ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ: ବିଜୁ ଏକ୍ସପ୍ରେସୱେରେ ବେଆଇନ ପାର୍କିଂ

ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ବ୍ଲକ୍‌ ଅନ୍ତର୍ଗତ ବୃନ୍ଦାମାଲ କୋଲ୍‌ୟାର୍ଡରୁ ବେପରୁଆ କୋଇଲା ପରିବହନ ଯୋଗୁଁ ବିଜୁ ଏକ୍ସପ୍ରେସୱେ (ରାଜ୍ୟ ରାଜପଥ–୧୦)ରେ ଗମନାଗମନ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ସାହାପଡ଼ାରୁ ଖେରୁଆଲ ଛକ ପର୍ଯ୍ୟନ୍ତ ଶହ ଶହ କୋଇଲା ବୋଝେଇ ଓ ଖାଲି ଭାରୀଯାନ

ବଣାଇଗଡ଼ରେ ଆପୋଲୋ ହସ୍ପିଟାଲ୍ସର ମାଗଣା ସ୍ୱାସ୍ଥ୍ୟ ଶିବିର

୮୦ରୁ ଅଧିକ ଲୋକ ହେଲେ ଉପକୃତ, ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଯୋଗଦାନ ରାଉରକେଲା / ବଣାଇଁ , (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ବୋଣାଇଗଡ଼ର ଶିବଗୌରୀ ବିହାରଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା। ଆଦିତ୍ୟ

ଯାଜପୁରର ସହାୟକ ଡ୍ରଗ୍ସ ନିୟନ୍ତ୍ରକ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ

ହୋଲସେଲ ମେଡିସିନ ଲାଇସେନ୍ସ ପ୍ରଦାନ ପାଇଁ 6,000 ଟଙ୍କା ଲାଞ୍ଚ ନେବା ଅଭିଯୋଗ ଯାଜପୁର: ହୋଲସେଲ ମେଡିସିନ ଲାଇସେନ୍ସ ପ୍ରଦାନ ପାଇଁ ଜଣେ ଆବେଦନକାରୀଙ୍କଠାରୁ 6000 ଟଙ୍କା ଲାଞ୍ଚ ମାଗୁଥିବା ଏବଂ ନେଉଥିବା ସମୟରେ ଆଜି ଅର୍ଥାତ୍ 03.09.2026 ରେ, କିଛି ସମୟ ପୂର୍ବରୁ, ଜଗତସିଂହପୁର

ରାଜ୍ୟରେ ବିଜେପି ସଂଗଠନ ମଜଭୁତ ହେଉଛି: ମନମୋହନ ସାମଲ

 ପୁରୀ, ଗଂଜାମ ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧିଙ୍କ ସମେତ ବିଜେଡି ଓ କଂଗ୍ରେସ ନେତୃବୃନ୍ଦଙ୍କ ବିଜେପିରେ ଯୋଗଦାନ ଗତ ସାଧାରଣ ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ଲଢିଥିବା ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ମନୋଜ କୁମାର ରଥଙ୍କ ବିଜେପିରେ ଯୋଗଦାନ ପୁରୀ ଜିଲ୍ଲାର ନିମାପଡା

ଦିଗଜ୍ୟୋତି ଶିକ୍ଷାବୃତି ପାଇଁ ଆବେଦନ

ଭୁବନେଶ୍ୱର, ସେପ୍ଟେମ୍ବର ୨: ଦିଗଜ୍ୟୋତି ଚାରିଟେବୁଲ ଏଜୁକେସନାଲ ଟ୍ରଷ୍ଟ ତରଫରୁ ବିଗତ ବର୍ଷ ଭଳି ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ, ଯୁକ୍ତ ତିନି ଅଥବା ସ୍ନାତକୋତରର ନିର୍ଦ୍ଧିଷ୍ଟ ବିଭାଗର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଯୋଗ୍ୟ ବିବେଚିତ ମେଧାବୀ ଅନାଥ, ଗରିବ ଓ ଭିନ୍ନକ୍ଷମ

ନୂଆଦିଲ୍ଲୀ କେନ୍ଦ୍ରୀୟ ଜଳ ଶକ୍ତି ସମିଟ୍‌: ଓଡ଼ିଶାର ଜଳ ଭିତ୍ତିଭୂମି ଓ ଜଳସେଚନ ସଫଳତା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

୨ ବର୍ଷରେ ୫୪,୦୦୦ କୋଟିର ଜଳ ଭିତ୍ତିଭୂମି ମଞ୍ଜୁର, ୩.୨ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଶେଷହୋଇଛି ୭୭୦ ନୂଆ ଚେକ୍ ଡ୍ୟାମ୍ ଓ ୯ଟି ISS ପ୍ରକଳ୍ପ କୃଷକଙ୍କ ବିକାଶ ପାଇଁ ଗାଁ ଗାଁରେ ସୋଲାର ଓ ଡିପ୍ ବୋରୱେଲ୍ସ, ଶଶକ୍ତ ହେଉଛନ୍ତି ୪୦,୦୦୦ରୁ ଊର୍ଦ୍ଧ୍ୱ ପାଣି ପଞ୍ଚାୟତ -

ଓଡ଼ଗାଁ କଲେଜରେ ପରିଚାଳନା କମିଟି ଓ ଛାତ୍ର ସଂସଦ ଗଠନ ପାଇଁ ଦାବି ଜଣାଇଲା ଏବିଭିପି,

୧୦ ଦଫା ଦାବି ନେଇ ଅଧ୍ୟକ୍ଷଙ୍କୁ ଦେଲେ ଦାବିପତ୍ର ଓଡ଼ଗାଁ, ୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମହାବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ, ଛାତ୍ର ସଂସଦ ନିର୍ବାଚନ କରାଇବା ସମେତ ୧୦ ଦଫା ଦାବି ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଓଡ଼ଗାଁ

ନବଜୀବନ ଅନାଥାଶ୍ରମ ଅନ୍ତେବାସୀଙ୍କୁ ବିନୋଦ ଜେନାଙ୍କ ଗଣିତ ଓ ବିଜ୍ଞାନ ଶିକ୍ଷାଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ଏ ମଧ୍ୟରେ ନବଜୀବନ ଅନାଥାଶ୍ରମରେ ରହୁଥିବା ଛାତ୍ରୀ ମାନଙ୍କୁ ମାଗଣା ଗଣିତ ଓ ବିଜ୍ଞାନ ଶିକ୍ଷାଦାନ କରିଛନ୍ତି।ନିଜର ପରିଣତ ୭୫ ବର୍ଷରୁ ଉର୍ଦ୍ଧ୍ବରେ ସେ ଏହିଭଳି କାର୍ଯ୍ୟକ୍ରମ

ଚାଲାଣ ହେଉଥିବା ଏକ ଶିଶୁ କୁ ପାରଳାଖେମୁଣ୍ଡି ରେଳ ଷ୍ଟେସନ ରୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରକାଶ ଥାଉକି ନିକଟ ଅତିତରେ ରାଜ୍ୟ ବାହାରୁ (ହାଇଦରାବାଦ) କୁ ଚାଲାଣ ହୋଇଥିବା ୭ ଜଣ ନାବାଳିକାଙ୍କୁ ପୋଲିସ ପ୍ରଶାସନ ଗଜପତି ଦ୍ୱାରା ଉଦ୍ଧାର କରି ଥଇଥାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାକୁ ଶିଶୁ ଚାଲାଣ ମୁକ୍ତ କରିବା

ତନରଡ଼ାରେ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା

ବେଲଗୁଣ୍ଠା, ୨/୯:-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ତନରଡ଼ା ଆର୍ଯ୍ୟକନ୍ୟା ଗୁରୁକୂଳ ପରିସରରେ ୧୪ ଓ ୧୭ ବର୍ଷରୁ କମ୍‌ ବାଳକ-ବାଳିକାଙ୍କୁ ନେଇ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ବିଭିନ୍ନ