ଯୌତୁକ ନିର୍ଯାତନା ରେ ଶାଶୁ ଶଶୁର ଙ୍କ ମାଡର ଶିକାର ହୋଇଛନ୍ତି କଳ୍ପନା ପାତିକା l

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜ଼ିଲ୍ଲା ରାମନାଗୁଡ଼ା ବ୍ଲକ୍ ଗୋଗୁପାଡୁ ପଞ୍ଚାୟତ ଅନ୍ତର୍ଗତ ଝାର୍ଲିଙ୍ଗ୍ ଗ୍ରାମରେ ୨୫ ବର୍ଷ ର ଝିଅ ଯୌତୁକ ନିର୍ଯାତନାରେ ଶିକାର ହୋଇଛି l ଗୁଡାରି ବ୍ଲକ୍ ଶିରୀଗୁଡା ଗ୍ରାମର ଲଷ୍ମୀକାନ୍ତ ପାତିକାଙ୍କ ଝିଅ ଶ୍ରୀ କଳ୍ପନା ପାତିକାଙ୍କୁ ରାମନାଗୁଡ଼ା…

ରାୟଗଡ଼ ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ…

ରାୟଗଡ଼, ୧୧.୦୪.୨୦୨୫- ଆଜି ରାୟଗଡ଼ ଜିଲ୍ଲାର ମୋଟ ୩୯ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ର ଶୁଭାରମ୍ଭ ହୋଇଯାଇଛି |…

ନବରଙ୍ଗପୁର ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂନୂଆ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ଏକକ…

ନବରଙ୍ଗପୁର ତା ୧୧.୪.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ସହର ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଆୟୁଷ୍ମାନ ଭାରତ…

ଅମୃତ ଷ୍ଟେସନ ଅନ୍ତର୍ଗତ ପୁରୀ ରେଳ ଷ୍ଟେସନ ପୁନର୍ବିକାଶ : ପୁନର୍ବିକାଶ କାର୍ଯ୍ୟର ନିରୀକ୍ଷଣ ଓ ସମୀକ୍ଷା କଲେ…

ଭୁବନେଶ୍ୱର | ୧୧.୦୪.୨୦୨୫ : ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସନ୍ଧ୍ୟାରେ ପୁରୀ ରେଳ ଷ୍ଟେସନରେ ଚାଲୁରହିଥିବା ପୁନର୍ବିକାଶ କାର୍ଯ୍ୟର କରିଛନ୍ତି | ଅମୃତ ଷ୍ଟେସନ ଯୋଜନା ଅଧୀନରେ ସମଗ୍ର ଓଡ଼ିଶାରେ ପ୍ରମୁଖ…

ବରଫ ଆଚ୍ଛାଦିତ ଉପତ୍ୟକାରେ ଚାଲିବ “ବନ୍ଦେ ଭାରତ”

ଏପ୍ରିଲ ମାସର ମୃଦୁ ଶୀତଳତା ଏବଂ ବସନ୍ତର ପ୍ରସ୍ଫୁଟିତ ସୌନ୍ଦର୍ଯ୍ୟ... ହିମାଳୟର ବରଫାବୃତ୍ତ ଶିଖର, ସେଓ ଗଛରେ ଗୋଲାପୀ ଫୁଲର ଚାଦର ଏବଂ ସମତଳ ଭୂମିର ସବୁଜ ଘାସ - ଏସବୁ ଆଉ କେବଳ ଏକ କଳ୍ପନା ହୋଇ ରହିବ ନାହିଁ | କାରଣ ଏବେ ଖୁବ୍ ଶୀଘ୍ର, ଆପଣ ଜମ୍ମୁ ଏବଂ କାଶ୍ମୀର ପାଇଁ ସ୍ୱତନ୍ତ୍ର ଭାବରେ…

ଟିପିସିଓଡିଏଲ୍ ପକ୍ଷରୁ ଏକ ସୁରକ୍ଷିତ ଭାରତ ପ୍ରତି ପ୍ରତିବଦ୍ଧତା ସହିତ ସୁରକ୍ଷା ମାସ ପାଳିତ

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଏପ୍ରିଲ ମାସର ପ୍ରଥମ ସପ୍ତାହରେ ସୁରକ୍ଷା ମାସ ଅଭିଯାନ ସମାପ୍ତ କରି କାର୍ଯ୍ୟସ୍ଥଳ ଏବଂ ଗୋଷ୍ଠୀ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛି।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସମାଜସେବୀ ରୋଜାଲିନ ସାହୁ ହତ୍ୟା ଅଭିଯୁକ୍ତ !!!

କେନ୍ଦୁଝର, ତା ୧୧/୪(ଦିଲ୍ଲୀପ କୁମାର ସାହୁ )- କେନ୍ଦୁଝର ପୁରୁଣା ବଜାରର ସମାଜସେବୀ ଝିଅ ରୋଜାଲିନ ସାହୁ ହତ୍ୟାର ୨ ବର୍ଷ ବିତି ସାରିଲାଣି ତଥାପି ଅପାରଗ ଘଟଗାଁ ଥାନା ପୋଲିସ ଚାର୍ଜସିଟ୍ ଦେଇପାରିନି। ଏକଥାକୁ ରୋଜାଲିନଙ୍କ ମାଆ ରେବତୀ ସାହୁ ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

ମା ମୁତ୍ୟାଲୁମା ଙ୍କ ୨୬ତମ ଚୈତ୍ର ଯାତ୍ରା ଆରମ୍ଭ: ଶତାଧିକ ମହିଳା ଭାଗ ନେଲେ କଳସ ଯାତ୍ରାରେ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଅଧିଷ୍ଠିତା ଦେବୀ ମା ମୁତ୍ୟାଲୁମା ଙ୍କ ୨୬ତମ ଶୀତଳ ଚୈତ୍ର ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି /ଆଜି ସକାଳେ ମାଙ୍କ ପଞ୍ଚାମୃତ ଅଭିଷେକ ହେବା ପରେ ଅଳଙ୍କାର ଦର୍ଶନ ହୋଇଥିଲା।ପରେ ମନ୍ଦିର ପରିସରରେ ଧ୍ଵଜାରୋପଣ ଗଙ୍ଗାଧୀବାସ , ହୋମ ଯଜ୍ଞ…

ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ସଂଘ, ନନ୍ଦାହାଣ୍ଡି ବ୍ଲକ ତରଫରୁ 7 ଦଫା ଦାବି…

ନବରଙ୍ଗପୁର : 11/04/2025,ଅଶୋକ ସାହୁ, ଶାସକ ପ୍ରଶାସକ,ନନ୍ଦାହାଣ୍ଡି ବ୍ଲକ ର ସମସ୍ତ ଓଡିଶା ଜୀବିକା ମିଶନ ଶକ୍ତି ଇ ସି ମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ନୂତନ କମିଟି ଗଠନ କରାଯାଇଥିଲା l ବ୍ଲକ ସଭାନେତ୍ରୀ ଭାବେ ଶ୍ରୀମତୀ ସଂଯୁକ୍ତା ଗଦବା ଉପ ସଭାନେତ୍ରୀ ଶ୍ରୀ ମତୀ ମୁନି…

ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟ ର ଶେଷ ବର୍ଷ ଛାତ୍ରଙ୍କ ଆତ୍ମହତ୍ୟା

ଫ୍ୟାନ୍ ରେ ଝୁଲି ରହିଛି ଛାତ୍ର ର ଶବ। ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟ ର କମ୍ପ୍ୟୁଟର ସାଇନସ ବିଭାଗର ଶେଷ ବର୍ଷ ଛାତ୍ରର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ବିଶ୍ବବିଦ୍ୟାଳୟ ପରିସରରେ ନିଉଟନ ହଷ୍ଟେଲ୍ ମଧ୍ୟରେ ଥିବା ୨୪ ନଂ ରୁମ୍ ରେ…