Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ବର୍ଦ୍ଦି କଣ ଗୁଣ୍ଡାଗିରି ପାଇଁ ପୋଲିସଙ୍କୁ ସରକାରୀ ଲାଇସେନ୍ସ, ବିଧି ବ୍ୟବସ୍ଥା ବୋଲି କିଛି ଅଛି ଟି !!!
ପୁଲିସର ଦବଙ୍ଗ ଗିରି, ନ୍ୟାୟ ପାଇଁ ଆଦାଲତର ଦ୍ୱାରସ୍ଥ ହେଲେ ପିଡ଼ିତାର ପରିବାର
ବାରିପଦା(ଦିଲ୍ଲୀପ ମହାନ୍ତି )
ବିବାଦ ମୟୂରଭଞ୍ଜ ପୁଲିସର ପିଛା ଛାଡ଼ୁ ନାହିଁ । ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସିଥିବା ଏକ ବିବାହିତା ମହିଳାଙ୍କୁ ବଳ ପୂର୍ବକ ଉଠାଇ ଆଣି ଥାନାରେ ଶାରିରୀକ ଓ…
ଦୁର୍ଘଟଣାରେ କାର୍ତ୍ତବ୍ୟରତ ହାବିଲଦାରଙ୍କ ମୃତ୍ୟୁ
ବଡ଼ବିଲ/Chittaranjan Kar : ବଡ଼ବିଲ ବଲାଣି ମୁଖ୍ୟ ରାସ୍ତା କଳିଙ୍ଗନଗର ଫାଣ୍ଡି ସମ୍ମୁଖରେ ଶୁକ୍ରବାର ରାତି ସାଢ଼େ ଆଠଟା ସମୟରେ ଏକ ଡ଼ମ୍ପର ଚାପାରେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା କାର୍ତ୍ତବ୍ୟରତ ଜଣେ ପୋଲିସ ହାବିଲଦାରଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ହାବିଲଦାରଙ୍କ ନାମ ହୃଷୀକେଷ…
ପୁଲିସ ଏସଆଇଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ଯୁବକକୁ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହକାରୀ ସେସନ ଜଜ୍ ଡ଼କ୍ଟର ଭି. ସୁଜାତା ଆଜି ପୁଲିସକୁ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତ ଯୁବକ ବାରିପଦା ପୌରପରିଷଦର ଲାଲନଜାର ଅଞ୍ଚଳର ବୈଦ୍ୟନାଥ ଖମାରୀଙ୍କ ପୁଅ ବାବୁ ଖମାରୀ(୨୩)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ୫ ଶହ ଟଙ୍କା…
ଯୌତୁକ ଜନିତ ବଧୂ ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀଙ୍କୁ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହକାରୀ ସେସନ ଜଜ୍ ଡ଼କ୍ଟର ଭି. ସୁଜାତା ଆଜି ଏକ ଯୌତୁକ ଜନିତ ବଧୂହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଭୋଳାଗଡ଼ିଆ ଅଞ୍ଚଳର ରାମଚନ୍ଦ୍ର ମହାନ୍ତଙ୍କ ପୁଅ ରତ୍ନାକର ମହାନ୍ତ(୨୬)ଙ୍କୁ ଦୋଷୀ ସାବ୍ୟସ୍ତ…
ସୀମା ସାହୁ ଡ୍ୟାମ ପାଖକୁ ଡାକି ଲୁଟି ନେଲା ୬ ଲକ୍ଷ
ଫେସବୁକରେ ଫେକ ଆକାଉଣ୍ଟ : ମନଭଙ୍ଗ ଡେମ ଡକାୟତି ଘଟଣାର ପର୍ଦ୍ଦାଫାଶ
ପଦ୍ମପୁର/ପାଇକମାଲ
Nila Deep-Gouranga Dash
