Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଵାଇକ କୁ ପିଟିଲା ଟ୍ରକ ଜଣେ ମୃତ ଓ ଜଣେ ଗୁରୁତର: ସଵ ରଖି ରାସ୍ତା ଅବରୋଧ
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ)ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ୨୬ନଂ ଜାତୀୟ ରାଜପଥ ହାଇସ୍କୁଲ ଛକ ପାଖରେ ବାଇକ ରେ ଯାଉଥିବା ଦୁଇଜଣ ଯୁବକକୁ ଟ୍ରକ ଧକ୍କା ଦେବା ଫଳରେ ଜଣେ ମୃତ ଓ ଜଣେ ଗୁରୁତର ମୃତକ ଜଣକ ହେଲେ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସାନନୂଆ ପାଲି ଗ୍ରାମର ବଲିଷ୍ଟ ଦୀପ ର ପୁଅ…
ସ୍କୁଲରେ ଠାକୁର ପୂଜା ବେଳେ ଗୋଡ ବାଜି ଢାଳିଗଲା ପାଣି, ଶିକ୍ଷୟିତ୍ରୀଙ୍କ ବେତ ପାହାରରେ ଗୁରୁତର ହେଲେ ଛାତ୍ରୀ
ଭଦ୍ରକ :( ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି)ସ୍କୁଲରେ ଠାକୁର ପୂଜା କରିବା ପାଇଁ କହିଲେ ଶିକ୍ଷୟିତ୍ରୀ । ପୂଜା ବେଳେ ଭୁଲ ବଶତଃ ଢାଳି ହୋଇଗଲା ପାଣି । ଏତିକି କଥା ପାଇଁ ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ…
ଘଡ଼ଘଡିରେ ଚାଲି ଗଲା ଜୀବନ
ମଇତାପୁର (ଅକ୍ଷୟ କୁମାର ଜେନା):ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକର ମଇତା ପୁର ଅଞ୍ଚଳ ସାନ ମଇତାପୁର ଅଞ୍ଚଳ ର ପର୍ଶୁ ରାମ ବେହେରା ବିଲକୁ ଛେଳି ଆଣି ବାକୁ ଯାଇଥିବା ସମୟ ରେ ଘଡଘଡି ମାରିବା ଯୋଗୁଁ ଅକାଳ ରେ ଜୀବନ ଚାଲି ଯାଇଥିଲା। ସୂଚନା ରୁ ପ୍ରକାଶ ଲଗତାର ବର୍ଷା ଲାଗି ରହିଥିବା ବେଳେ ଆଜି…
ଚୋରି କଲାବେଳେ ଗ୍ରାମବାସୀ ଙ୍କ ହାତରେ ଧରା ପଡିଲେ ୭ ଚୋର ।
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ଚୋରି କରିବା ହେଲା କାଳ । ଗ୍ରାମବାସୀ ଙ୍କ ହାତରେ ଧରା ପଡିଲେ ୭ଜଣ ଚୋର । ୟୁପି ରୁ ଆସି ଦିନରେ ଘୋଡ଼ା ଗାଡ଼ି ସାଙ୍ଗକୁ ବାଦାମ ବେପାର କରୁଥିବା ବେଳେ ରାତି ହେଲେ ଚୋରିରେ ହେଉଛନ୍ତି ସାମିଲ। ଏହିଭଳି ଏକ ଚୋର ଦଳ ଚୋରୀ କରିବାକୁ ଆସିଥିବା ବେଳେ ଗ୍ରାମବାସୀ…
ଆଖି ବୁଜିଦେଲେ ଯୁବନେତା ସମୀର
ଭୁବନେଶ୍ୱର :: ଭୁବନେଶ୍ୱରର ଜଣାଶୁଣା ଯୁବ ରାଜନୈତିକ ଚେହେରା, ଅତ୍ୟନ୍ତ ମେଳାପୀ, ପରୋପକାରୀ ମଣିଷ ଭାବେ ଜଣାଶୁଣା ତଥା ବିଜେଡିର ଦକ୍ଷ ଯୁବନେତା, ନିଜ ସାଙ୍ଗଠନିକ ଦକ୍ଷତା ଓ ଲୋକ ପ୍ରିୟତା ପାଇଁ ତିନିତିନି ଥର କର୍ପୋରେଟର ରହିଥିବା ସମୀର ପ୍ରଧାନଙ୍କ ଅକାଳ ବିୟୋଗ ଘଟିଛି | ହୃଦାଘାତ ଓ…
