ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ଗୁରୁବାର ରାତି ୮ ଟାରେ ରେଢ଼ାଖୋଲ ରେଳଷ୍ଟେସନ ନିକଟରେ ପୁଲିସ୍ ଚଢ଼ାଉ କରି ୨୧ କିଲୋ ଗଞ୍ଜେଇ ସହ ମଧ୍ୟପ୍ରଦେଶ କଟନି ଜିଲ୍ଲା ବରହି ଥାନା ଅନ୍ତର୍ଗତ ହରତୋଲାର ବିଜୟ କୁମାର ପଟେଲ(୨୪)କୁ ଗିରଫ କରିଛି lପୁଲିସ କେସ ନମ୍ବର ୩୫ରେ ଏକ ଏନଡ଼ିପିଏସ ମାମଲା ରୁଜୁ କରିଛି l ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l ବୌଦ୍ଧ ଅଞ୍ଚଳରୁ ଗଞ୍ଜେଇ ଅଣାଯାଇ ଏଠାରୁ ଟ୍ରେନରେ ଚାଲାଣ ହେବ ବୋଲି କୌଣସି ସୂତ୍ର ରୁ ଖବର ପାଇ ରେଢ଼ାଖୋଲ ପୁଲିସ ରେଳ ଷ୍ଟେସନ ନିକଟରେ ଚଢ଼ାଉ କରିଥିଲା l ପୁଲିସ କୁ ଦେଖି ଉକ୍ତ ଯୁବକ ଇତଃସ୍ତତ ହେବା ଦେଖି ପୁଲିସ ତାକୁ ଧରି ତା ବ୍ୟାଗ ତଲାସ କରିଥିଲ
Sign in
Sign in
Recover your password.
A password will be e-mailed to you.