Browsing Category

ଅଘଟଣ

ହାତୁଡ଼ିରେ ପିଟି ପିଟି ମାରିଦେଲେ

Padampur/ Nila Deep : ବରଗଡ଼ ଜିଲ୍ଲା ଜଗଦଳପୁର ଥାନା ଅନ୍ତର୍ଗତ ଶୁକ୍ଲିପାହାଡ ଗାଁର ୨୫ବର୍ଷ ବୟସର ଯୁବକ ଅବିନାଶ ପଟେଲଙ୍କୁ ସନ୍ଧ୍ୟା ୬ଟା ସମୟରେ ସେହି ଗ୍ରାମର ବିସ୍ମୟ ପଟେଲ  ହାତୁଡିରେ ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଅବିନାଶଙ୍କ ବାପା ଶଶିରାମ ପଟେଲ । ଅଭିଯୋଗ କୁ ଆଧାର…

ଅଜଗରକୁ ପିଟିପିଟି ମାରିଦେଲେ,ବନବିଭାଗ ଦ୍ୱାରା ଜଣେ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି) - ବାରିପଦା ବନଖଣ୍ଡ ଅନ୍ତର୍ଗତ ଦେଉଳି ରେଞ କୁଳିଅଣା ଫରେଷ୍ଟ ସେକସନର ବଣ ଗାଁ  ଠାରେ ଏକ ବିଶାଳକାୟ ଅଜଗର ସାପକୁ କିଛି ଲୋକ ପିଟି ପିଟି ମାରିଦେଇଛନ୍ତି । ଗତକାଲି ଅପରାହ୍ନରେ ଅଜଗର ସାପଟି ଏକ ବୁଦାମୂଳେ ଲୁଚିଥିବା ବେଳେ କିଛି ଲୋକ ଏହାକୁ ଦେଖିପାରି ହଠାତ୍ ଏକ…

ଜୀବନ ହାରିଲେ ପ୍ରେମୀ ଯୁଗଳ

ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା  : ଧରମବନ୍ଧା ଥାନା ଅନ୍ତର୍ଗତ ପାଓ୍ଵାତଲା ଗାଁ ବାହାର ଧାନକ୍ଷେତ ପାର୍ଶ୍ୱରେ  ଥିବା ଏକ ମହୁଲଗଛରେ ଶନିବାର-ରବିବାର ରାତିରେ ଦଉଡ଼ି ଦୁଇ ଜଣ ପ୍ରେମିକ ପ୍ରେମିକା ଆତ୍ମହତ୍ୟା କରିଛନ୍ତି। ପ୍ରେମିକ (୨୧ )ବର୍ଷିୟ ଶିବ ମାଝୀ ଓ ପ୍ରେମିକା (୧୮ )ବର୍ଷିୟ ରଶିଦା…

କୁକୁଡ଼ାବାହାଳୀ ପଞ୍ଚାୟତରେ ମଦ ଆନ୍ଦୋଳନ ତେଜିଲା : କାଙ୍କଣପଡ଼ାର ମହିଳା ଏସଏଚଜି  ଗୃୁପ ତାତିଲେ, ୨୫୪  ଟି ମଦ ପାଉଚ୍…

ରେଢ଼ାଖୋଲରୁ ଯଶୋବନ୍ତ ସାହୁ:  ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳର ସଂପୃକ୍ତ ମଦ କାରବାର ବୃଦ୍ଧି ପାଇଛି | ବେଆଇନ ମଦକୁ ନିୟନ୍ତ୍ରଣ ପାଇଁ  ବିଭନ୍ନ ସଂଗଠନ ପକ୍ଷରୁ ଦାବୀ ହେଇ ଆସୁଥିଲେ ହେଁ ଏହି କ୍ରମରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କାଙ୍କଣପଡ଼ା ଗ୍ରାମର 6 ଟି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ…

. ସାତ ଜନମକୁ ସାଥି ହେବାର କଥା ଦେଇଥିବା ସ୍ୱାମୀ ସାଜିଲା ଚାଣ୍ଡାଳ

ରେଢ଼ାଖୋଲ/କୁଚିଣ୍ଡା :ହାତ ଧରି ସାଥି କରି ଆଣିଥିଲା | ସାତ ଜନ୍ମକୁ ସାଥି ହେବ ବୋଲି କଥା ଦେଇ ଗୋଟିଏ ଜନମ ବି ସାଥ ଦେଲାନି | ଶେଷରେ ସାଜିଲା ଚଣ୍ଡାଳ | ଅତି ଜଘନ୍ୟ ଭାବେ ହତ୍ୟା କଲା ନିଜ ପତ୍ନୀକୁ..., ଆଉ ପୁଣି ତାହା ତନ୍ତ୍ର ସାଧନା ପାଇଁ !!!! ଛି..ଏଭଳି ଲୋକଙ୍କୁ କେମିତି ବା ମଣିଷ ବୋଲି…

