ବଡ଼ବିଲ ପୋଲିସ ହାତରେ ଦୁଇ ବାଇକ ଚୋର 

0

ବଡ଼ବିଲ/ଚିତ୍ତ ରଞ୍ଜନ କର : ବଡ଼ବିଲ ପୋଲିସ ହାତରେ ପଡିଛନ୍ତି ଦୁଇଜଣ ବାଇକ ଚୋର | ସେମାନଙ୍କ ଠାରୁ ୪ଟି ମୋଟର ସାଇକଲ ଜବତ କରିଛି  ପୋଲିସ | ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ବିମଳ ନାଏକ (୩୭) ଓ ନାଥ ମୁଣ୍ଡା | ଦୁହେଁ ବି ହଟିଙ୍ଗର ସେରେଣ୍ଡା ଗ୍ରାମ ନିବାସୀ | ବଡ଼ବିଲ ପୋଲିସ କେଶ ନମ୍ବର ୪୯/୧୯ ରୁଜୁ କରି ତଦନ୍ତ ଜାରି ରଖିଛି | 

Leave A Reply

Your email address will not be published.