Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ପୋଲିସ ଧରିଛି ଜଣଙ୍କୁ, ହେଲେ ଏକାଧିକ ଲୋକ ସମ୍ପୃକ୍ତି ଆଶଙ୍କା
ଗୁଲମି ସାତବହିନୀ ନିକଟସ୍ଥ ପୋଲ ତଲୁ ଯୁବକଙ୍କ ଶବ ଉଦ୍ଧାର
ପୁର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା, ଅଭିଯୁକ୍ତଙ୍କ ଆତ୍ମସମର୍ପଣ
ଟିଟିଲାଗଡ/Sunil Behara : ଆଜି ଟିଟିଲାଗଡ଼ ଠାରୁ ପ୍ରାୟ ୧୧ କି.ମି. ଦୁର ସାତବହିନୀ ଗ୍ରାମ ନିକଟସ୍ଥ ଏକ ବ୍ରିଜ ତଲୁ ଜଣେ ଯୁବକଙ୍କ ଶବ ଉଦ୍ଧାର…
ଭାଇ ସାଜିଲା ଭଗାରୀ : ବୃଦ୍ଧ ଦମ୍ପତିଙ୍କୁ ମାରିଦେଲା
ବାରିପଦା(ଦିଲ୍ଲୀପ ମହାନ୍ତି) – ମୟୁରଭଞ ଜିଲା ବାରିପଦା ସଦର ଥାନା ଅନ୍ତର୍ଗତ ରଜାବସା ଗ୍ରାମ ପଞ୍ଚାୟତର କୁକୁଡାଯୋଡି ଗ୍ରାମରେ ଗତ କାଲି ରାତ୍ରୀରେ ବୃଦ୍ଧ ଦମ୍ପତିଙ୍କୁ ଅତି ବିଭତ୍ସ ଭାବେ ଏହି ଦୁବୃତ୍ତ ହତ୍ୟା କରିଅଛି । ଆଜି ସକାଳୁ ଖବର ପାଇ ପୋଲିସ ଦୁଇ ଜଣଙ୍କର ରକ୍ତ ଜୁଡୁବୁଡୁ ମୃତ…
ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ: ୪ ଆହତ
ଜି ଉଦୟଗିରି : କନ୍ଧମାଳ କିଲ୍ଲାରେ ଜି ଉଦୟଗିରି ପଣସ ବଙ୍କିଆ ଠାରେ ଏକ ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି | ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି | ଆହତ ମାନଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି |
ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି
ରାୟଗଡରୁ ସରୋଜ କୁମାର ସାହୁ: ଏବେ ରାଜ୍ୟରେ ଚାଲିଛି ନିର୍ବାଚନ ହାୱା | ସମସ୍ତଙ୍କର ଟାର୍ଗେଟ ରେ କଲେଜ କ୍ୟାମ୍ପସ । ଆସନ୍ତା ଅକ୍ଟୋବରରେ ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ମର୍ମରେ ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି । ଗତ ସପ୍ତାହରେ…
ଏ ଜିପିଟିଏ କେଡେ ମାଡୁଆ ଭାବିଲେ ସତେ , ଗୁହାଳରୁ ବି ଖାଇଯାଉଛନ୍ତି !!!
ଗଞ୍ଜାମ/ଶାସକ ପ୍ରଶାସକ - ଗୁହାଳ କରାଇଦେବା ପାଇଁ ଆଜି ଜଣେ ହିତାଧିକାରୀଙ୍କ ଠାରୁ ୨୫୦୦ ଟଙ୍କା ଲାଂଚ ନେଉଥିବା ବେଳେ ସୋରଡ଼ା ଜିପିଟିଏ ଅନିଲ କୁମାର ବେହେରା ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନଙ୍କ ହାତରେ ଧରାପଡିଛନ୍ତି ।
ବଡଗଡ ଥାନା ଅନ୍ତର୍ଗତ ନୂଆଗାଁର କାହ୍ନୁଚରଣ ପାଣିଗ୍ରାହୀଙ୍କ…
କାମ କରୁଥିଲେ ନା… ଯୁବତୀ ବଦଳାଇ ପ୍ରେମ କରୁଥିଲେ !!!
ସତରେ ଭାରି ରଂଗୀଲା ନାଗର ଏଇ ଜେଲର ପ୍ରବର: ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ....ଏବେ ତୃତୀୟ
ବଡ଼ବିଲ /ଚିତ୍ତ ରଞ୍ଜନ କର :ଦିନ ଯେତେ ଗଡୁଛି, ଅଭିଯୋଗ ସେତିକି ବଢୁଛି | ପଦାକୁ ଆସୁଛି ରସିକିଆ ଜେଲରଙ୍କ ରଂଗୀଲା କାରନାମା | ଭଦ୍ରକ ଥାନାରେ ଜଣେ ଯୁବତୀ ଗ୍ଲେଜ଼ୀଆ ନିଜକୁ ସମ୍ପୃକ୍ତ…
ଘୁ ଉଦୟଗିରି ତହସିଲ ବରିଷ୍ଠ କିରାଣୀଙ୍କ ଅଫିସ ଓ ଘରେ ଭିଜିଲାନସ ଚଢ଼ାଉ
ଘୁ ଉଦୟଗିରି/କନ୍ଧମାଳ (ଗଗନ କୁମାର ପ୍ରଧାନ ) : ଘୁ ଉଦୟଗିରି ତହସିଲ ଅଫିସର ବରିଷ୍ଠ କିରାଣୀ ସୁଶୀଲ କୁମାର ସେନାପତିଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ହୋଇଛି | ଏଜ ସାଙ୍ଗରେ ତିନୋଟି ସ୍ଥାନରେ ଏହି ଚଢ଼ାଉ ହୋଇଥିବା ଜଣ ପଡିଛି | ତାଙ୍କ ଫୁଲବାଣୀ ସ୍ଥିତ ପୈତୃକ ବାସଭବନ , ତାଂକ…
ତ୍ରିପାକ୍ଷିକ ଆଲୋଚନାରୁ ମିଳିଲାନି ଫଳ:ଦାବି ପୁରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ରାଜ୍ୟ ପରିବହନ ନିଗମ କର୍ମଚାରୀ…
ପଦ୍ମପୁର/ ନୀଳ ଦୀପ -ବୁଧବାର ୪ଘଣ୍ଟା ସମୟରେ ଓଡ଼ିଶା ରାଜ୍ୟ ପରିବହନ ନିଗମ ପଦ୍ମପୁର ବସଷ୍ଟାଣ୍ଡ ପରିସରରେ ସ୍ଥାନୀୟ ଓଡ଼ିଶା ରାଜ୍ୟ ପରିବହନ ନିଗମ କର୍ମଚାରୀ ସଙ୍ଘ ଆନ୍ଦୋଳନ ପରିପେକ୍ଷୀରେ ଏକ ତ୍ରୀପାକ୍ଷିକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ପ୍ରଶାସନିକ ତରଫରୁ ଡି.ଏମ ସମ୍ବଲପୁର ରାଜେନ୍ଦ୍ର…
ଜେଲ ଗଲେ ଏମପିସି କଲେଜର କୋଟିପତି ହେଡ କ୍ଲର୍କ
ବାରିପଦା(ଦିଲ୍ଲୀପ ମହାନ୍ତି )- ଏମପିସି ସ୍ୱୟଂସାସିତ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ପ୍ରଭାକର ପରିଡା (୫୬) ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବେଳେ ସେ ବୁଧବାର ଜେଲ ଯାଇଛନ୍ତି | ବୁଧବାର ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ…
କେଜେ ଇସ୍ପାତର ମନମାନୀ ବିରୋଧରେ ଛଟେଇ କର୍ମଚାରୀଙ୍କ ଧାରଣା
ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ (ଶାସକ ପ୍ରଶାସକ) : ଗତ ୨୦୧୬ ମେ ମାସ ୪ ତାରିଖରେ ୧୩ଜଣ କର୍ମଚାରୀ ଙ୍କୁ କେଜେ ଇସ୍ପାତ କର୍ତ୍ତୂପକ୍ଷ ବେଆଇନ ଭାବେ ଛଟେଇ କରିଛନ୍ତି । ଛଟେଇ ଶ୍ରମିକଙ୍କ ପୁନଃ ନିଯୁକ୍ତିଦାବୀ କରି ସମସ୍ତ ଛଟେଇ କର୍ମୀ ସେତେବେଳେ ଆନ୍ଦୋଳନକୁ ଓହ୍ଲାଇଥିଲେ । କଳିଙ୍ଗନଗର ମଜଦୁର…