Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଭାରସାମ୍ୟ ହରାଇ ଓଲଟିଲା ପିକଅପ, ୧୫ ଶ୍ରମିକ ଆହତ
ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଏକ ପିକଅପ ଭ୍ୟାନ(ଓଡ଼ି୦୩ଆର୍୧୦୩୭) ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ପିକଅପଟି ବରପାଲିରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପଟକୁ ଯାଉଥିଲା । ତେବେ ଧାଙ୍ଗେରପାଲି ବୁଲାଣିରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା। ଫଳରେ ଗାଡ଼ିରେ ବସିଥିବା…
ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ବାସିନ୍ଦା ରାସବିହାରୀ ଭୋଇଙ୍କ ଶୁକ୍ରବାର ରାତ୍ରରେ ନିଧନ ହୋଇଯାଇଛି । ମୃତ୍ୟୁ ବେଳକୁ ସେ ୮୬ ବର୍ଷରେ ପଦାର୍ପଣ କରିଥିଲେ । ସେ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ ତଥା ପରୋପକାରୀ ବ୍ୟକ୍ତି ଭାବେ ଅଂଚଳରେ ବେଶ ଜଣାଶୁଣା ଥିଲେ । ସେ ତାଙ୍କ ଜୀବତାବସ୍ଥାରେ…
ପୁଅକୁ ଅପହରଣ କଲେ ଝିଅର ପରିବାର ଲୋକେ
ଖୋର୍ଦ୍ଧା (ସେକ୍ କୌସର ):ସୂଚନା ଅନୁଯାୟୀ ବାଲିପାଟଣା ଥାନା ଅଞ୍ଚଳର ଜଣେ ଯୁବକ ଓ ଯୁବତୀଙ୍କ ପ୍ରେମ ସମ୍ପକ ଗଢି ଉଠିଥିଲା ଭଲ ପାଇବାର କିଛିଦିନ ମଧ୍ୟରେ ଦୁହେଁ କୋର୍ଟ ମ୍ୟାରେଜ୍ କରିଥିଲେ ମାତ୍ର ସେତେବେଳେ ଝିଅ ଘର ପରିବାର ଦୁହେଁ ମ୍ୟାରେଜ୍ କରିବାର ଜାଣିନଥିଲେ ପରେ ଯେତେବେଳେ ଝିଅ ଘର…
ସାପ କାମୁଡା ରେ ମହିଳାଙ୍କ ମୃତ୍ୟୁ
ଜୁନାଗଡ଼(ଆଦିତ୍ୟ ମହାନ୍ତି )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଶର ଗ୍ରାମର ଜଣେ ମହିଳା ନାଗସାପ ସାପ କାମୁଡା ରୁ ମୃତ୍ୟୁ ହୋଇଛି । ଚିଙ୍ଗୁଡ଼ିଶର ଗ୍ରାମର ପରମାନନ୍ଦ ବିଶ୍ବାଳଙ୍କ ସ୍ତ୍ରୀ ବାସନ୍ତୀ ବିଶ୍ବାଳ ସନ୍ଧ୍ୟା ୬.୩୦ ସମୟରେ ଶୌଚସାରି ଫେରୁଥିବା ବେଳେ ଅନ୍ଧାରରେ…
ମାତିଛନ୍ତି ଅଭଦ୍ର ରୋଡ ରୋମିଓ , ବଢୁଛି ଦୌରାତ୍ମ୍ୟ
ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା : ଦୁଇ ଗିରଫ !!!
