Browsing Category

ଅଘଟଣ

ନିଆଁରେ ପୋଡି ବଧୂହତ୍ୟା ଅଭିଯୋଗ: ସ୍ବାମୀ, ଶ୍ବଶୁର, ଶାଶୁ ଓ ଦିଅର ଥାନାରେ ଅଟକ ।

ପଦ୍ମପୁର (ଶାସକ ପ୍ରଶାସକ)-ବରଗଡ଼ ଜିଲା ପଦ୍ମପୁର ଥାନା ଅଧିନସ୍ଥ ସିଂହନପୁର ଗ୍ରାମରେ ଜଣେ ବିବାହିତ ମହିଳାଙ୍କୁ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରେ ମୃତ ମହିଳାଙ୍କ ସ୍ଵାମୀ, ଶାଶୁ, ଶ୍ୱଶୂର ଓ ଦିଅରଙ୍କୁ ଅଟକ ରଖିଛି ପଦ୍ମପୁର ପୋଲିସ । ବୁଡ଼େନ ଥାନା ଅଧିନସ୍ଥ…

ଛେଳି ଉଦ୍ଧାର କରିବାକୁ ଯାଇ ନିଜେ ଫସିଗଲେ 

ବାରିପଦା(ଦିଲ୍ଲୀପ ମହାନ୍ତି) : କୂଅରେ ଗଲିପଡ଼ିଥିବା ଏକ ଛେଳିକୁ ଉଦ୍ଧାର କରିବାକୁ ଯାଇ ଫସିଲେ ଯୁବକ। ଗଭୀର କୂଅରୁ ବାହାରି ନପାରିବା ଫଳରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହେଲେ। ଏପରି ଘଟଣା ଘଟିଛି ବାରିପଦା ଟାଉନଥାନା ଅନ୍ତର୍ଗତ ଓ୍ବାର୍ଡ ନମ୍ବର ୧୮, ଯମୁନାଦେଇପୁର…

ଝାରବନ୍ଧ ପୋଲିସ କୁ ବଡ଼ ଧରଣର ସଫଳତା 

ଉଦ୍ଧାର ହେଲେ ଅପହୃତ ସ୍ୱାମୀ ସ୍ତ୍ରୀ , ଛଅ ଅଭିଯୁକ୍ତ ଗିରଫ ବରଗଡ :- ବରଗଡ଼ ଜିଲ୍ଲା ର ଝାରବନ୍ଧ ବ୍ଲକ ଗତ କିଛିଦିନ ଧରି ଗଣମାଧ୍ୟମରେ ଚର୍ଚ୍ଚା ରେ ରହି ଆସୁଛି । କେତେବେଳେ ତହସିଲଦାର ଙ୍କର ଲାଞ୍ଚ କାରବାର ତ କେତେବେଳେ ବ୍ଲକରେ ହେଉଥିବା ବିଭିନ୍ନ ଘଟଣା । ଆଜି କିନ୍ତୁ ଝାରବନ୍ଧ ପୋଲିସର…

100 ଲିଟର ଦେଶୀମଦ ଜବତ : ସ୍କୁଟି ସହ ଦୁଇ ଗିରଫ।  

ଭଦ୍ରକ ବ୍ଲକ୍ ,(ସୀତାକାନ୍ତ ପାଢ଼ୀ ):ପ୍ରତେକ ଦିନକୁ ଦିନ ଚୋରାମଦ ବିକ୍ରି ହେବାର ଲାଗିଛି |ଆଜି ଭଦ୍ରକ ଜିଲ୍ଲା ଅବକାରୀ  ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସଙ୍କ ନିର୍ଦେଶ କ୍ରମେ ଏକ ଅବକାରୀ ଟିମ ଆଜି ସକାଳେ 11 ଘଟିକା ସମୟରେ…

ଭଦ୍ରକ ଧୁସୁରି ଅଞ୍ଚଳରେ ଚୋରା କୋଇଲା ଚାଲାଣ ମାମଲା ; କୋଇଲା ମାଫିଆ ସମେତ ୩ ଗିରଫ  

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) ; ଭଦ୍ରକ ଜିଲ୍ଲାରେ ପୁଣି କୋଇଲା ମାଫିଆ ସକ୍ରିୟ ହେଲେଣି । ପୁରୁଣା ଚେର ପୁଣି ଲମ୍ବିବାକୁ ଲାଗିଲାଣି । ଏବେ ଖୋଲମଖୁଲା ଚାଲାଣ ହେଉଛି ଚୋରା କୋଇଲା । ଏପଟେ ପୋଲିସର ଇଙ୍ଗିତ ରେ ପୁଣି କୋଇଲା ବେପାର ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହି ମାଫିଆ…

ବାଇକ୍ ଚୋର ଗିରଫ

ପଦ୍ମପୁର(ଶାସକପ୍ରଶାସକ) - ଗୋଟିଏ ବାଇକ୍ ଚୋର କୁ ଧରିବାରେ ଝାରବନ୍ଧ ପୋଲିସ ସଫଳ ହୋଇଛି ଏବଂ ବାଇକ୍ ଜବତ କରିବା ସହିତ ଦୁଇଜଣ ଚୋର କୁ କୋର୍ଟ ଚାଲାଣ କରାଯାଇଛି। ଝାରବନ୍ଧ ଥାନା ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ପ୍ରଧାନ ଙ୍କ ସୂଚନା ଅନୁସାରେ ବଣ୍ଡା ମୁଣ୍ଡା ଗ୍ରାମ ର ଅଶୋକ ପଟେଲ ନାମକ…

ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ମାଆ-ପୁଅ

ରେଢ଼ାଖୋଲ: ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ମାଆଙ୍କୁ ବଞ୍ଚାଇବାକୁ ଆସିଥିଲେ ଭିନ୍ନକ୍ଷମ ପୁଅ। ସମ୍ଭବ ହେଲା ନାହିଁ। ଦୁହେଁ ହାତ ଧରାଧରି ହୋଇ ଚାଲିଗଲେ। ଆଜି ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ବ୍ଲକ ଅଞ୍ଚଳରେ। ଆଜି ସନ୍ଧ୍ୟା ବେଳେ ରେଢ଼ାଖୋଲ ବ୍ଲକ ବାରବାଙ୍କ ଗାଁ ଯଶୋଦା…

କକାକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପୁତୁରା

ମୁଖ୍ୟ ଅଭିଯୁକ୍ତ ଫେରାର , ହତ୍ୟାରେ ସଂପୃକ୍ତ ଅନ୍ୟ ସଦସ୍ୟଙ୍କୁ ଥାନାରେ ଅଟକ  ରେଢ଼ାଖୋଲ (ଶାସକ ପ୍ରଶାସକ): ଗାଁ ଦାଣ୍ଡରେ କକାକୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆ ଓ ଠେଙ୍ଗାରେ ହାଣିଲା ପୁତୁରା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଘଟଣା ଘଟିଛି ରେଢ଼ାଖୋଲ ଥାନା ଅନ୍ତର୍ଗତ ତଣ୍ଡାବିରା ଗାଁରେ। ଜମି…

ବଜ୍ରପାତ ରେ କପାଚାଷୀ ମୃତ

ବରଗଡ :-ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ବିଲାସପୁର ଗ୍ରାମର ହଳଧର ବାଗ (୩୦) ନିଜ କ୍ଷେତରେ କପା ଚାଷ କରିଥିଲେ  । ଆଜି ଅନ୍ୟ ଚାଷୀମାନଂକ ସହ କ୍ଷେତକୁ ଯାଇଥିଲେ  ନିଜ ଫସଲର ଦେଖାଶୁଣା କରିବା ପାଇଁ । ଆଜି ସନ୍ଧ୍ୟା ସମୟରେ ପ୍ରବଳ ବର୍ଷା ହେବା ସହିତ  ବିଜୁଳି ମାରିବାରୁ ହଳଧର ବିଲ ପାଖରେ ଥିବା…

ବଜ୍ରପାତ ରେ ଚାରି ବଳଦ ମୃତ

ବରଗଡ ;- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଶାଖାଡୁଙ୍ଗୁରି ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ବଜ୍ରପାତ ରେ ଚାରିଗୋଟି ବଳଦର ମୃତ୍ୟୁ ହୋଇଯାଇଥିବା ଜଣା ପଡ଼ିଛି । ହସ୍ତଗତ ହୋଇଥିବା ସୂଚନା ମୁତାବକ ସେହି ଗ୍ରାମର କ୍ଷୀର ସାଗର ବାଗ ଙ୍କର ଗୋଟିଏ ଓ ଜଗଦୀଶ ବାଗ ଙ୍କର ତିନିଗୋଟି ବଳଦ…