Browsing Category

ଅଘଟଣ

 ବିଜୟ ଓ୍ୱାଡ଼ାର ପଥର ଖାଦାନ ମେସିନ ରେ ଚାପି ହୋଇ ଦାଦନ ଶ୍ରମିକଙ୍କ ମୁତ୍ୟୁ, ମୁତ ଦେହ ଫେରିଲାନି ଗାଁ କୁ

ବନ୍ଧା ପଡ଼ିଛନ୍ତି ୧୦ ରୁ ଉର୍ଦ୍ଧ ଶ୍ରମିକ : ପ୍ରଶାସନର ଦରଦ ନାହିଁ, ପରିବାରରେ ଶୋକା କୁଳ ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଗରଗଡବାହାଳ ପଞ୍ଚାୟତ କୂଆଖୋଲ ଗ୍ରାମର ମୁନା ପ୍ରଧାନ ସୁଦୂର ଆନ୍ଧ୍ରପ୍ରଦେଶ ରାଜ୍ୟ ର ବିଜୟ ଓ୍ୱାଡ଼ା ରେ ଦାଦନ…

 କାର ପୋଡ଼ି ଅଭିଯୋଗ,୫ ଯୁବକଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ପଣ୍ଡକିମାଲ ଗ୍ରାମରେ ଚୋରି ଆତଙ୍କ,ଉତ୍ତେଜନା ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କଦଳୀଗଡ଼ ପଞ୍ଚାୟତ ଅନ୍ତର୍ଗତ ପଣ୍ଡକିମାଲ ଗ୍ରାମରେ ଶୁକ୍ରବାର ରାତିରେ ଏକ ଫୋର୍ଡ କାର କୁ ପୋଡ଼ି ଦେବା ନେଇ ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଛି l…

ରାୟଗଡ଼ା ପୋଲିସକୁ ଲଗାତାର ସଫଳତା:  ଔଷଧ ଦୋକାନୀ ଠାରୁ ୯ ଲକ୍ଷ ଟଙ୍କା ଲୁଟ ଘଟଣାର ଫର୍ଦାଫାସ 

ରାୟଗଡାରୁ ସରୋଜ କୁମାର ସାହୁ : ଗତ  ୦୪/୦୧/୨୦୧୯ ତାରିଖ ଦିନ ରାୟଗଡା ସହରର ଔଷଧ  ବ୍ୟବସାୟୀ ଶ୍ରୀ ରାମ ଗନ୍ତାୟତଙ୍କ ଠାରୁ ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ 9 ଲକ୍ଷ ଟଙ୍କା ଲୁଟ ଘଟଣାରେ ରାୟଗଡା ପୋଲିସକୁ ଏକ ବଡ ସଫଳତା ମିଳିଛି । ଏହି ଘଟଣାର ତଦନ୍ତ କରି ରାୟଗଡ଼ା ପୋଲିସ ବ୍ରହ୍ମପୁର ଅଞ୍ଚଳରୁ…

 ଏହି ବେନିୟମ କରତ କଲ ଓ ଟ୍ରାକ୍ଟର ମାଲିକ କିଏ

ଗାଡି ଜବତ : କାଠ ମାଫିଆ ଫେରାର ବଲାଙ୍ଗୀର/ନିରୋଜ ମିଶ୍ର :- ସବୁଜ ବନାନୀ ମଧ୍ୟରେ ବଲାଙ୍ଗୀର ସହର ଅବସ୍ତିତ । କାଠ ମାଫିଆ ଙ୍କ ଦାଉରୁ ଜଙ୍ଗଲ କୁ ରକ୍ଷା କରିବା ପାଇଁ ଜଙ୍ଗଲ ସିପାହୀ ମାନେ ଆପ୍ରାଣ ଚେଷ୍ଟା ଚଳାଇଥିବା ବେଳେ ଉପରିସ୍ଥ ଅଫିସର୍ ମାନଙ୍କ ବଳିଷ୍ଠ ପଦକ୍ଷେପ ଜଙ୍ଗଲ କୁ ନୂତନ ଜୀବନ…

ପକ୍କା ଅପରାଧି ପାଲଟି ଯାଇଛି ପୁଞ୍ଜିଲାଲ :ଅପରାଧୀଙ୍କୁ ଫେରାର କରାଇବାକୁ କରୁଛି ମାଷ୍ଟର ପ୍ଲାନ  

ବଲାଙ୍ଗିର/Niroj Mishra:ପକ୍କା ଅପରାଧୀ ମାନସିକତା ରଖି ଏଇ ଲୋକଟା କେମିତି ପିଲା ମାନଙ୍କୁ ପାଠ ପଢାଉଥିଲା | ସାମାନ୍ୟ କଥା ପାଇଁ ଦୁଇଟି ଜୀବନ ନେଇଯିବା , ଗୋଟେ ପୁରା ସଂସାରକୁ ଉଜାଡ଼ିଦେବାଭଳି ଜମା କରି ପାରୁଥିବା ଗୋଟେ  ଲୋକ କେବେ ଶିକ୍ଷକ ହୋଇପାରେନା | ସେ ଜଣେ ଅପରାଧ ପ୍ରବଣ ବ୍ୟକ୍ତି|…

