ଫେରାର ଗଂଜେଇ ଚାଷୀ ଗିରଫ On Sep 25, 2018 12 Share (ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ) ରେଢ଼ାଖୋଲ, ଗଂଜେଇ ଚାଷ କରିଥିବା ଜଣେ ଫେରାର ଅଭିଯୁକ୍ତ ରେଢ଼ାଖୋଲ ଥାନା ରାଇଲ ଗାଁର ଅଞ୍ଚଳ ନାଏକ(30) କୁ ପୋଲିସ ସୋମବାର ଗିରଫ କରିଛି l ଗତ 2015 ରେ ସେ ନିଜ ଗାଁ ସଂଲଗ୍ନ ଜମିରେ ଗଂଜେଇ ଚାଷ କରିଥିଲେ l ପୋଲିସ ମାମଲା ରୁଜୁ କରିବା ପରେ ସେ ଫେରାର ହୋଇଯାଇଥିଲେ l ଅଭିଯୁକ୍ତ କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ଜାମିନ ନାମଞ୍ଜୁର ହେବାରୁ ଅଞ୍ଚଳ ନାଏକ କୁ ହାଜତ୍ କୁ ପଠାଇଦିଅାଯାଇଛି l 12 Share FacebookTwitterGoogle+ReddItWhatsAppPinterestEmail