Browsing Category

ଅଘଟଣ

 ଖଣି ଅଂଚଳରେ ଜଳ ବିଭାଜିକା ଯୋଜନାରେ ବ୍ୟାପକ ଘୋଟଲା 

ସୁକିନ୍ଦା / ସନାତନ ମହନ୍ତ : ସୁକିନ୍ଦା ବ୍ଲକ ର କାଙ୍କଡ଼ ପାଳ, ରଂlସୋଳ, କାଳିଆପାଣି, କଂସ ଏବଂ ଚିଙ୍ଗୁଡ଼ିପାଳ ପଂଚାୟତରେ ଜଳ ବିଭାଜିକା ଯୋଜନାରେ ବହୁତ ଗୁଡିଏ ଜଳ ପ୍ରକଳ୍ପ ଏବଂ ପୋଖରୀ ଖୋଳା ଚାଲିଛି l ତେବେ ଏଠାକାର ସ୍ଥାନୀୟ ବାସିନ୍ଦା ଏବଂ ସରକାର ଙ୍କର ଜଳ ବିଭାଜିକା ଯୋଜନାରେ ନିଯୁକ୍ତ…

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଶବ ଉଦ୍ଧାର 

ସୋହେଲା(ଶାସକପ୍ରଶାସକ)-ସୋହେଲା ଥାନା ମରେକେଲ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପର ଜଣେ କାର୍ଯ୍ୟରତ କର୍ମଚାରୀଙ୍କ ଶବକୁ ପୋଲିସ ଜବତ କରିଛି । ମୃତକ ଜଣ ହେଲେ ଭେଡେନ ଥାନା ଅନ୍ତର୍ଗତ ପିପିଲିପାଲି ଗ୍ରାମର ଅଶୋକ ପଟେଲ(୩୩) । ଅଶୋକ ଆଜକୁ ଏକ ବର୍ଷରୁ ଉଦ୍ଧ୍ୱର୍ ହେବ କ୍ୟାସିୟର ଭାବରେ ଏହି…

ଯୌତୁକ  ଜନିତ ଆତ୍ମହତ୍ୟା ମାମଲାରେ ସ୍ୱାମୀ ଓ ଶାଶୁକୁ ଜେଲ ଓ ଜୋରିମାନା

ବାରିପଦା(ଦିଲ୍ଲୀପ ମହାନ୍ତି) - ଆଜି ଏକ ଯୌତୁକ  ଜନିତ ଆତ୍ମହତ୍ୟା ମାମଲାର ବିଚାରକରି ସହକାରୀ ସେସନ ଜଜ୍ ଡାଃ. ଈି. ସୁଜାତା ଅଭିଯୁକ୍ତ ସ୍ୱାମୀ ଏବଂ ଶାଶୁକୁ ଦୋଷୀ ସାବ୍ୟସ୍ତ କରାଇ ଉଭୟ ଜେଲଦଣ୍ଡ ଓ ଅର୍ଥଦଣ୍ଡର ରାୟ ଶୁଣାଇଛନ୍ତି । ଅଭିଯୁକ୍ତମାନେ ହେଲେ ମୟୁରଭଞ ଜିଲା  ବେତନଟୀ ଥାନା…

ମଣିଷ ପାଲଟୁଛି ଅସୁର, ନାବାଳିକା ହେଉଛି ଶିକାର :ଛି,,,,ଏମାନଙ୍କୁ ତାଲିବାନୀ ଆଚରଣ  ଦରକାର 

ବାରିପଦା(ଦିଲ୍ଲୀପ ମହାନ୍ତି )- ବର୍ତ୍ତମାନର ଅତ୍ୟାଧୁନିକ ସମାଜ ସମସ୍ତ କ୍ଷେତ୍ରରେ ବିକାଶ ଓ ପ୍ରଗତି କ୍ଷେତ୍ରରେ ଅଗ୍ରସର ହେଉଛି । ଦେଶରେ ଶିକ୍ଷାର ପ୍ରଗତି ଆଗକୁ ଆଗକୁ ମାଡ଼ି ଚାଲିଛି । କିନ୍ତୁ ଏହି ଶିକ୍ଷିତ ସମାଜ ମଧ୍ୟରେ କେତେକ ବିଶୃଙ୍ଖଳିତ ତଥା ଉତ୍ସୃଙ୍ଖଳିତ ଯୁବକ ସେମାନଙ୍କର…

କଣ୍ଟାପଡ଼ା ଗ୍ରାମରୁ ଚୋରା ଗଞ୍ଜେଇ ଜବତ,ଜଣେ ଗିରଫ ।

ତିର୍ତ୍ତୋଲ/ରମେଶ ମହାନ୍ତି :  ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ପଞ୍ଚାୟତର  କଣ୍ଟାପଡା ଗ୍ରାମରେ ଦୀର୍ଘଦିନ ଧରି ଚୋରା ଗଞ୍ଜେଇ ବିକ୍ରି ହୋଇ ଆସୁଥିଲେ ମଧ୍ୟ ଏଥି ପ୍ରତି କେହି ଦୃଷ୍ଟି ଦେଉ ନଥିଲେ । ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ଗତ ସୋମବାର ଦିନ ଏ ସମ୍ପର୍କରେ ଜିଲ୍ଲା…

