଯୁବକ ଜଣକ ହେଲେ…
ଜବାହାର ଉଚ୍ଚବିଦ୍ୟାଳୟ ନନ୍ଦିଘୋର, ରାତି ଜଗୁଆଳିକୁ ମରଣାନ୍ତକ ଆକ୍ରମଣ କରି ୨ ଗିରଫ
ଓଡ଼ଗାଁ, ୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନନ୍ଦିଘୋର ସରକାରୀ ଉଚ୍ଚ ବିଦ୍ୟାଳୟର ରାତ୍ରିଜଗୁଆଳକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଓଡ଼ଗାଁ ପୋଲିସ ୩ ଜଣଙ୍କୁ ଗିରଫ କରି ମକଦ୍ଦମା ରୁଜୁ କରିବା ପରେ ୨ ଜଣକୁ କୋର୍ଟ ଚାଲାଣ କରିଛନ୍ତି । ତାଙ୍କର ଜାମିନ ନାମଞ୍ଜୁର…