ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି। ଏହି ଅବସରରେ ନୂଆ ବସ ଷ୍ଟାଣ୍ଡ ଠାରେ ଥିବା…

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଆ ପକ୍ଷ ପାଳନର ଚତୁର୍ଦ୍ଦଶ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ଦ୍ଵାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ମହା ଆଡମ୍ବରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ସମ୍ ନର୍ସିଂ କଲେଜରେ ଦୁଇ ଦିନିଆ ଏସ୍ପିଏନକନ -୨୦୨୫ ଆୟୋଜିତ

ଭୁବନେଶ୍ୱର , ଏପ୍ରିଲ୍ ୧୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ ଓ ଭାରତର ସୋସାଇଟି ଅଫ୍ ପେରିଅପରେଟିଭ୍ ନର୍ସିଂ (ଏସ୍ପିଏନ୍)ର ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଶୁକ୍ରବାର ଦିନ ଏସ୍ପିଏନକନର ୫ମ ଜାତୀୟ ସମ୍ମିଳନୀ ‘ଏସ୍ପିଏନକନ -୨୦୨୫’ ଉଦ୍ଘାଟିତ…

ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି ଦିନ ଠାରୁ ଓଡ଼ିଆ ସଂସ୍କୃତି ର ବର୍ଷ ଆରମ୍ଭ ହୋଇ ଥା ଏ l ତେଣୁ ଏହି ଦିନ କୁ ସମଗ୍ର ଓଡ଼ିଶା ରେ ଓଡ଼ିଆ ନୂଆଁ ବର୍ଷ ବା ପଣା ସଂକ୍ରାନ୍ତି ରୁପେ ପାଳନ କରାଯାଏ l ଏହି ଦିନ ସମଗ୍ର ଓଡିଆ ଙ୍କ ପାଇଁ ବଡ଼ ଦିନ l ମହା ବିଷୁବ ସଂକ୍ରାନ୍ତି ଦିନ ଠାରୁ ବୈଶାଖ ମାସ ର ଆରଂଭ…

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ବାବା ସାହେବ୍ ଡ ଭୀମରାଓ ରାମଜୀ ଆମ୍ବେଦକର ଙ୍କ ୧୩୫ତମ ଜୟନ୍ତୀ ମହାସମାରୋହରେ ପାଳିତ

ନବରଙ୍ଗପୁର ତା ୧୪.୪.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ ଗୃହରେ ସକାଳ ଘ ୮.୩୦ ମି ସମୟରେ ଡ ବି ଆର୍ ଆମ୍ବେଦକର ଙ୍କ ୧୩୫ତମ ଜନ୍ମ ଜୟନ୍ତୀ ସ୍ମୃତିସଭା ,ଆଲୋଚନାଚକ୍ର ଓ ମୁକ୍ତ ପ୍ରଶ୍ନ ମଂଚର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ…

ବିପଦଜନକ ଅବସ୍ଥାରେ ଓଡ଼ଗାଁ ପରିବା ମାର୍କେଟ କଂକ୍ରିଟ ରାସ୍ତା

ପୋଲ ଉପରେ ନାହିଁ ବିପଦ ସଙ୍କେତ ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ପରିବା ମାର୍କେଟ ନାଳ ଓ ବସଷ୍ଟାଣ୍ଡକୁ ସଂଲଗ୍ନ କରୁଥିବା ଅଣ ଓସାରିଆ ପାଦଚଲା କଂକ୍ରିଟ ପୋଲ ଶୂନ୍ୟରେ ଝୁଲୁଥିବା ଅବସ୍ଥାରେ ରହିଛି । ଯେକୌଣସି ସମୟରେ ଏହା ଖସି ପଡ଼ିବାର ସମ୍ଭାବନା…

ବନବାସୀ ଶ୍ରୀରାମଙ୍କ ଚିତ୍ରକୂଟରେ ବିଶ୍ରାମ

ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ୭ମ ସନ୍ଧ୍ୟା ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ବର୍ଣ୍ଣ କଳସ କ୍ଷେତ୍ର ଅଧିପତି ଶ୍ରୀରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରା ନବଦିନ ସନ୍ଧ୍ୟା ବେଶର ରବିବାର ସପ୍ତମ ସନ୍ଧ୍ୟାରେ ବନବାସୀ ଶ୍ରୀରାମଙ୍କ ଚିତ୍ରକୂଟ ପର୍ବତରେ…

୫୦ ବସ୍ତା ବିପିଏଲ୍ ଚାଉଳ ସହିତ ଗାଡ଼ି ଜବତ ଚାଳକ ଗିରଫ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ୍ ରବିବାର ସନ୍ଧ୍ୟାରେ ଏମଭିଆଇ ଚେକିଙ୍ଗ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ସୀମା ସମ୍ଭବ ନିକଟ ୨୧ ନମ୍ବର ରାଜ୍ୟ ରାଜପଥରେ ସନ୍ଦେହ ଜନକ ଭାବେ ଆସୁଥିବା ଓଡି୩୨ଜି୬୯୬୭ ନମ୍ବର ବିଶିଷ୍ଟ ପିକ ଅପ୍ ଭ୍ୟାନକୁ…

ସାମୁଦ୍ରିକ ଥାନା କନେଷ୍ଟବଳ ସନ୍ତୋଷଙ୍କ ଆତ୍ମହତ୍ୟା

ଅସ୍ତରଙ୍ଗ/ଦୁଃଶାସନ ନାୟକ : ଅସ୍ତରଙ୍ଗ ନୂଆଗଡ ସାମୁଦ୍ରିକ ଥାନାର ଗାଡ଼ି ଚାଳକ ସନ୍ତୋଷ ସେଠୀ(୩୫) ଗତକାଲି ଗୁବିଳମ୍ବିତ ରାତିରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିଆର ସିଂ ଓ ସାମୁଦ୍ରିକ ଥାନା ଅଧିକାରୀ ଅଚ୍ୟୁତାନନ୍ଦ ବେହେରା…

ଚଇତି ପୁନେଇ ମହୋତ୍ସବ (୨୦୨୫)ରେ ମାଁ ଚନ୍ଦ ଲି ପାଟ ଙ୍କ ଛତର ଯାତ୍ରା l

ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପୂଜାଡୁଙ୍ଗୁରି ଠାରେ ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ "ମାଁ ଚନ୍ଦଳୀ ପାଟ " ଙ୍କ ଛତର ଯାତ୍ରା ପାହାଡ ର ଏକ ଅଦୃଶ୍ୟ ଗୁମ୍ଫାର ସମ୍ପନ୍ନ ହୋଇଯାଇଛି l ପୂଜା ଟି କେଉଁ ଆବହମାନ କାଳରୁ ଆଦିବାସୀ…