Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଦନ୍ତା ନେଲା ଦୁଇ ଜୀବନ
ହାତୀ ଉପଦ୍ରବ ରେ ଲୋକେ ଅତିଷ୍ଠ
ହାତୀ ଘଉଡାଇବା ରେ ଅସମର୍ଥ ବନବିଭାଗ
ସାରସକଣା ରୁ ଦିପୁ ମହାପାତ୍ର: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଦିଗାରିଶୋଳ ଗ୍ରାମରେ ୭୦ ରୁ ଉର୍ଦ୍ଧ ଝାଡଖଣ୍ଡି ହାତୀଙ୍କ ଉପଦ୍ରବ ଥମିବାର ନାମ ଧରୁନାହିଁ। ଚାରି ଦିନ ହେଲା ସାରସକଣା…
୧୧ କେଭି ତାର ସଂସ୍ପର୍ଶ ରେ ଆସି ମାମୁଁ ମୃତ, ଭାଣଜି ଗୁରୁତର।
ଉମରକୋଟ(ଜିତେନ୍ଦ୍ର ମହାନ୍ତି )-ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ଥିବା ସମସ୍ତା ଫାଇନାନ୍ସ ନାମକ ବେସରକାରୀ ସଂସ୍ଥା ରେ ଟଙ୍କା ଋଣ ଆଣିବାକୁ ଯାଇ ଥିବା ବେଳେ ସେଠାରେ ଥିବା ୧୧ କେଭି ତାର ସଂସ୍ପର୍ଶ ରେ ଆସି ମାମୁ ମୁର୍ତ୍ୟୁ ବରଣ କରିଥିବା ବେଳେ ଭାଣଜି ଙ୍କୁ ଗୁରୁତ୍ୱର ହୋଇଛନ୍ତି lସୂଚନା…
ବାଲି ବୋଝେଇ ଟ୍ରକ ଧକ୍କା ରେ ସାଇକେଲ ଆରୋହି ମୃତ ; ସହାୟତା ଦାବିରେ ବହୁ ସମୟ ରାସ୍ତା ରୋକ।
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ଗ୍ରାମ ପଞ୍ଚାୟତ ଫତେପୁର ଗ୍ରାମର ବିଷ୍ଣୁଚରଣ ସିଂ ୪୭ ବର୍ଷ ସାଇକେଲ ଯୋଗେ ଆସୁଥିବା ବେଳେ ତିଳକଣା ପଂଚାୟତ ଅଫିସ ସମ୍ମୁଖରେ ଏକ ବାଲି ବୋଝେଇ ଟ୍ରକ ପିଟି ହୋଇଯିବା ଯୋଗୁଁ ଗୁରୁତର ଭାବେ…
ବଜ୍ରାଘାତରେ ୩ ଗୋରୁ ମୃତ
ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ :ବଜ୍ରାଘାତରେ ୩ ଗୋରୁ ମୃତ l ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଶଙ୍ଖମୂଳ ଗ୍ରାମରେ l ଆଜି ମଧ୍ୟାହ୍ନରେ କାଳବୈଶାଖୀର ତାଣ୍ଡବରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ମାରିଥିଲା l ଫଳରେ ଶଙ୍ଖମୂଳ ଗାଁର…
ଅବକାରୀ ବିଭାଗ ଦ୍ଵାରା 37ଲିଟର ଦେଶୀ ମଦ ସହ ବାଇକ ଜବତ,2ଗିରଫ l
ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ :ରଣପୁର ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୁଡ଼ରେ ରଣପୁର ଅବକାରୀ ବିଭାଗ l ଆଜି ରଣପୁର ବ୍ଲକର କାକଲମା ଓ ଭେରୁପଡା ରେ ଚଢ଼ାଉ କରି 37ଲିଟର ଦେଶୀ ମଦ ଓ OD25C0499 ନଂର ଏକ ବାଇକ ଜବତ କରିଵା ସହ 2ଜଣଙ୍କୁ ଗିରଫ କରିଛି l…
ଖୁରୀଗାଁ ପଞ୍ଚାୟତ ଉପର ମାଣ୍ଡ ଝୁଲା ଗ୍ରାମ ବଜ୍ରପାତ ଯୋଗୁ 18ଟି ଗାଈଙ୍କ ମୃତ୍ୟୁ
