Browsing Category

ଅଘଟଣ

ସୁନା ଗହଣା ଚୋରୀ ମାମଲାରେ ୫ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ରକ୍ସି ରୋଡ଼ସ୍ଥିତ ଜୟା ଦାସଙ୍କ ଘରେ ଶିବ ଶଙ୍କର ପୃଷ୍ଟି ଛୋଟ ସମୟରୁ ରହିଆସିଥିଲା । ଜୟା ଶିବକୁ ନିଜର ପିଲା ଭଳି ଭାବି ତାକୁ ପାଠ ପଢ଼ାଇବା ସାଙ୍ଗକୁ ପରିବାରର ଜଣେ ସଦସ୍ୟର ମାନ୍ୟତା ଦେଇ ଆସିଥିଲା । ତେଣୁ ଘରର ପ୍ରତ୍ୟେକ ସ୍ଥାନରେ…

ଭାଗ୍ୟରେ ନାହିଁ ସାବିତ୍ରୀ ହେବାର ଯୋଗ 

ସାବିତ୍ରୀ ଓଷା ପୂର୍ବ ରାତିରେ ବଧୂହତ୍ୟା ଅଭିଯୋଗ,ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉତ୍ତେଜନା  Bargarh / ନୀଳ ଦୀପ : ଝିଅ ସାବିତ୍ରୀ ଓଷା କରିବ । ଏହି ଆଶା ନେଇ ବାପା ବିଭିନ୍ନ ପୂଜା ସାମଗ୍ରୀ, ଫଳମୂଳ ଦେଇ ମଙ୍ଗଳବାର ସନ୍ଧ୍ୟାରେ ଝିଅ ଘରୁ ଫେରିଥିଲେ । ମାତ୍ର ଏହାର କେଇଘଣ୍ଟା ନ ପୂରୁଣୁ…

ପ୍ରେମୀଯୁଗଳଙ୍କ ଅତ୍ମହତ୍ୟା ।

ସୋହେଲା-ବରଗଡ଼ ଜିଲା ସୋହେଲା ଥାନା ସୀମାନ୍ତ ଗ୍ରିଂଜେଲ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ମହୁଲ ଗଛରେ ଫାଶୀ ଲଗାଇ ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ଗ୍ରିଂଜେଲ ଗ୍ରାମର ଗଣେଶ ସେଠ୍‌(୨୦) ଜଣେ ଟ୍ରାକ୍ଟର…

ଆଇନର ରକ୍ଷକ ନା ସରକାରୀ ଗୁଣ୍ଡା !!!

 ପୁଲିସ୍‌ ଦାଦାଗିରି : ବିଚ୍‌ ରାସ୍ତାରେ ନିସ୍ତୁକ ପିଟିଲେ, ଥାନା ଘେରିଲେ ଉତ୍ତେଜିତ ଜନ ସାଧାରଣ ।   ବରଗଡ଼(ନୀଳ ଦୀପ)  - ଶନିବାର ରାତି ପ୍ରାୟ ୮ଟା ବେଳେ ବରଗଡ଼ ପୁଲିସ୍‌ ବିଚ୍‌ ରାସ୍ତାରେ ଦାଦାଗିରି ଦେଖାଇଛି। ଦାଦାଗିରିର ଶିକାର ହୋଇଛନ୍ତି ଜଣେ ୨୦ ବର୍ଷର ଯୁବକ ଅମିତ୍‌ ସାହୁ। ଯୁବକ…

ଏନକାଉଣ୍ଟର : ହାଇଦରର  ଦୁର୍ଦ୍ଦାନ୍ତ  ସହଯୋଗୀ ଲାଲା ଆହତ 

କେନ୍ଦ୍ରାପଡା ପ୍ରଫୁଲ୍ଲ କୁମାର ମଲ୍ଲଙ୍କ ରିପୋର୍ଟ : କେନ୍ଦ୍ରାପଡା ଜିଲ୍ଲା ପୋଲିସ ଏନ୍‌କାଉଣ୍ଟରରେ ହାଇଦର ଗ୍ୟାଙ୍ଗର ମୁଖ୍ୟ ଶୁଟର ବା ଦୁର୍ଦ୍ଦାନ୍ତ ଅପରାଧି ଲାଲା ଆହତ ହୋଇଛି  l କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ସେକ୍‌ ଲାଲା ଓରଫ ମୁଜାମିଲର  ବାମ ଗୋଡରେ ଗୋଟିଏ ଗୁଳି…

ବାଉଁଶ ବୋଝେଇ ଟ୍ରକ ଭାଙ୍ଗିଲା ୩ ବାଇକ ଓ ଗୋଟାଏ ସାଇକେଲ

  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହର ମଧ୍ୟଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ମୁର୍ଗାବାଡ଼ି ଗୋଲେଇରେ ଦେଉଳିରୁ ବାଉଁଶ ବୋଝେଇ କରି ଦୁଇଟି ଟ୍ରକ ଆସୁଥିବା ବେଳେ ରାସ୍ତାରେ ଉହଠିଥିବା କେବୁଲ ତାରରେ ଛନ୍ଦି ହୋଇଯାଇ ଥିଲା । ଫଳରେ ଟ୍ରକରୁ ସିଜି ୦୪-ଜେସି ୨୭୭୭ ନମ୍ବର…

ଗୁପ୍ତାଙ୍ଗର ଅଣ୍ଡକୋଷ କାଟି ଦେଲେ ଦୁର୍ବୃତ୍ତ ।

ବରଗଡ଼-ବରଗଡ଼ ସଦର ଥାନା ଅନ୍ତର୍ଗତ ନିଲେଶ୍ୱର ଗ୍ରାମରେ ବୁଧବାର ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଗ୍ରାମର ଅଶୋକ ବାରିକ(୪୦) ନାମକ ଜଣେ ଅବିବାହିତ ଯୁବକଙ୍କ ଅଣ୍ଡକୋଷ (ଗୁପ୍ତାଙ୍ଗ)କୁ କାଟି ଦେଇଛନ୍ତି। ପାରିବାରିକ ବିବାଦରୁ ଏଭଳି କାଣ୍ଡ…

ଭିଜିଲାନ୍ସ ଜାଲରେ ପୁଣି  ଜଳ ସେଚନ ବିଭାଗର ଦୁଇ ସରକାରୀ ଯନ୍ତ୍ରୀ ।

  ବରଗଡ: ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଯନ୍ତ୍ରୀ । ବରଗଡ ଟାଉନଥାନା ଅଞ୍ଚଳରେ ଥିବା ଦୁଇ ଜଣ ସରକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । କଳାହାଣ୍ଡି ଜିଲ୍ଲା ନର୍ଲା ସହକାରୀ ଯନ୍ତ୍ରୀ ରସାନନ୍ଦ ମାଝୀଙ୍କ ଘରେ ଚଢଉ ହୋଇଥିବା ବେଳେ ରେଙ୍ଗାଲିି କ୍ୟାମ୍ପ ଜଳ ସେଚନ ବିଭାଗର…