ମଦ, ଗଂଜେଇ ଓ ଚରସ ଜବତ କଲା ପୋଲିସ
ଜଗତସିଂହପୁର /ସୁମନ୍ତ କୁମାର ଦାସ: ସାର ନମସ୍କାର, ଏହା ଏକ୍ସୱାସେ ରେଡ ଡି.ଟି l 16.07.2022, ପାଟେନିଗାଁ, ୟୁରାଲି ଗାଁ ଭିତରେ ଜଗତସିଂହପୁର ପି. ଏସ ଏବଂ ଗୋପବନ୍ଧୁ ଛକ ଭିତରେ ରଘୁନାଥପୁର ପି. ଏସ ଏରିଆ, ଏକ NDPS କେସ ଧରିଛନ୍ତି ଇନ୍ସପେକ୍ଟର ଏବଂ ଏକ୍ସୱାସେ, ଡିଷ୍ଟ, ମୋବାଇଲ ଏବଂ ଦୁଇ…
ଚର୍ଚ୍ଚିତ ରାଜନେତା ଚେହେରା ଲେକଚରର ବୁଲିଆନଙ୍କ ଅକାଳ ବିୟୋଗ, କଳିଙ୍ଗ ମହାବିଦ୍ୟାଳୟରେ ଶୋକ ସଭା ଅନୁଷ୍ଠିତ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଗତକାଲି ବିଳମ୍ବିତ ରାତି ପ୍ରାୟ ୨ ଘଣ୍ଟା ସମୟରେ କନ୍ଧମାଳ ଜିଲ୍ଲାର ଚର୍ଚ୍ଚିତ ରାଜନେତା ଲେକଚରର ବୁଲିଆନଙ୍କ ଅକାଳ ବିୟୋଗ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା I ସେ ଟିକାବାଲି ବ୍ଲକ ଅନ୍ତର୍ଗତ ଗଦଗୁଡ଼ା ଗ୍ରାମ ପଞ୍ଚାୟତର ରୁଦାଙ୍ଗିଆ…
ମହିଳା ଙ୍କ ଆତ୍ମହତ୍ୟା
ଡାବୁଗାଁ/ନବରଙ୍ଗପୁର(ଅଶୋକ ସାହୁ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ରେଭିନ୍ୟୁଗୁଡା ସାହିରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ଗୁରୁବାର ସକାଳେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଗ୍ରାମର ରେଭିନ୍ୟୁଗୁଡା ସାହିର କୃଷ୍ଣ ଓ ତାର ବଡ ସ୍ତ୍ରୀ…
ଖାକି ବର୍ଦ୍ଦିରେ ଲାଗିଲା ଦାଗ, ଦୁଷ୍କର୍ମ ଅଭଯୋଗ ରେ ଜେଲ ଗଲେ ପୋଲିସ ଡ୍ରାଇଭର
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲା ରେ ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଦୁସ୍କର୍ମ ଭଳି ସଂଗିନ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର । ଏଭଳି ଅଭିଯୋଗରେ ଜେଲ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଂଜିତ ପଧାନ । ବୁଧବାର ସେନପୁର…
ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ୪ଜଣ ଗୁରୁତର
ସୁବର୍ଣ୍ଣପୁର ( ପ୍ରକାଶ କୁମାର ହାତୀ)ସୋନପୁର ଜିଲ୍ଲା ତରଭା ବ୍ଲକ କୁମ୍ଭାରମୁଣ୍ଡା ଗ୍ରାମ ରେ ଗୋଷ୍ଠୀ ସଙ୍ଘର୍ଷ ।ଜମି ବିବାଦକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ପକ୍ଷର ଡୋଲେଶ୍ୱର ବାରିକ (୩୫), ଲକ୍ଷ୍ମୀ ମେହେର (୫୫), ନରୋତ୍ୱମ ମିଶ୍ର (୭୦), କୁନି ମେହେର(୩୦), ଗଙ୍ଗାଧର…