Browsing Category

ଅଘଟଣ

ସାମ୍ବାଦିକଙ୍କ ମାତୃ ବିୟୋଗ

ବେଲଗୁଣ୍ଠା,୨୬/୦୮, -(ଶିବରାମ ଚୌଧୁରୀ )-ଦୈନିକ ଖବର କାଗଜ ଧରିତ୍ରୀର ବେଲଗୁଣ୍ଠା ବ୍ଳକ୍ ପ୍ରତିନିଧି ତଥା ବେଳଗୁଣ୍ଠା ପ୍ରେସକ୍ଲବ୍ ସଦସ୍ୟ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ମାଆ ସୁଦେଷ୍ଣା ପଟ୍ଟନାୟକ ୬୨ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ସେ କିଛି ଦିନ ହେବ ମସ୍ତିଷ୍କ ଜନିତ…

ଅବକାରୀ ବିଭାଗ ପଞ୍ଝାରେ ୨ ନିଶାବେପାରୀ

୬୦ ଗ୍ରାମର ହେରୋଇନ ସହ ୧୦ ହଜାର ଟଙ୍କା ଓ ୨ କେଜି ୨୦୦ ଗ୍ରାମର ଗଞ୍ଜେଇ ଜବତ। ଜଗତସିଂହପୁର: ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ ଚାଲିଥିବାବେଳେ ୨୫ ତାରିଖ ମଙ୍ଗଳବାର ଦିନ ପାରାଦ୍ବୀପ ଏବଂ ବିରିଡି ଥାନା ଅଞ୍ଚଳରେ ଚଢାଉ କରି ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି…

ବେଆଇନ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ: ୬୮ କେଜି ଗଞ୍ଜେଇ ଜବତ, ୨ ଗିରଫ, ଦୁଇ କାର୍ ଜବତ

ବେଲଗୁଣ୍ଠା, ୨୫/୦୮:(ଶିବରାମ ଚୌଧୁରୀ )-ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ବୁଗୁଡ଼ା ଅବକାରୀ ବିଭାଗ ପକ୍ଷରୁ ବେଲଗୁଣ୍ଠା ନିକଟ ଗୋଶାଳା ଛକଠାରେ ଚଢ଼ାଉ କରାଯାଇ ୬୮ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଗଞ୍ଜେଇ ଚାଲାଣ ହେଉଥିବା ଦୁଇଟି କାର କୁ ଜବତ କରିବା ସହ ଦୁଇ…

ଅସଦାଚରଣ କରି ଲହୁଲୁହାଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ସମାଜରେ ମହିଳାଙ୍କ ପ୍ରତି ବିଭିନ୍ନ ପ୍ରକାରର ଅତ୍ୟାଚାର ଦେଖିବାକୁ ମିଳୁଛି। ସେହି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଗଜପତି ଜିଲ୍ଲା ନ୍ୟାୟାଳୟରୁ ଆସିଛି; ଯେଉଁଥିରେ ମାନ୍ୟବର ଗଜପତି ଜିଲ୍ଲା ଓ ଦୌରା ଜଜ୍ ଜଗଦୀଶ ପ୍ରସାଦ ମହାନ୍ତି…

କାର ଧକ୍କାରେ ଛାତ୍ରୀ ଗୁରୁତର

ଓଡ଼ଗାଁ, ୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍‌ଏସି ବ୍ଲକ ରୋଡ୍‌ରେ ଅଜଣା କାର ଧକ୍କାରେ ଜଣେ କଲେଜ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରୀ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ନିକଟ ଗନ୍ଧବାରଣ ଗ୍ରାମ ଯୋଗେନ୍ଦ୍ର ସାହୁଙ୍କ ଝିଅ ସୁନିତା ସାହୁ…

ନୀଳଗିରି ଅବକାରୀ ବିଭାଗର ଚଢାଉ, ୧୮୦ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ସହ ମହିଳା ଗିରଫ।

ନୀଳଗିରି, ୨୪/୮: ନୀଳଗିରୀ ଅବକାରୀ ବିଭାଗ ନୀଳଗିରି ଉପଖଣ୍ଡର ଦକ୍ଷିଣ ନରସିଂହପୁର ଗ୍ରାମରେ ଚଢାଉ କରି ଜଣେ ମହିଳାଙ୍କ ନିକଟରୁ ୧୮୦ଗ୍ରାମ୍ ବ୍ରାଉନ ସୁଗାରର ଜବତ କରିବା ସହ ମହିଳାକୁ ଗିରଫ କରିଛନ୍ତି। ଗିରଫ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ନରେନ୍ଦ୍ର ମଲ୍ଲିକ ର ସ୍ତ୍ରୀ ମିନତି ମଲ୍ଲିକ୍…

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ

ଗାଙ୍ଗପୁର ଥାନା ଅଞ୍ଚଳର ନାହାଡ଼ା ଗ୍ରାମରେ ଚାଞ୍ଚଲ୍ୟ — ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ ବେଲଗୁଣ୍ଠା,୨୩/୦୮,-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଥାନା ଅଞ୍ଚଳର ନାହାଡ଼ା ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବତୀଙ୍କୁ ଛୁରାମାଡ଼…

ଅବକାରୀ ବିଭାଗର ସଫଳତା: ୨ ବାଇକ୍ ସହ ବ୍ରାଉନସୁଗାର ଓ ବିଦେଶୀମଦ ଜବତ।

ବାଲିକୁଦା: ବାଲିକୁଦା ଥାନା ଅନ୍ତର୍ଗତ ଭାରିଗଡ ଗ୍ରାମର ବାଲିଯାତ୍ରା ପଡିଆ ନିକଟରେ ଥିବା ଗଣେଷ ମନ୍ଦିର ସମ୍ମୁଖରୁ ଜଣେ ନିଶା ମାଫିଆଙ୍କୁ କାବୁ କରିଛି ବାଲିକୁଦା ଅବକାରୀ ଥାନା। ଯାଞ୍ଚ ପରେ ତାଙ୍କ ପାଖରୁ ୮୦ ଗ୍ରାମର ହେରୋଇନ୍ ଏବଂ ନିଶା ବେପାରରେ ବ୍ୟବହାର ହେଉଥିବା ହିରୋ ଗ୍ଲାମର ମୋଟର…

ଡିମିରିପଲ୍ଲୀରେ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ: ୭ ଗିରଫ, ୫୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଓ ବାଇକ୍ ଜବତ

ବେଲଗୁଣ୍ଠା-୨୧/୮--(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ଗଙ୍ଗାପୁର ଥାନା ଅନ୍ତର୍ଗତ ଡିମିରିପଲ୍ଲୀ ହରିଜନ ସାହି ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଗତ ୨୦ ତାରିଖ ସନ୍ଧ୍ୟାରେ…

ଦେଶୀ ମଦ ଜବତ, ୦୨ ଗିରଫ ।

ବାଲେଶ୍ୱର: ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଷ୍ଟେସନ ବଜାର, ବଣା ଓ ରାମ୍ପୋ…