ଗତ 18/ 6/2018ତାରିଖ ଦିନ ପାଇକମାଲ ବ୍ଲକ ର ମିଠାପଲି ନିକଟସ୍ଥ ମନଭଙ୍ଗ ଡେମ ନିକଟରେ ଏକ ସସତ୍ର ଡକାୟତି ହେଇ ଥିଲା ।ଖରିଆର ରୋଡ଼ ନିବାସୀ ଶ୍ରୀ ବିକାଶ ଅଗ୍ରୱାଲ…
ବସ ଓ ଟିପର ମୁହାଁ ମୁହିଁ ଧକ୍କା ୧୫ ରୁ ୨୦ ଆହତ ୧ ଗୁରୁତର।
ସୁଶାନ୍ତ ବେହେରା : ବଣେଇ ଉପଖଣ୍ଡର ଟେନ୍ସଆ ତାଲଢ଼ି ମାଇନ୍ସ ନିକଟରେ ଆଜି ଦିନ ୪.୩୦ ପାଖାପାଖି ରେ ଏକ ଘରୋଇ ବସ ସହ ଟିପର ମୁହାଁ ମୁହିଁ ଧକ୍କା। ଏହି ଦୁର୍ଘଟଣାରେ ବସରେ ଥିବା ଆରୋହି ଙ୍କ ମଧ୍ୟରୁ ୧୫ ରୁ ୨୦ ଜଣ ଲୋକ ଆହତ ହୋଇ ଥିବାର ସୂଚନା ମିଳିଛି। ଆହତ ଙ୍କୁ ଟେନ୍ସଆ ସ୍ଥିତ ସେଲ…
ପୋଲିସର ଚଢ଼ାଉ : ବିପୁଳ ପରିମାଣରେ କଫ ସିରଫ ଜବତ
ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଅନେକ ଅଞ୍ଚଳ ରେ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ଏହି ନିଶା କାରବାର ଦ୍ୱାରା ମୁଖ୍ୟତଃ ଯୁବ ସମାଜ ବହୁଳ ପରିମାଣ ରେ ପ୍ରଭାବିତ ହେଉଥିବାର ଲକ୍ଷ କରାଯାଉଛି। ପୋଲିସ ର ନିଶା ବିରୋଧୀ…
ଶଶୁରକୁ ଜ୍ୱାଇଁର ହତ୍ୟା ଅଭିଯୋଗ
ପଦ୍ମପୁର,(Nila Deep)- ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧୦ରେ ଜଣେ ଜ୍ୱାଇଁ ନିଜ ଶଶୁରକୁ ପିଟି ପିଟି ହତ୍ୟା କରିବା ଭଳି ଏକ ସଙ୍ଗୀନ ଅଭିଯୋଗ ପଦ୍ମପୁର ପୋଲିସର ହସ୍ତଗତ ହୋଇଛି । ବିସ୍ତୃତ ବିବରଣୀ ଅନୁଯାୟୀ, ପଦ୍ମପୁର ବାଜା ପଡାର ହାଡୁ ବେହେରା ଗତ ଏପ୍ରିଲ ୨୪…
ଜଗଦା ଡକାୟତି ଘଟଣାରେ ୩ ଗିରଫ ଓ ଲୁଟ୍ ହୋଇଥିବା ସାମଗ୍ରୀ ଜବତ
ରାଉରକେଲା : ଗତ ୧୧ ତାରିଖ ଦିନ ଜଗଦା ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବାସଭବନରୁ ଲୁଟି ହୋଇଥିବା ପ୍ରାୟ ସମସ୍ତ ସାମଗ୍ରୀ ଉଦ୍ଧାର କରିବା ସହିତ ୩ଜଣ ଡକାୟତଙ୍କୁ ଧରିବାରେ ପୋଲିସ୍ ସଫଳ ହୋଇଛି। ଏ ସମ୍ପର୍କରେ ଝିରପାଣି ଥାନାରେ ଆୟୋଜିତ ଏକ ସାମ୍ବାଦିକ…
ଇଏ ଏମିତିକା ସାର, ଅବସର ପରେ କରୁଛନ୍ତି ଗଂଜେଇ ବେପାର |
ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ୨ କୁଇଣ୍ଟାଲରୁ ଉର୍ଦ୍ଧ କଞ୍ଜେଇ ଜବତ
ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲରେ କ୍ରମାଗତ ଭାବେ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ଆଜି ମନମୁଣ୍ଡା ପୋଲିସ୍ ଚଢାଉ କରି ୨ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା…