Sign in
Sign in
Recover your password.
A password will be e-mailed to you.
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ : - ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ପରିସରରେ ମହାସମାରୋହରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ସମସ୍ତ ବିଭାଗର ଭାଇ-ଭଉଣୀମାନଙ୍କୁ ନେଇ ଏହି ଉତ୍ସବ ଆୟୋଜିତ ହୋଇଥିଲା।ଉତ୍ସବ ଅବସରରେ ଶିଶୁ ବାଟିକା ବିଭାଗର!-->!-->!-->…
କ୍ରୀଡ଼ା ସଂଗଠନରେ ପଦବୀ ସୀମା ନେଇ ନୂଆ ନିୟମ ଚର୍ଚ୍ଚା
ବଲାଙ୍ଗୀର/ନିରୋଜ ମିଶ୍ର: : ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ସମେତ ସ୍ୱୀକୃତିପ୍ରାପ୍ତ ଜାତୀୟ କ୍ରୀଡ଼ା ମହାସଂଘ (NSF)ଗୁଡ଼ିକରେ ପଦାଧିକାରୀଙ୍କ କାର୍ଯ୍ୟକାଳ ଓ ବୟସ ସୀମାକୁ ନେଇ ପ୍ରସ୍ତାବିତ ନିୟମ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ନିୟମ ଅନୁଯାୟୀ, କୌଣସି!-->!-->!-->!-->!-->…
ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, କେନ୍ଦୁଝରଗଡଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ
କେନ୍ଦୁଝର,ତା୪/୯-ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, କେନ୍ଦୁଝରଗଡ ଠାରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ବାସ୍ତୁଶାସ୍ତ୍ରବିତ୍ ଡଃ ଦେବଦତ୍ତ ଷଡଙ୍ଗୀ ଉପସ୍ଥିତ ରହି କୃଷ୍ଣଙ୍କ ବାଲ୍ୟଲୀଳା!-->!-->!-->…
କେନ୍ଦ୍ରରେ ଅଣ ବିଜେପି ସରକାର ଥିଲେ ବିଜେପି ସାଂସଦ ମାନେ ଏହି ଏମଏମଡିଆର ବିଲ୍କୁ ସମର୍ଥନ ଦେଇଥାନ୍ତେ କି ?: ବିଜେଡି
‘ଜାତୀୟ ସ୍ୱାର୍ଥ’ ନାମରେ ଓଡ଼ିଶାକୁ ନିଜ ଖଣିଜ ସମ୍ପଦରୁ ବଞ୍ଚିତ କରି ରାଜ୍ୟର ଜେନ୍ ଜି, ଜେନ୍ ଆଲ୍ଫାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଇ ପାରିବ ନାହିଁ
ଓଡ଼ିଶା ଦେଶ ପାଇଁ ବଳିଦାନ ଦେଇଛି; ଓଡ଼ିଶାର ସାମ୍ୱିଧାନିକ ଅଧିକାରକୁ ଛଡାଇ ନିଆନଯାଉ
ବିପର୍ଯ୍ୟୟର ପ୍ରବଣ ଓଡ଼ିଶା,!-->!-->!-->!-->!-->!-->!-->!-->…
ପୁରୀରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଏବଂ ପଦ୍ମଭୂଷଣ ମା’ ସାଧ୍ୱୀ ଋତମ୍ଭରା ଜୀଙ୍କ ଆଶୀର୍ବାଦ ନେଲେ ସାଂସଦ ଧର୍ମେନ୍ଦ୍ର…
ପୁରୀ,୦୩ ସେପ୍ଟେମ୍ବର ୨୦୨୬ - ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପୁରୀ ଗସ୍ତ ଅବସରରେ ପୁରୀ ଗୋବର୍ଦ୍ଧନ ପୀଠର ପୂଜ୍ୟ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଏବଂ ପରମ ପୂଜନୀୟା ପଦ୍ମଭୂଷଣ ମା’ ସାଧ୍ୱୀ ଋତମ୍ଭରା!-->!-->!-->…
