Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ପ୍ରେମୀ ଯୁବକ ଯୁବତୀ ଙ୍କର ମୃତ ଦେହ ଉଦ୍ଧାର।
ହାଟଡିହି/(ମକରଧ୍ବଜ ଯେନା) କେଉଁଝର ଜିଲ୍ଲା ଆନନ୍ଦପୁର ଭଦ୍ରକ ରାସ୍ତା ର ତରତରା ଛକ ନିକଟରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଜଣାପଡିଛି ଯୁବକଙ୍କ ଘର ଦଧିବାବନପୁର ହୋଇଥିବା ବେଳେ ଯୁବତୀ ହାଟଡିହି ବ୍ଲକର ଅନ୍ତର୍ଗତ ରତକଣା ଗ୍ରାମର ବୋଲି ଜଣାପଡ଼ିଛି।…
ନିଜ ଘର ପାଖ ପୋଖରୀରେ ବୁଡି ଦୁଇ ଭାଇଙ୍କର ଅକାଳ ମୃତ୍ୟୁ
ନୟାଗଡ଼ (ବିଶ୍ୱଜିତ ନାୟକ) - ପବିତ୍ର ଗଣେଶ ଚତୁଥିରେ ଚାରିଆଡେ ବଡ଼ ଆଡମ୍ବରରେ ପୂଜାର୍ଚ୍ଚନା ଚାଲିଥିବାବେଳେ ଅତି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ସଦର ଥାନା ଅନ୍ତର୍ଗତ ଶଠିଆପଲ୍ଲି ଗ୍ରାମରେ । ନିଜ ଘର ପାଖ ପୋଖରୀରେ ବୁଡି ଦୁଇ ଭାଇଙ୍କର ଅକାଳ ମୃତ୍ୟୁ ଘଟିଛି । ସତେଯେପରି ସ୍ତବ୍ଧ ହୋଇପଡିଛି…
ମାଛ ଧରିବା ହେଲା କାଳ l
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- କ୍ଷଣିକ ସୁଖ ପାଇଁ ମଣିଷ ବେଳେ ବେଳେ ଯେଉଁ କାର୍ଯ୍ୟ କରିବସେ ତାହାପାଇଁ ସିଏ ଜୀବନ ସାରା ଭାବିବାକୁ ପଡିଥାଏ l ଏମିତି ଏକ ଘଟଣା ଘଟିଛି ମାହାଙ୍ଗା ବ୍ଲକ ପୋଡାମରାଇ ଅଞ୍ଚଳରେ l ଜାଲ ପକାଇବାକୁ ଯାଇ ଜଣଙ୍କର ମୃତ୍ୟ ଘଟିଛି । ପୋଡ଼ାମରାଇ ଗ୍ରାମ ପଞ୍ଚାୟତ…
ରାଉରକେଲା ଇସ୍ପାତ ମାର୍କେଟ ଅର୍ବାନ ବ୍ୟାଙ୍କ ନିକଟରେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର
ରାଉରକେଲା : ଇସ୍ପାତ ମାର୍କେଟ ନିକଟସ୍ଥ ଅର୍ବାନ ବ୍ୟାଙ୍କ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ଏହି ଅଚିହ୍ନା ବ୍ୟକ୍ତି ଜଣକ କିଏ ଓ ଏଠାରେ ତାଙ୍କର ଶବ କିପରି ମିଳିଲା ସେ ସଂପର୍କରେ ସେକ୍ଟର ୧୯ଥାନାଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଯଦି କୌଣସି…
ଗୁଣି ଗାରେଡ଼ି ସନ୍ଦେହରେ ଜଘନ୍ୟ କାଣ୍ଡ, ହତ୍ୟାପରେ ମହିଳାଙ୍କ ମୃତଦେହ ନଦୀରେ ଭସେଇ ଦେଇଥିଲେ ଅଭିଯୁକ୍ତ
ରାଉରକେଲା(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର ପଙ୍କଡ଼ିହି ନିକଟ ଜଡ଼ାଗାଁରେ ଅଭାବନୀୟ କାଣ୍ଡ । ମୁନି ଓରାମ ନାମକ ବୃଦ୍ଧା ଗତ ୧୮ ତାରିଖ ଜନ୍ମାଷ୍ଟମୀରୁ ନିଖୋଜ ଥିବା ବେଳେ ପରିବାର ଲୋକେ ଖୋଜା ଖୋଜି କରିବା ପରେ ପାଇନଥିଲେ । ଏନେଇ ଗୁରୁଣ୍ଡିଆ ଥାନାରେ ଏତଲା…
