Sign in
Sign in
Recover your password.
A password will be e-mailed to you.
Browsing Category
କଳା ସାହିତ୍ୟ ସଂସ୍କୃତି
ଧଉରାମୁଣ୍ଡାରେ ଷୋହଳ ପ୍ରହରି ବିଶ୍ୱଶାନ୍ତି ହରି ଯଜ୍ଞ
ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଧଉରାମୁଣ୍ଡା ଜଗନ୍ନାଥ ମନ୍ଦିର ପରିସରରେ ଷୋହଲ ପ୍ରହରି ବିଶ୍ୱଶାନ୍ତ ହରି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୋମବାର ସକାଳେ ପଣ୍ଡିତ ବିଜୟ କୁମାର ହୋତା ଓ ଖୁସିରାମ ତ୍ରିପାଠିଙ୍କ ମନ୍ତେ୍ରାଚାରଣ ଏବଂ ଶଙ୍ଖ, ଘଂଟ, ମୃଦଙ୍ଗ, ହରିବୋଲ,…
ଆମ ବିଦ୍ୟାଳୟ ଏକ ସାଧନା ପୁସ୍ତକ ଉନ୍ମୋଚିତ
ବୌଦ୍ଧ(ସୁମନ ନାଏକ) ; ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୁରୁବୁଡା ସ୍ଥିତ ବାବା ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋମବାର ପୁଜ୍ୟ ଗୁରୁ ତଥା ଅଂଚଳର ବରିଷ୍ଠ ଶିକ୍ଷାବିତ ରଘୁନାଥ ଦେହୁରୀଙ୍କ ସଭାପତିତ୍ୱରେ ଏକ ସଂମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ବର୍ଷିୟାନ ଶିକ୍ଷକ ତଥା…
ରଙ୍ଗଣୀପାଟଣା ଗ୍ରାମରେ ୯କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ
କଳସ ଯାତ୍ରାରେ ଭାଗନେଲେ ୫ଶହ ମହିଳା
ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଗାୟତ୍ରୀ ମନ୍ତ୍ର ଜପ ଓ ଯଜ୍ଞମୟ ଜିବନ ଯାପନ ଦ୍ୱାରା ମନୁଷ୍ୟର ଅନ୍ତଃ କରଣରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟ ନେଇ ଗାୟତ୍ରୀ ପରିବାର ଟ୍ରଷ୍ଟ ଓଡଗାଁ ତରଫରୁ ସ୍ଥାନୀୟ ରଙ୍ଗଣିପାଟଣା ଗ୍ରାମରେ ୯ କୁଣ୍ଡୀୟ…
ଏକ ଦିବସୀୟ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ
ଗାଇସିଲେଟ/ କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତସ୍ଥ ଖୁଣ୍ଟପାଲି ଗ୍ରାମରେ ଏକ ଦିବସୀୟ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲାର ପଶ୍ଚିମ ଓଡିଶାର ସୁନାମଧନ୍ଯ ଗାୟିକା ସୁଶ୍ରୀ ବନ୍ଦିତା…
ବୈଶାଖ ମେଲାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ।