ସୋଆ ଆଇଡିଆଥନ୍-୨୦୨୬: ଅଫ୍ଲାଇନ୍ ପର୍ଯ୍ୟାୟ ଓ ଏସ୍ଆଇଏଚ୍-୨୦୨୬ ପାଇଁ ୫୦ଟି ଛାତ୍ର ଦଳ ମନୋନୀତ
ଭୁବନେଶ୍ୱର, ସେପ୍ଟେମ୍ବର ୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ୍ ଟୁ ବି ୟୁନିଭର୍ସିଟି ପକ୍ଷରୁ ଆୟୋଜିତ ‘ସୋଆ ଆଇଡିଆଥନ୍-୨୦୨୬’ରେ ଅଂଶଗ୍ରହଣ କରିଥିବା ଦଳଗୁଡ଼ିକ ମଧ୍ୟରୁ ଶ୍ରେଷ୍ଠ ୫୦ଟି ଛାତ୍ର ଦଳଙ୍କୁ ଅଫ୍ଲାଇନ୍ ପର୍ଯ୍ୟାୟ ପାଇଁ ମନୋନୀତ କରାଯାଇଛି। ଏହି ଦଳଗୁଡ଼ିକ ଜାତୀୟସ୍ତରୀୟ!-->…
ମାଲକାନଗିରି ମହାବିଦ୍ୟାଳୟରେ ଯୁବ ରେଡକ୍ରସ (YRC) ୟୁନିଟ୍ ପକ୍ଷରୁ ଏଚ୍.ଆଇ.ଭି ଏବଂ ଏଡସ୍ ସଚେତନତା ସଭା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:ମାଲକାନଗିରି ମହାବିଦ୍ୟାଳୟରେ ଯୁବ ରେଡକ୍ରସ (YRC) ୟୁନିଟ୍ ପକ୍ଷରୁ କେମ୍ପସ ପରିସରରେ ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଏଚ୍.ଆଇ.ଭି ଏବଂ ଏଡସ୍ (HIV/AIDS) ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜର ମାନ୍ୟବର!-->…
ବଲାଙ୍ଗୀର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ
ସହରବାସୀଙ୍କ ସହଯୋଗକୁ ଶ୍ରେୟ ଦେଲେ ପୌରପରିଷଦ ଅଧ୍ୟକ୍ଷା
ବଲାଙ୍ଗୀର: ବଲାଙ୍ଗୀର ପୌରପରିଷଦକୁ ରାଜ୍ୟସ୍ତରୀୟ ପୁରସ୍କାର ମିଳିବା ପରେ ବଲାଙ୍ଗୀର ସହରରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।ଏହି ସଫଳତା ଅବସରରେ ପୌରପରିଷଦ ପକ୍ଷରୁ ଏକ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ସମାରୋହରେ ମୁଖ୍ୟ!-->!-->!-->…
ସମନ୍ୱିତ କୃଷି ପଦ୍ଧତି ଦକ୍ଷତା ତାଲିମ ଶିବିର,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଗ୍ରାଧିକାର
,ଓଡ଼ଗାଁ, ୩।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁବାର ସମନ୍ୱିତ କୃଷି ପଦ୍ଧତି ଉପରେ ଏକ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଣ୍ଠପୁର ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ୨୦ ଜଣ ମହିଳା ଏଥିରେ!-->…
ଓଡ଼ଗାଁ କଲେଜ ପାଚେରୀରେ ଏବିଭିପି ବିଜ୍ଞାପନକୁ ବିରୋଧ
୧୦ ଦିନ ମଧ୍ୟରେ ନ ହଟିଲେ ଧାରଣା ଦେବେ ଛାତ୍ରଛାତ୍ରୀ,
ଓଡ଼ଗାଁ, ୩।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟର ପାଚେରୀ କାନ୍ଥରେ ବିନା ଅନୁମତିରେ ଲେଖାଯାଇଥିବା ଏବିଭିପିର ବିଜ୍ଞାପନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ!-->!-->!-->…