ମିନି ଟ୍ରକ ଓଲଟି ହେଲପର ମୃତ

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ-ବୌଦ୍ଧ ରାସ୍ତାର ବଡ଼ବାହାଳ ଗ୍ରାମ ନିକଟରେ ଆଜି ସକାଳେ ଏକ ମିନି ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଛି l ଏଥି ଯୋଗୁଁ ଗାଡ଼ିର ହେଲପର ଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ଧମା ଥାନା ଅନ୍ତର୍ଗତ ରୁଢ଼ିଆପାଲି ଗ୍ରାମର ଶେଷଦେବ ନାଗ(24)…

ସାଲେଭଟ୍ଟା ପଞ୍ଚୟତର ପୂର୍ବତନ ସରପଞ୍ଚ ପର୍ଶୁରାମ ହତ୍ୟାକାଣ୍ଡ ଘଟଣା : ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ : ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ଥାନା ଅନ୍ତର୍ଗତ ସାଲେଭଟ୍ଟା ପଞ୍ଚୟତ ର ପୂର୍ବତନ ସରପଞ୍ଚ ତଥା ଚେମେର୍ଡ଼ା ଗ୍ରାମର ସ୍ୱର୍ଗତ ପର୍ଶୁରାମ ପ୍ରଧାନଙ୍କୁ ଗତ ଅଗଷ୍ଟ 27 ତାରିଖ ରେ ଘଟିଥିବା ହତ୍ୟାକାଣ୍ଡ ଘଟଣା ରେ ପୋଲିସ 2 ମୁଖ୍ୟ ଅଭିଯୁକ୍ତ ଙ୍କୁ ରେଢ଼ାଖୋଲ ବସ…

ସୁନା ଚେନ ଲୁଟୁଥିଲା, ଧାରା ହୋଇ କି ଛେଚା…….!!!

ଯାଜପୁରରୁ ଜୟଶଙ୍କର ଦାଶ : ସ୍ୱାମୀଙ୍କ ବାଇକ ପଛରେ ବସି ଯାଉଥିବା ଜଣେ ଗର୍ଭବତୀ ମହିଳାଙ୍କ ବେକରୁ ସୁନାଚେନ ଲୁଟ ଉଦ୍ୟମ କରି ଧରାପଡିଥିଲା ଲୁଟିଆ ଯୁବକ । ଯାଜପୁର ଥାନା ଅଧୀନ କପାସି ଛକ ନିକଟରେ ଅପରାହ୍ନରେ ଏହି ଘଟଣା ଘଟିଥିଲା । ସୁନା ହାର ଝାମ୍ପି ନେବା ଉଦ୍ୟମ ପଣ୍ଡ ହେବା ପରେ ଲୁଟିଆକୁ…

   ଦେଢ଼ ଲକ୍ଷର ବିଲରେ  30 ହଜାର ପିସି

ସରପଞ୍ଚଙ୍କ ମଧ୍ୟସ୍ଥତାରେ ଦିଆନିଆ ଅଭିଯୋଗ,ଠିକାଦାରଙ୍କ ଅଭିଯୋଗରେ ତଦନ୍ତ ନିର୍ଦେଶ ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ :  ରାଜ୍ୟ ସରକାରଙ୍କ ସବୁ ସତର୍କତା ସତ୍ୱେ ରେଢ଼ାଖୋଲ ବ୍ଲକରେ ଚାଲିଛି ପିସି କାରବାର l ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ଖୋଲାଖୋଲି ଚାଲିଛି l ସବୁ ଜିନିଷର ଦର ବୃଦ୍ଧି…

ଦୁର୍ଘଟଣା: ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ 

 ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା : ନୂଆପଡ଼ା ଜିଲ୍ଲାର ଖରିଆରରୋଡ଼ ଜୋଙ୍କ ଥାନା ଅନ୍ତର୍ଗତ ସାଳିହା ପଂଚାୟତ ର ଚନାବେଡା ଗ୍ରାମ ରେ ଟ୍ରାକ୍ଟର ଓଳଟି ପଡିବାରୁ ଚାଳକ ସୁରେଶ ରାଉତ (୨୦) ଙ୍କ ମୃତ୍ୟୁ ହୋଇଥିଲା । ସୁରେଶ ଙ୍କ ଘର ପରକୋଡ଼ ଗ୍ରାମ ର ବୋଲି ଖବର ମିଳିଛି ।ଖବର ଅନୁଯାୟୀ ଶବ ବ୍ୟବଚ୍ଛେଦ…