Browsing Category

ଅଘଟଣ

ବେଆଇନ ଗୋରୁବୋଝେଇ କଣ୍ଟେନର ଜବତ, ଘଟଣା ସ୍ଥଳରୁ ବେପାରୀ ଫେରାର

ରଣପୁର / ପ୍ରସନ୍ନ ସାମନ୍ତରାୟ: ବେଆଇନ ଗୋରୁବୋଝେଇ କଣ୍ଟେନର ଜବତ, ଘଟଣା ସ୍ଥଳରୁ ବେପାରୀ ମାନେ ଫେରାର l ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜ଼ିଲ୍ଲା ରଣପୁର ଅଂଚଳରେ l ସୂଚନା ଅନୁସାରେ ଗତକାଲି ମଧ୍ୟ୍ୟରାତ୍ରିରେ ରଣପୁରର ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଁ ରଣପୁର ବଜରଙ୍ଗୀ ଦଳର…

ବିପୁଳ ପରିମାଣରେ ଗଞ୍ଜେଇ ଜବତ: ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନଗଦ ସହିତ ଦୁଇ ଗିରଫ

ଗୋଟେ କାର ଓ ଚାରିଗୋଟି ମୋବାଇଲ ଜବତ ବରଗଡ଼ :- ପାଇକମାଲ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଟେ କାର କୁ ଅଟକାଇ ତଲାସୀ ନେବା ସମୟରେ କାର ଡ଼ିକି ରେ ବିପୁଳ ପରିମାଣରେ ଗଂଜେଇ ଥିବା ଜାଣିବାକୁ ପାଇଥଲା । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର…

ଚକମା ଦେଇଚାଲିଥିଲା ରଞ୍ଜିତ : ଶେଷରେ କାବୁ କରି ଜେଲ ପଠାଇଲା ରଣପୁର ପୋଲିସ

ରଣପୁର( ପ୍ରସନ୍ନ ସାମନ୍ତରାୟ) : ନୟାଗଡ ଜିଲ୍ଲା ରଣପୁର ପୋଲିସ ବୁଧବାର ବହୁ ଅପରାଧ ରେ ଜଡିତ ଥିବା ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି | ଗିରଫ ଯୁବକ ଙ୍କ ନାମ ରଞ୍ଜିତ ନାୟକ ହୋଇଥିବା ବେଳେ ତାର ଘର ରଣପୁର ଥାନା ଅନ୍ତ୍ରଗତ ସନାଗଡ଼ ଗ୍ରାମରେ ବୋଲି ଜଣାପଡିଛି | ତେବେ ଗିରଫ ରଞ୍ଜିତ…

ଧାନ କିଆରୀରେ ନର କଙ୍କାଳ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଧାନ ବିଲରେ ପଡିଛି ନରକଙ୍କାଳ।ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୋତାନଇ ପଞ୍ଚାୟତ ବାଇଳୋ ଗ୍ରାମ ନିକଟସ୍ଥ ଧାନ ବିଲରେ ଦେଖିବାକୁ ମିଳିଛି ନରକଙ୍କାଳ।ତିନି ଚାରି ମାସ ତଳର ମୃତଦେହ ହୋଇଥିବା ଅନୁମାନ କରାଯାଉଛି।ନରକଙ୍କାଳଟି ମାଟିରେ ମିଶି…

କୂଅରେ ପଡି ବୃଦ୍ଧଙ୍କ ମୃତ୍ୟୁ

ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)--ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡ଼ସ୍ଥିତ ଜଣେ ବୃଦ୍ଧ ବ୍ୟକ୍ତି କୂପରେ ପଡ଼ି ମୃତୁ ବରଣ କରିଥିବାର ଅଭିଯୋଗ ହୋଇଛି l ଖବର ମୁତାବକ ଚିଲିକା ରୋଡସ୍ଥିତ ପାତ୍ର ଲଜ ନିକଟରେ ବାସ କରୁଥିବା ପ୍ରଶାନ୍ତ ପାତ୍ର ନାମକ ଜଣେ ୬୨…

ନିଜ ବନ୍ଧୁକରୁ ଗୁଳି ମାରି ଆତ୍ମହତ୍ୟା କଲେ ଯବାନ

କୋମନା/ଭାଗିରଥି ଭୋଇ: ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳରେ ।ସୂଚନାନୁସାରେ, କୋମନା ଥାନା ଅଞ୍ଚଳରେ ଥିବା ବରକୋଟରେ ରହିଛି ଏକ ସିଆରପିଏଫ କ୍ୟାମ୍ପ । ଏଠାରେ ସୋମବାର…

ବ୍ରାଉନ ସୁଗର ଜବତ;୩ ଗିରଫ

ପୁରୀ/ଅନିମେଶ ପଟ୍ଟନାୟକ : ସହରରେ ବଢି ଚାଲିଛି ବ୍ରାଉନ ସୁଗାର କାରବାର । ସମୁଦ୍ରକୂଳ ଥାନା ଅନ୍ତର୍ଗତ ଦିଗବାରେଣି ଛକରେ ପୋଲିସ ଅତର୍କିତ୍ତ ଚଢ଼ାଉ କରି ୫୫ଗ୍ରାମ ବ୍ରାଉନ ସୁଗର ଜବତ କରିଛି । ଏଥି ସହିତ ସମ୍ପୃକ୍ତ ସ୍ଥାନୀୟ ତିନିଜଣ ଯୁବକ ଙ୍କୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ମାନେ ହେଲେ…

ଆରପାରିରେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ଶାନ୍ତି ଦେବୀ

ଗୁଣୁପୁର (ସନ୍ତୋଷ ଚୌଧୁରୀ) : ଆଉ ନାହାନ୍ତି ବିଶିଷ୍ଟ ସର୍ବୋଦୟ ନେତ୍ରୀ, ଗାନ୍ଧୀବାଦୀ, ପଦ୍ମଶ୍ରୀ ସମ୍ମାନରେ ବିଭୂଷିତା ଶାନ୍ତି ଦେବୀ | ଗୁଣୁପୁର ସ୍ଥିତ ସେବାସମାଜ ଠାରେ ଗତକାଲି ରାତି ୧ଟା ସମୟରେ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି | ତାଙ୍କୁ ୮୮ବର୍ଷ ହୋଇଥିଲା | ବିଳମ୍ବିତ ରାତ୍ରିରେ…

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭଞ୍ଜନଗର/ ନିଲୁ ବିଶୋଇ : ତାରସିଂ ଥାନା ଅଧୀନ ଗେରେଡା ଗ୍ରାମର ତୋଳିଆ ପଥର ପାହାଡ଼ ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣଙ୍କ ହେଲେ ହାଡୁ ଗୌଡ଼ ଙ୍କ ପୁଅ ଚିନୁ ଗୌଡ଼ (୨୨) । ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ଙ୍କ ସୂଚନା ପ୍ରକାରେ, ଚିନୁ ଗତ…

ଲକ୍ଷାଧିକ ମୂଲ୍ୟର ଶାଗୁଆନ କାଠ ଚୋରା ଚାଲାଣ ବେଲେ ଧରିଲା ବନ ବିଭାଗ ।

ଟ୍ରାକ୍ଟର ଡ୍ରାଇଭର ଗିରଫ, କାଠ ମାଫିଆ ଫେରାର : ସନ୍ଦେହ ଘେରରେ ବନବିଭାଗର କାମ । ପଦ୍ମପୁର(ଶାସକପ୍ରଶାସକ)- ଲକ୍ଷାଧିକ ଟଙ୍କା ମୂଲ୍ୟର ସାଗୁଆନ କାଠ ଚୋରା ଚାଲାଣ ବେଲେ ଧରିଲା ବନ ବିଭାଗ । ପଦ୍ମପୁର ରେଂଜ ଅଧିନସ୍ଥ ଖଇରପାଲି ଛକ ନିକଟରେ ସିଜି ୦୪ ଡିଟି ୩୭୯୨ ନମ୍ବରର ଏକ ଟ୍ରାକ୍ଟରରେ…