ଏମିତି ବି ଆସେ ମୃତ୍ୟୁ ………

ପାଇକମାଲ :- ବରଗଡ ଜିଲ୍ଲା  ପାଇକମାଲ ର ମନମାଣ୍ଡୋସିଲ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଡୁମେରବାହାଲ ଗ୍ରାମର ସେବକ ପଟେଲ(୫୮) ଏକ ବାଇକ ରେ ମାଣ୍ଡୋସିଲ ଗ୍ରାମ କୁ ଆସିଥିଲେ । ବାଇକ ଚଳାଉଥିବା ସମୟରେ ହଟାତ ତାଙ୍କୁ ଇପିଲେପ୍ସି(ଅପସ୍ମାର,ସ୍ଥାନୀୟ ଭାଷାରେ ଏହାକୁ ହାପର ବୋଲି…

ଡ୍ରେନରେ ବୃଦ୍ଧାଙ୍କ ଗଳିତ ଶବ 

 ଜି ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ  ଘୁ ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପାଖ ସେଣ୍ଟ ଭିନୀସନ୍ତ ଇଂଲିଶ ମିଡିୟମ ବିଦ୍ୟାଳୟ ସାମନା ଡ୍ରେନରୁ ଜଣେ ବୃଦ୍ଧାଙ୍କ ମୃତ ପଡିଥିବା  ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ | ବୃଦ୍ଧାଙ୍କ ନାମ ରଥ ପ୍ରଧାନ ବୋଲି ଜଣା…

ବଳିଢ଼ିପା ଜଙ୍ଗଲରେ ଯୁବତୀର ଝୁଲନ୍ତା ଗଳିତ ଶବ ଉଦ୍ଧାର- ହତ୍ୟା ସନ୍ଦେହ

ଝାରବନ୍ଧରୁ ସଦାନନ୍ଦ ବେହେରା:- ବରଗଡ଼ ଜିଲ୍ଲା ଝାରବନ୍ଧ ପୋଲିସ ଗୋଟିଏ ଯୁବତୀର ଗଳିତ ଶବ ଉଦ୍ଧାର କରିଛି। ପୋଲିସ ସୂଚନା ଅନୁସାରେ ଝାରବନ୍ଧ ନିକଟରେ ବଳିଢ଼ିପା ଜଙ୍ଗଲରେ ଗୋଟିଏ ଯୁବତୀର ଶବ ଝୁଲୁଥିବା କିଛି ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ ସୂଚନା ଦେଇଥିଲେ। ଗତ ନଭେମ୍ବର ରୁ ଲେର୍ଗା ବାସୁଦେବ…

 ଲାଜରେ ମୁଣ୍ଡ  ତଳକୁ ହୋଇଯାଉଛି, ଏ ଶିକ୍ଷକମାନେ ଦୃଷ୍ଟିହୀନ ନା ଦାୟିତ୍ବହୀନ !!! 

        ୬ ବହିଷୃତ,ପ୍ରଧାନ ଶିକ୍ଷୟତ୍ରୀ ସମେତ ୪ ନିଲମ୍ବିତ, ଅଭିଯୁକ୍ତ ଗିରଫ  କନ୍ଧମାଳ/ ଗଗନ କୁମାର ପ୍ରଧାନ : ସତରେ ...ଲାଜରେ ମୁଣ୍ଡ ତଳକୁ ହୋଇଗଲା ଭଳି ଘଟଣା | ଆମେତ ଆଶ୍ଚର୍ଯ୍ୟ ହେଉଛୁ ସେ ଆବାସିକ ବିଦ୍ୟାଳୟରେ କାର୍ଯ୍ୟରତ ବା ଦାୟିତ୍ୱରେ ଥିବା ଶିକ୍ଷକ, କର୍ମଚାରୀ ଦୃଷ୍ଟିହୀନ ନ…

ଥାନା ଅଧିକାରୀ ଗୁଣପୁର ବାର୍ କାଉନସିଲ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ  

ଗୁଣପୁରରୁ ସିଦ୍ଧାର୍ଥ ଦାଶ :  ଅବିଭକ୍ତ କୋରାପୁଟ ଜିଲ୍ଲା ଠାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗୁଣପୁର ଓକିଲ ସଂଘ ପକ୍ଷରୁ ଗତ ତା ୧୮ /୧୨/୨୦୧୮ ରିଖ ଦିନ ଗୁଣପୁର ବନ୍ଦ ଡାକରା ଦିଆଯାଇଥିଲା ।   ଏହି ଡାକରା ଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ ଗୁଣପୁର ସହର ବାସୀ , ବ୍ୟବସାୟୀ…