ଖୋର୍ଦ୍ଧ (ସେକ୍ କୌସର ):ବାଣପୁର ବଜାର ମଧ୍ୟରେ ଏକାଧିକ କୋଚିଙ୍ଗ ସେଣ୍ଟର ଥିବାରୁ ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏଠାରେ ଟ୍ୟୁସନ ପାଇଁ ଆସନ୍ତି l ତେବେ ରାତ୍ର ଆଠ ଘଣ୍ଟିକା ରୁ ନଅ ଘଣ୍ଟିକା ମଧ୍ୟରେ ସମସ୍ତ…
ସଡକ ଦୁର୍ଘଟଣା ରେ ଜଣେ ମୃତ ଦୁଇଜଣ ଗୁରୁତର
ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ର କେନ୍ଦୁ ପାଟି ଗ୍ରାମର ତିନି ଜଣ ଯୁବକ ଏକ ମୋଟର ସାଇକେଲ ଯୋଗେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ କୁ କୌଣସି କାମରେ ଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ନିକଟସ୍ଥ ଦନ୍ଦ୍ରା ଗ୍ରାମ ପାଖରେ ଏକ ଅଜଣା ଟ୍ରକ ଧକ୍କା ଦେଇ ଚାଲି…
ଆଖୁ କିଆରୀ ସ୍ଥିତ କୂଅରେ ଯୁବକଙ୍କ ଆତ୍ମହତ୍ୟା
ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ଚନାବେଡା ଗ୍ରାମର କବିରାଜ ବେହେରା (୪୫) ନିଜ ଆଖୁ କିଆରୀ ସ୍ଥିତ କୂଅରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଏ ନେଇ ଖବର ପାଇ ଖଡିଆଳ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଶବ ଜବତ କରି ଶବ ବ୍ୟବଛେଦ ପାଇ ପଠାଇ ଥିବା…
ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ
ଜୁନାଗଡ଼(ଆଦିତ୍ୟ ମହାନ୍ତି): ଜୁନାଗଡ ସହର ର ହୀରା ସାଗର ପଡା ର ଜଣେ ଯୁବକ ନିକଟସ୍ତ ହାତୀ ନଦୀର ଦେମୁହାନ୍ ଠାରେ ଆତ୍ମହତ୍ୟା କରିଥିବା ଜଣା ପଡିଛି l ସୂଚନା ରୁ ପ୍ରକାଶ ଯେ ହୀରା ସାଗର ପଡା ର ଜନ୍ମେ ଚଲାନ( ୫୦)ଦେ ମୁହାଣ ଠାରେ ଆତ୍ମା ହତ୍ୟା କରିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ l…
ଶ୍ରୀମନ୍ଦିର ରୋଷ ଘରେ ୩୦ରୁ ଅଧିକା ଚୂଲି ଭାଙ୍ଗିଲା ଦୁର୍ବୁତ୍ତ
ପୁରୀ(ଅନିମେଶ ପଟ୍ଟନାୟକ): କେହି ଦୁର୍ବୁତ୍ତ ଶ୍ରୀମନ୍ଦିର ରୋଷ ଶାଳାରେ ୩୦ରୁ ଅଧିକ ଚୂଲି ଭାଙ୍ଗି ଦେଇଥିବା ସୂଚନା ରହିଛି । ରୋଷ ଘର ଚୁଲି ଭାଙ୍ଗିବା କଥାକୁ ସ୍ବୀକାର କରିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା । ଘଟଣାଟି କାଲି ରାତିରେ ଘଟିଥିବା ପ୍ରାଥମିକ…
ଝାରବନ୍ଧ ଥାନା ଅଞ୍ଚଳରେ ଚାଲିଛି ଗଣିତ ଖେଳ, ଝାରବନ୍ଧ ପୋଲିସ ଆଖି ଥାଇ ଅନ୍ଧ !
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ସିମାନ୍ତବର୍ତୀ ଅଞ୍ଚଳ ଝାରବନ୍ଧ ଥାନା ଅଞ୍ଚଳ । ଓଡ଼ିଆ ଓ ଛତିଶଗଡ଼ ରାଜ୍ୟର ସୀମାନ୍ତରେ ଅବସ୍ଥିତ ଏହି ଝାରବନ୍ଧ ଅଞ୍ଚଳ । ଝାରବନ୍ଧ ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟକଳାପ ହେଉଥିବା ଖବର ସାମନାକୁ ଆସିଛି ।…