କାଶୀପୁର ରୁ ବୈକୁଣ୍ଠ ଦୁରିଆ:କାଶୀପୁର ବ୍ଲକ ଖୁରୀଗାଁ ପଞ୍ଚାୟତ ଅନ୍ତର୍ଗତ ଉପର ମାଣ୍ଡିଝୁଲା ଗ୍ରାମରେ ବଜ୍ରପାତ ଯୋଗୁଁ 18ଟି ଗାଈ ଙ୍କ ମୃତ୍ୟୁ ହୋଇଛି |ଆଜି ଅପରାହ୍ନ ସମୟରେ ଗାଈ ପାହାଡ଼ ରେ ବଜ୍ରପାତ ଯୋଗୁଁ 18ଟି ଗାଈ ମୃତ୍ୟୁ ହୋଇଥିବା ବେଳେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଙ୍କୁ ସରକାରୀ…
ଜମି ହଡପ ଘଟଣା: ଶବ ରଖି ଧାରଣା ଦେବା ପରେ ମଧ୍ୟ ମିଳିଲା ନି ନ୍ୟାୟ ।
କାଶୀପୁର /ବୈକୁଣ୍ଠ ଦୁରିଆ: ଗତ ଏପ୍ରିଲ ମାସ26 ତାରିଖରେ ଜମି ହଡ଼ପ ଅଭିଯୋଗ ରେଜମି କ୍ରେତାଙ୍କ ଦୋକାନ ଆଗରେଶାଶୁ ଙ୍କଶବ ରଖି ଧାରଣା ଦେଇ ଥିଲେଜଣେ ବିଧବା ବୋହୂ ।କିନ୍ତୁ ପୁଲିସ,ପ୍ରଶାସନଏଥିରେ ହସ୍ତକ୍ଷେପ କରି ନ୍ୟାୟଦେବାର ପ୍ରତିଶ୍ରୁତିଦେବା ପରେ 30ଘଣ୍ଟାର ଧାରଣା ପ୍ରତ୍ୟାହାର କରିଥିଲେ…
ପ୍ରେମୀ ଯୁଗଳଙ୍କ ସନ୍ଦେହ ଜନକ ମୃତ୍ୟୁ.: ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ହେବ ସ୍ପଷ୍ଟ
ଦୁଇ ସମ୍ପର୍କୀୟ ଭାଇ ଭଉଣୀ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ !
ଶବ ଜବତ କରି ତଦନ୍ତ ଆରମ୍ଭ ଜାରି ରଖିଛି ପୋଲିସ
ସଇଁତଲା/ ତରୁଣ କୁମାର ବେହେରା: ଦୁଇ ସମ୍ପର୍କୀୟ ଭାଇ ଭଉଣୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିବା ଏବଂ ଏହାକୁ ପରିବାର ଲୋକେ ବିରୋଧ କରିବାରୁ ଆତ୍ମହତ୍ୟା…
ଅଗ୍ରସେନ ଭବନ ନିକଟ ଡକାୟତିର ପର୍ଦାଫାସ: ୫ ଡକାୟତ ଗିରଫ।।
୩ ଲକ୍ଷ ୧୦ ହଜାର ଟଙ୍କା ଜବତ କଲା ପୋଲିସ।
ରାଉରକେଲା,(ବସନ୍ତ କୁମାର ଜେନା); ଜୁନ ୧୧ ରାତିରେ ରାଉରକେଲା ଆଗ୍ରସେନ୍ ଭବନ ନିକଟରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ୪ ଲକ୍ଷ ୭୭ ହଜାର ଟଙ୍କା ଡକାୟତି ଘଟଣାର ପୋଲିସ ପର୍ଦାଫାସ କରିଛି ପୋଲିସ।ଏହି ଡକାୟତି ଘଟଣାରେ ଜଡ଼ିତ ୫ ଜଣଙ୍କୁ ପୋଲିସ ଗିରଫ…
ଅନ୍ଧାର ହେଲା କାଳ : ବିଦ୍ୟୁତ ତାରରେ ପଡିଗଲା ପାଦ,ଚାଲିଗଲା ଜୀବନ
ଭଦ୍ରକ,(ସୀତାକାନ୍ତ ପାଢ଼ୀ)-:ରାସ୍ତାରେ ପଡିଥିଲା ବିଦ୍ୟୁତ ତାର । ଘରକୁ ଫେରିବା ବେଳେ ଅନ୍ଧାରରେ ଜାଣି ନପାରି ତାର ଉପରେ ଚଢ଼ିଯାଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ନାଲଗରା ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ମୃତକ କାଉପୁର ପଞ୍ଚାୟତ…