Browsing Category

ଅଘଟଣ

କ୍ଷତ ଅବସ୍ଥାରେ ଲୁପ୍ତପ୍ରାୟ ପକ୍ଷୀ ବାନ୍ଦୁ  : ଜଙ୍ଗଲ ବିଭାଗକୁ ହସ୍ତାନ୍ତର 

ମାଣ୍ଡୋସିଲ/ରାଜେନ୍ଦ୍ର ପ୍ରଧାନ :-ବରଗଡ ଜିଲ୍ଲା ପାଇକମାଲ ଅଞ୍ଚଳରେ ଲୁପ୍ତ ପ୍ରାୟ ପକ୍ଷି ପେଚା (ସ୍ଥାନୀୟ ଭାଷାରେ ବାନ୍ଦୁ ) କୁ ଆମ ମାଣ୍ଡୋସିଲ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ ଗତ ରାତିରେ ପାଇକମାଲ ରୁ ଆସୁଥିବା ବେଲେ ବରତୁଣ୍ତା  ହାଇସ୍କୁଲ ସାମନା ରାଜ୍ଯ ରାଜପଥ ଉପରେ ଛଟପଟ…

ଭାତୃହନ୍ତାକୁ  ଆଜୀବନ ଜେଲ

ବାରିପଦା(ଦିଲ୍ଲୀପ ମହାନ୍ତି )-  ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଡ଼ଃ. ଭି. ସୁଜାତା ଆଜି କେ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ଭାଇକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୦୨ ଅନୁସାରେ ଆଜୀବନ ସଶ୍ରମ କାରାଦଣ୍ଡ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି…

ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ରେଢ଼ାଖୋଲ ସହରର ୧ନଂ ଓ୍ୱାର୍ଡ଼ କେନ୍ଦୁକଟା ଗ୍ରାମର କାଳିଆ ଷଣ୍ଡ (୨୩) ନାମକ ଜଣେ ଯୁବକ ଙ୍କୁ ନିକଟସ୍ଥ କେଲାକଟା ଗ୍ରାମର ଜଣେ ଯୁବକ ଗୁରୁବାର ସନ୍ଧ୍ୟାରେ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି l କାଳିଆ ଙ୍କ ବେକରେ ଆଘାତ ଲାଗିଛି l ତାଙ୍କୁ…

ତିର୍ତ୍ତୋଲ ନବନିର୍ମାଣ କୃଷକ ସଂଗଠନର କର୍ମୀଙ୍କୁ ପୋଲିସ ରେଳ ଷ୍ଟେସନରୁ ଅଟକ ରଖିଲା

ତିର୍ତ୍ତୋଲ/ପାରାଦ୍ୱୀପ:ରମେଶ ମହାନ୍ତି -ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ବୁଧବାର ସକାଳୁ ଶାରଳାରୋଡ ରେଳ ରହଣିସ୍ଥଳ ଓ ରାହାମା ରେଳ ଷ୍ଟେସନରେ ଭୂବନେଶ୍ବର ଚାଷୀ ସମାବେଶରେ ଯୋଗଦେବା ନିମନ୍ତେ ରେଳକୁ ଅପେକ୍ଷା କରିଥିବା  ବେଳେ ସେମାନଙ୍କୁ ପୋଲିସ ଅଟକାଇବା ସହ ଥାନାକୁ ନେଇଯାଇଥିବା ଓ…

ମାଓ କ୍ୟାମ୍ପ ଠାବ ବହୁ ମାଓ ସାମଗ୍ରୀ ଜବତ

ନୂଆପଡ଼ା/ଅମିତ କୁମାର ପୁରୋହିତ : ବହୁ ଦିନର ବ୍ୟବଧାନ ପରେ ନୂଆପଡା ଜିଲ୍ଲା ପୋଲିସକୁ ଏକ ବଡ ସଫଳତା ମିଳିଛି । ଆସନ୍ତା ସାଧାରଣ ନର୍ବାଚନକୁ ଦୃଷ୍ଟିରେ ରଖି  ଏସ୍.ପି ସ୍ମିତ ପି ପରମାର ଙ୍କ ତତ୍ୱାବଧାନରେ ଜିଲ୍ଲା ପୋଲିସ ତରଫରୁ ସୁନାବେଡା ଅଭୟାରାଣ୍ୟ ର ପାଟଦର୍ହା ସରଂକ୍ଷିତ ଜଙ୍ଗଲରେ…