ହତ୍ୟା ମାମଲା : ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡା/ସରୋଜ ସାହୁ :ଗୁଣିଗାରିଡି ସନ୍ଦେହରେ ହତ୍ୟା ଅଭିଯୋଗର ବିଚାରଣ କରି ୧୪ ଜଣ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ପଚିଶି ହଜାର ଟଙ୍କା ଲାଖାଏଁ ଅର୍ଥ ଦଣ୍ଡ ଦେବାକୁ ଶୁଣାଇଛନ୍ତି ରାୟଗଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍  ଦେବଦତ ଦାଶ ମହାପାତ୍ର । ଉକ୍ତ ବିଚାରଣରେ ୧୯ ଜଣ ସାକ୍ଷୀଙ୍କ…

ମହିଳାଙ୍କ ଗଳିତ ଶବ ଉଦ୍ଧାର,ହତ୍ୟା ସନେ୍ଦହ   

ବାରିପଦା/ଦିଲ୍ଲୀପ ମହାନ୍ତି :, ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅର୍ନ୍ତଗତ ଡୁମୁରିଆ ଗାଁ ନିକଟସ୍ଥ ସୁବର୍ଣ୍ଣରେଖା କେନାଲ କଡରେ ଥିବା ରିଜର୍ଭ ଫେରେଷ୍ଟ ଜଲଙ୍ଗନିକଟରୁ ଗୁରୁବାର ପୁଲିସ ଜଣେ ଅଜଣା ମହିଳାଙ୍କ ଗଳିତ ଶବକୁ ଉଦ୍ଧାର କରିଛି । ଏନେଇ ପୁଲିସ ଥାନାରେ ୩/୧୯ନମ୍ବରରେ ଏକ ମାମଲା…

ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଗୁରୁତର 

ବରଗଡ/ ଗୌରାଙ୍ଗ ଦାସ :- ପଦ୍ମପୁର ଅଂଚଳ ର ବରିଷ୍ଠ ସାମ୍ବାଦିକ ଶ୍ରୀ ରମେଶ ଚନ୍ଦ୍ର ବାରିକ ଆଜି ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହେଇଛନ୍ତି । ତାଙ୍କର ମୁଣ୍ଡରେ ଗଭୀର ଆଘାତ ହେଇଥିବା ନିଜେ ଶ୍ରୀ ବାରିକ ଜଣାଇଛନ୍ତି । ଭେଡେନ ଡାକ୍ତରଖାନାରେ ରେ ପ୍ରାଥମିକ ଚିକିତ୍ସା ତାଙ୍କୁ…

ରେଢ଼ାଖୋଲ ଉପଖଣ୍ଡରୁ ବେଆଇନ୍ ମଦ ବନ୍ଦକୁ ନେଇ ଦାବି : ଫେବୁଆରୀ ୧୪ରେ ବିକାଶ ମଞ୍ଚର ଧାରଣା 

ରେଢ଼ାଖୋଲ / ଯଶୋବନ୍ତ ନାରାୟଣ ସାହୁ :  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେ ଦିନକୁ ଦିନ ବେଆଇନ୍ ମଦ କାରବାର ବଢ଼ିବାରେ ଲାଗିଛି l ଏହି ବେଆଇନ୍ କାରବାର ବନ୍ଦ ପାଇଁ ଦୀର୍ଘ ଦିନ ହେଲା ଆନ୍ଦୋଳନ ଓ ବିରୋଧ କରାଯାଉଥିଲେ ମଧ୍ୟ ସରକାର ତଥା ପ୍ରଶାସନିକ ଅପାରଗତା କାରଣରୁ କମିବା…

ବିଜୟଓ୍ୱାଡ଼ାରେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଗରଗଡ଼ବାହାଲ ପଞ୍ଚାୟତ କୂଆଖୋଲ ଗାଁ ର କନ୍ଦର୍ପ ପ୍ରଧାନ (୨୫) l ରାଜ୍ୟ ବାହାରକୁ ଶ୍ରମିକ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ବିଜୟଓ୍ୱାଡ଼ାରେ ତାଙ୍କୁ କୌଣସି କାରଣ ରୁ ଲୁହା ରଡ଼୍ ରେ ହତ୍ୟା କରେଯାଇଥିବା ସୂଚନା…