Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ୱରରେ ସେନେସ ଶୋ ‘ରୁମର ଶୁଭାରମ୍ଭ
ଓଡ଼ିଆ ଅଭିନେତ୍ରୀ ଶୀତଲ ପାତ୍ରଙ୍କ ଯୋଗଦାନ
ଭୁବନେଶ୍ୱର : ଭୁବନେଶ୍ୱରର ଉତ୍କଳ କନିକା ଗାଲେରିଆ ମଲରେ ସେନେସର ନୂଆ ଶୋ\'ରୁମ୍ ଉଦଘାଟିତ ହୋଇଯାଇଛି । ସେନେସ ହେଉଛି ଭାରତର ବିଶ୍ୱସନୀୟ ଗହଣା ବ୍ରାଣ୍ଡ ସେନକୋ ଗୋଲ୍ଡର ଏକ ପଦକ୍ଷେପ ଯାହା ୮୫ ବର୍ଷରୁ ଅଧିକ ସମୟ ଧରି ନିଜର ସମୃଦ୍ଧ କାରିଗରୀ…
ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକ ଏବଂ ମାନବିକ ମୂଲ୍ୟବୋଧ ସୃଷ୍ଟି କରିବାରେ ସହାୟକ ହୋଇଛି ଜାଗୋ: ସୋଆ ଉପସଭାପତି
ଭୁବନେଶ୍ୱର , ଏପ୍ରିଲ୍ ୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସବୁ ସମୟରେ ସମାଜର ହିତ କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ଏହି ପରିପ୍ରେକ୍ଷୀରେ ‘ଜାଗୋ’ ବହୁବର୍ଷର ଏକ ପଦକ୍ଷେପ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୈତିକ ଏବଂ ମାନବିକ ମୂଲ୍ୟବୋଧ ସୃଷ୍ଟି କରିବାରେ ଜାଗୋ ସହାୟକ…
“ନୈତିକ ମୂଲ୍ୟବୋଧକୁ ପାଥେୟ କରି ଜୀବନରେ ଅଗ୍ରଗତି କର”
ସୋଆ ଛାତ୍ରଛାତ୍ରୀଙ୍କୁ ନ୍ୟାୟମୂର୍ତ୍ତି ସି.ଆର ଦାସଙ୍କ ଉପଦେଶ
ଭୁବନେଶ୍ୱର , ଏପ୍ରିଲ୍ ୧୨: ନିଜ ସ୍ୱାର୍ଥରୁ ଊର୍ଦ୍ଧ୍ୱକୁ ଉଠି ଛାତ୍ରଛାତ୍ରୀମାନେ ନୈତିକ ମୂଲ୍ୟବୋଧ ଉପରେ ଅଧିକ ମନୋନିବେଶ କରିବା ଆବଶ୍ୟକ ଯାହାକି କେବଳ ସେମାନଙ୍କର ବ୍ୟକ୍ତିଗତ ଜୀବନ ନୁହେଁ ବରଂ ସମାଜ ଗଠନ ଉପରେ ପ୍ରଭାବ…
ରାଜ୍ୟରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ,୨୦୨୪
ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪କୁ ମିଳିଲା ରାଜ୍ୟପାଳଙ୍କ ସ୍ୱୀକୃତି
ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଆଜି ନୂତନ ସୂର୍ଯ୍ୟୋଦୟ ହୋଇଛି : ମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ, ୨୦୨୪। ଆଜି ଓଡ଼ିଶାର ରାଜ୍ୟପାଳ ଡ଼.…
ଓଡ଼ଗାଁ ଏନ୍ଏସି ୪ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରରେ ଝୁଲୁଛି ତାଲା,କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି
ଓଡ଼ଗାଁ,୧୨।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ବିଜୟ ମଣ୍ଡପ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ସମିପରେ ଥିବା ୪ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ର ବିନା ସୂଚନାରେ ଶନିବାର ବନ୍ଦ ରହିଥିବା କରଣରୁ କେନ୍ଦ୍ରକୁ ଆସିଥିବା ଶିଶୁମାନେ ଘରକୁ ଫେରିବାକୁ ପଡ଼ିଛି ।…
ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ୬ଷ୍ଠ ସନ୍ଧ୍ୟା, ରାମ, ଲକ୍ଷ୍ମଣ ଓ ସୀତାଙ୍କ ବନବାସ ଦୃଶ୍ୟ
ଓଡ଼ଗାଁ ୧୨।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଶ୍ରୀରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରା ନବ ଦିନ ସନ୍ଧ୍ୟା ବେଶର ଷଷ୍ଠ ସନ୍ଧ୍ୟାରେ ପ୍ରଭୁଙ୍କ ବନବାସ ବେଶ ଭକ୍ତ ମାନଙ୍କ ମଧ୍ୟରେ ଆଣିଦେଇଥିଲା ନୈରାଶ୍ୟ ଭାବ । ରାତି ପାହିଲେ ଶ୍ରୀରାମଙ୍କ ରାଜ୍ୟାଭିଷେକକୁ ନେଇ ଅଯୋଧ୍ୟା…
ଆମ ବସ ଯାତ୍ରୀଙ୍କ ମତାମତକୁ ଭିତିକରି ସେବାରେ ଉନ୍ନତି ଆଣିବା ଦିଗରେ ପ୍ରୟାସ
ଭୁବନେଶ୍ୱର, ୧୨ ଏପ୍ରିଲ ୨୦୨୫:ସାର୍ବଜନୀନ ପରିବହନ ସେବାକୁ ଉନ୍ନତ କରିବା ପାଇଁ ନିରନ୍ତର ପ୍ରୟାସର ଅଂଶ ସ୍ୱରୂପ, ରାଜଧାନୀ କ୍ଷେତ୍ର ସହରାଞ୍ଚଳ ପରିବହନ (CRUT) ର ପଦାଧିକାରୀ ମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ସକାଳେ ସହରର ବସ୍ ସେବାର ଦକ୍ଷତା ଏବଂ ପ୍ରଭାବ…
ମଲ୍ଲୀ ଝୁଲଣ ଯାତ୍ରା ଉଦଯାପିତ : ସୁଗନ୍ଧିତ ପୁଷ୍ପରେ ସୁଶୋଭିତ ଝୁଲାରେ ଝୁଲିଲେ ରାଧାଗୋବିନ୍ଦ
https://youtu.be/9OekrbUZ7bA
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କରଣ ସାହି ଠାରେ ଥିବା ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) ରେ ଗତ ଚୈତ୍ର ମାସର ଶୁକ୍ଲ ପକ୍ଷ ଦଶମୀ ଠାରୁ ପୂର୍ଣ୍ଣିମା ଯାଏ ମଲ୍ଲୀ ଝୁଲଣ ଯାତ୍ରା ପାଳିତ ହୋଇଯାଇଛି।ମହନ୍ତ ମଦନ…
ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ବରପୁତ୍ରଙ୍କ ଉପରେ ଆଲୋଚନା
ରାୟଗଡା ତା: ୧୨.୦୪.୨୦୨୫: ଓଡ଼ିଆ ପକ୍ଷ ପାଳନର ଦ୍ବାଦଶ ଦିବସ ଅବସରରେ ଶନିବାର ଦିନ ଓଡ଼ିଶାର ବରେଣ୍ୟ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସେମାନଙ୍କ ଜିବନୀ ଓ ଅବଦାନ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ…
ବାବା ସାହେବ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଶେଷ : ପଦ୍ମପୁର ଉପଖଣ୍ଡ ଏସ୍ ସି, ଏସ୍ ଟି ମିଳିତ…
ପଦ୍ମପୁର :- ଆସନ୍ତା ସୋମବାର ତା ୧୪. ୪. ୨୦୨୫ ଦିନ ଭାରତରତ୍ନ ଡ. ବାବା ସାହେବ ଆମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ପଦ୍ମପୁର ସହରର ରାଜାଜୀ ଟାଉନ୍ ହଲ୍ ଠାରୁ ଆମ୍ବେଦକର ଛକ (ଦୋରା ପେଟ୍ରୋଲ ପମ୍ପ) ସ୍ଥିତ ଡ.ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ନିକଟ ପର୍ଯ୍ୟନ୍ତ ଏକ…