ସଡକ ଦୁର୍ଘଟଣା, ୨ ମୃତ ଅଘଟଣ By SPNEWS On Feb 21, 2019 0 Share କୋମନା(ଭାଗିରଥି ଭୋଇ) – ନୂଆପଡା ଜିଲ୍ଲା କୋମନା ବ୍ଲକ ଜଲମକଟାରେ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ବୁଦ୍ଧିକୋମନା ଗ୍ରାମର ବିବେକାନନ୍ଦ ବାଗ ଓ ରିଟର୍ଣ୍ଣ ହଂସ ବୋଲି ଜଣାପଡିଛି । ଗତକାଲି ବିଲମ୍ବିତ ରାତିରେ ଏହି ଘଟଣା ଘଟିଛି । 0 Share FacebookTwitterGoogle+ReddItWhatsAppPinterestEmail