ମହିଳା ପୁଲିସ୍ ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣା, ଧାରଣାରେ ପରିବାର୍
ଘୁ.ଉଦୟଗିରି(ଗଗନ କୁମାର ପ୍ରାଧାନ): ଗତକାଲି ଘୁ .ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ପୁଲିସ୍ ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି l ମୃତ ଏସ୍ଆଇଙ୍କ ପରିବାର ଲୋକେ ଘୁ.ଉଦୟଗିରିରେ ପହଁଚିବା ପରେ ଏସ୍ଆଇ ସ୍ବାଗତିକାଙ୍କ…
ଘୁ.ଉଦୟଗିରି ମହିଳା ଏସଆଇଙ୍କ ଝୁଲନ୍ତା ମୃତ ଦେହ ଜବତ,
ଥାନାଧିକାରୀଙ୍କ ନିର୍ଯ୍ୟାତନା ସହିନ ପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ପୁଲିସ ଥାନାର ମହିଳା ପୁଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଝୁଲନ୍ତା ମୃତ ଦେହ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି I…
ପୋଲିସକୁ ଚକମା ଦେଇ ଫେରାର ମାରିଥିବା ହତ୍ୟାକାରୀ ଗିରଫ
ଟିଟିଲାଗଡ଼ ବହୁ ଚର୍ଚିତ ଲିଜା ଡାକୁଆ ହତ୍ୟା ଘଟଣା ର ହେଲା ପର୍ଦାଫାଶ...
ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର : ତିନି କୋଣିଆ ପ୍ରେମ ସମ୍ପର୍କ କୁ ନେଇ ଘଟିଯାଇଥିଲା ଏକ ଜଘନ୍ୟ ହତ୍ୟା କାଣ୍ଡ l ଜଣେ ବିବାହିତ ମହିଳା ସହ ଦୁଇ ଜଣ ଯୁବକ ପ୍ରେମ କରୁଥିବା ବେଳେ ଉଭୟେ ଉକ୍ତ ମହିଳା ସହ ଶାରୀରିକ…
ଯୌତୁକ ଦାବୀ କରି ବୋହୁକୁ ମାରିଦେଲେ
ଭଦ୍ରକ, ସୀତାକାନ୍ତ ପାଢ଼ୀ -:ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ଗ୍ରାମରେ ଯୌତୁକ ପାଇଁ ନବ ଵିଭାହିତା ମହିଳା ଙ୍କୁ ଶଶୁର ହତ୍ୟା କରିଥିବା ଅଭିଯୋଗ ହୋଇଛି Iସୂଚନା ଅନୁଯାଇ ଯାଜପୁର କୁଆଖିଆ ବରଜଙ୍ଗ ଅଂଚଳ ର ଲଷ୍ମୀଧର ଦଳାଇ ଙ୍କ ଝିଅ ପ୍ରିୟଙ୍କା ଦଳାଇ ଗତ ଜୁନ 7 ରେ ବୈଦିକ ରୀତିରେ…
ନିଶ୍ଚିନ୍ତକୋଇଲି ବସଷ୍ଟାଣ୍ଡ ମାର୍କେଟରେ ଘଟିଛି ଅଘଟଣ : ହତ୍ୟା ସନ୍ଦେହ
ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ )- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବସଷ୍ଟାଣ୍ଡ ନିକଟରେ ଘଟିଛି ଦୁର୍ଘଟଣା l ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି l ହତ୍ୟା ନାଁ ଆତ୍ମହତ୍ୟା ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଜୀବନରୁ ମାରିକି ଟାଙ୍ଗୀ…