ଲାଞ୍ଚୁଆ ପୋଲିସ ବାବୁ।

ନୂଆପଡ଼ାରୁ ଅମିତ ପୁରୋହିତ/ ପ୍ରିୟବ୍ରତ ପଣ୍ଡା :  ପୁଣି ଖାକିରେ ଲାଗିଲା କଳଙ୍କ ଛିଟା: ଲାଞ୍ଚ ନେବା ବେଲେ ଧରାପଡିଲେ ପୋଲିସ ବାବୁ । ୭ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସିନାପାଲି ଥାନାର ଏଏସଆଇ କୢଷ୍ଣ ବଲ୍ଲଭ ଶବର ।ଏକ ମାଡ ପିଟ ଘଟଣା କୁ ଚପାଇ ଦେବା ପାଇଁ…

ଶିମିଳିପାଳ ଅଭୟାରଣ୍ୟ କେତେବେଳେ ପଶୁ ଶୂନ୍ୟ ହୋଇଯିବ,…. କହି ହେବନି |

ଶିମିଳିପାଳରେ ଛୁଆହାତୀର ସନେ୍ଦହଜନକ ମୃତ୍ୟୁ ବାରିପଦା-(ଦିଲ୍ଲୀପ ମହାନ୍ତି)  ଶିମିଳିପାଳର କୋର ଏରିଆ କୁହାଯାଉଥିବା ଗୁରୁଣ୍ଡିଆ ସେକସନ ର ଜେନାବିଲ ଠାରେ ଆଜି ଏକ ଛୁଆ ଦନ୍ତା ହାତୀ ର ମୃତଦେହ କୁ  ବନବିଭାଗ ପକ୍ଷରୁ ଠାବ କରାଯାଇଅଛି । ମୃତ ହାତୀର ବୟସ ପାଖାପାଖି ୭ ରୁ ୮ ବର୍ଷ ମଧ୍ୟରେ…

ବଡ଼ବିଲ ପୋଲିସକୁ ବଡ ସଫଳତା : ୪୮ ଘଣ୍ଟା ମଧ୍ୟରେ ପଞ୍ଚବଟି ଆପାର୍ଟମେଂଟ ଲୁଟର କଲା ପର୍ଦାଫାଶ

ବଡ଼ବିଲ(ଚିତ୍ତରଞ୍ଜନ କର)  ବଡ଼ବିଲ ପୋଲିସକୁ ମିଳିଛି ଏକ ବଡ ସଫଳତା | ଗତ ଜାନୁଆରୀ ମାସ ୩୧ ତାରିଖରେ ବଡ଼ବିଲ ସ୍ଥିତ ପଞ୍ଚବଟି ଆପାର୍ଟମେଂଟରେ ରହୁଥିବା ବିନୀତ ବଂସଲଙ୍କ ବାସଭବନରୁ ହୋଇଥିବା ଲୁଟ ଘଟଣାର ପର୍ଦାଫାଶ କରି ୪ ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ ମାତ୍ର ୪୮ ଘଣ୍ଟା ଭିତରେ ।…

ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର: ହତ୍ୟା ସନେ୍ଦହରେ ସ୍ୱାମୀ ଥାନାରେ ଅଟକ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା  ବେତନଟୀ ଥାନା ଅନ୍ତର୍ଗତ ମହୁଲିଆ(ଇନ୍ଦୀରାନଗର) ଜଙ୍ଗଲରେ ଏକ ମହିଳାର ମୃତ ଦେହ ପଡ଼ିଥିବାର ସ୍ଥାନୀୟ ଜନସାଧାରଣ ଦେଖିବାକୁ ପାଇ ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ…

ବେରୋଜଗାରଙ୍କ ନିଯୁକ୍ତି ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ଜିଲ୍ଳା ପରିଷଦ ସଭ୍ୟାଙ୍କୁ ଅଶାଳୀନ ବ୍ୟବହାରକୁ ନିନ୍ଦା  ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଜିଲ୍ଳାରେ ଦିନକୁ ବଢି ଚାଲିଥିବା ବେରୋଜଗାରକୁ ରାଜ୍ୟ ସରକାର ନିଯୁକ୍ତି ଯୋଗାଇବାରେ ବିଫଳ ହୋଇଛି । ପାଠ ପଢି ଶିକ୍ଷିତ ବେକାର ଯୁବକ କୋଉଠି ରିକ୍ସା ଟାଣୁଛି ତ ଆଉ କିଏ ପର ପାଖରେ ଗୋଲାମୀ କରୁଛି । ଆଉ…