ବରଗଡ଼/ ପାଇକମାଳ(ଶାସକ ପ୍ରଶାସକ) ପଶ୍ଚିମ ଓଡିଶାର ନୃସିଂହନାଥ ପୀଠରେ ମହାଆଡମ୍ବରରେ ପାଲିତ ହୋଇଯାଇଛି ମାର୍ଜ୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଲା । ବୈଶାଖ ଶୁକ୍ଲ ପକ୍ଷ ଚତୁର୍ଦଶୀ ବା ନୃସିଂହ ଚତୁର୍ଦ୍ଦଶୀ ଦିନ ପ୍ରାୟ ୪ଲକ୍ଷରୁ ଉର୍ଧ୍ଵ…
ପ୍ରାଚିନ ବୌଦ୍ଧ ପୀଠରେ ବୁଦ୍ଧ ଜୟନ୍ତୀ ମହୋତ୍ସବ ।
ପଦ୍ମପୁର(ଶାସକ ପ୍ରଶାସକ) - ଚତୁର୍ଥ ଶତାଦ୍ଦୀ ପ୍ରାଚିନ ମୁଚଳିନ୍ଦ ବୌଦ୍ଧ ବିହାର ରେ ବୌଦ୍ଧପୁର୍ଣ୍ଣିମାଁ ପାଳିତ ହୋଇଯାଇଛି। ଶନିବାର ବୌଦ୍ଧ ପୁର୍ଣ୍ଣିମା ଉପଲକ୍ଷେ ପଶ୍ଚିମ ଓଡିଶା ପ୍ରସିଦ୍ଧ ବୌଦ୍ଧ ପୀଠ ବରଗଡ ଜିଲ୍ଲା ଗନିଆଁପାଲି ଠାରେ ବୁଦ୍ଧ ଜୟନ୍ତି ମହୋତ୍ସବ ପାଳନ ହୋଇଛି ।…
ଶ୍ରୀ ରଘୁନାଥ ମନ୍ଦିରରେ ସୀତା ନବମୀ ପାଳିତ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ବୈଶାଖ ଶୁକ୍ଲପକ୍ଷ ନବମୀ ତିଥିରେ ଓଡଗାଁ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିରରେ ସୀତାଙ୍କ ଜନ୍ମ ନୀତି ବିଧି ବିଧାନ ପୂର୍ବକ ପାଳିତ ହୋଇଯାଇଛି । ଦୈନନ୍ଦିନ ନୀତି ସହ ଖେଚୁଡି ଧୂପ ପରେ ଦିନ ୧୧ଟାରେ ସୀତାଙ୍କ ଜନ୍ମ କର୍ମାଙ୍ଗ ଆରମ୍ଭ ହୋଇଥିଲା । ଶ୍ରୀଜିଉଙ୍କ…
ସତ୍ୟସାଇ ବିଦ୍ୟା ବିହାରର ୨୬ତମ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ସତ୍ୟସାଇ ବିଦ୍ୟା ବିହାର ବିଦ୍ୟାଳୟ ୨୬ତମ ବାର୍ଷିକ ଉତ୍ସବ ମହାଆଡମ୍ୱରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଆର. ସୌମ୍ୟାଲୁଙ୍କ ଅଧ୍ୟକ୍ଷତାରେ ସତ୍ୟସାଇ ସେବା ସଂସ୍ଥାର ରାଜ୍ୟ ସଭାପତି ନାରାୟଣ…
ଶ୍ୟାମ ସୁନ୍ଦର ସ୍ମୃତି ସମାରୋହ ୨୦୧୯ : ଜାତୀୟ ସ୍ତରର କଳାକାର ମାନଙ୍କ ଦ୍ୱାରା ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମରେ ଶ୍ୟାମ ସୁନ୍ଦର ସ୍ମୃତି ସମାରୋହ ୨୦୧୯ ଜାତୀୟ ସ୍ତରର କଳାକାରମାନଙ୍କ ଦ୍ୱାରା ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଚରତି ଶିକ୍ଷା ଓ ସାଂସ୍କୃତିକ ସଦନ…
ସରିଲା ରାଜେମା ଠାକୁରାଣୀଙ୍କ ଘଟଯାତ୍ରା
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ବ୍ଲକ ସିଦ୍ଧାମଡଙ୍ଗ ପଞ୍ଚାୟତର ଗୁନଭଦ୍ରା ଗ୍ରାମ ଠାରେ ମାଁ ରାଜେମା ଠାକୁରାଣୀଙ୍କ ଏକ ସପ୍ତାହ ଧରି ଚାଲିଥିବା ଘଟପର୍ବ ଉଦ୍ଯାପିତ ହୋଇଯାଇଛି ।ଉଦ୍ଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ…