Browsing Category

ଅଘଟଣ

ନାଟକୀୟ ଢଙ୍ଗରେ ଦୁର୍ଦ୍ଦାନ୍ତ  ଡ଼କାୟତ ବାବୁଲୁ ଗିରଫ  

ଟିଟିଲାଗଡ଼(ସୁନୀଲ ବେହେରା)  ଦୀର୍ଘଦିନ ଧରି ଫେରାର ହୋଇଥିବା ଜିତୁ ମୋର୍ଟେଲ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅପରାଧି ଦୁର୍ଦ୍ଧାନ୍ତ ଡ଼କାୟତ ବବଲୁ ଓରଫ ବାବୁଲୁ ମହାନନ୍ଦକୁ ଗତ ୨୬ତାରିଖ ସଂଧ୍ୟାରେ ପୁଲିସ ଗିରଫ କରଛି । ବାବୁଲୁ ଟିଟିଲାଗଡ଼ ପଟରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ବେଳେ ସଇଁତଲା…

ଦଳମତ ନିର୍ବିଶେଷରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

 ବାରିପଦା ବିଜୁ ଭବନରେ ଚୈତନ୍ୟ ପ୍ରସାଦଙ୍କ ମର ଶରୀରକୁ ଶେଷ ଦର୍ଶନ କଲେ ଶତାଧିକ ଜନତା ବାରିପଦା/ଦିଲ୍ଲୀପ ମହାନ୍ତି :  ଦିବଙ୍ଗତ ରାଜ ନେତା ତଥା ଭଞ୍ଜ ମାଟିର ଲଢୁଆ ପୁଅ ଚୈତନ୍ୟ ପ୍ରସାଦ ମାଝୀଙ୍କ ପାର୍ଥିବ ଶରୀର ସୋମବାର ରାତି ପ୍ରାୟ 8ଟା ସମୟରେ ବାରିପଦା ବିଜୁ ଭବନରେ ପହଞ୍ଚିଥିଲା ।…

ଲଢେଇ ସାରି ବାହୁଡ଼ି ଗଲେ ଭଞ୍ଜଭୂମିର ଲଢୁଆ ପୁଅ 

୯୦ ବର୍ଷ ଆୟୁରେ ଇହଲୀଳା ସମ୍ବରଣ କଲେ ପୂର୍ବତନ ମନ୍ତ୍ରୀ ଚୈତନ୍ୟ ମାଝୀ ବାରିପଦାରୁ ଦିଲ୍ଲୀପ ମହାନ୍ତି  ଓଡିଶା ରାଜନୀତିରେ ଏକ ସଶ୍ରଦ୍ଧ ଉଚ୍ଚାରଣ, ନୀତି ନିଷ୍ଠ ଜନନେତା,  ଭଞ୍ଜ ମାଟିର ଲଢୁଆ ପୁଅ ତଥା ଜଣାଶୁଣା ଶିକ୍ଷା ସଂସ୍କାରକ ଶ୍ରୀଯୁକ୍ତ ଚୈତନ୍ୟ ପ୍ରସାଦ ଆଉ ନାହାନ୍ତି | ଆଜି…

ବଜାରକୁ କିଣାକିଣି ପାଇଁ ଯାଉଥିଲେ, ଆଉ ଫେରିଲେନି : ବସ ଧକ୍କାରେ ଚାଲିଗଲା ବୄଦ୍ଧାଙ୍କ ଜୀବନ 

ବରଗଡ ଜିଲ୍ଲା ପ୍ରତିନିଧି ନୀଳ ଦୀପଙ୍କ ଠାରୁ  ପଦ୍ମପୁର ବରଗଡ଼ ରାସ୍ତା ବାରିହାପାଳି ଛକ ଠାରେ ଏକ ଘରୋଇ ବସ ଧକ୍କା ରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇ ଯାଇଛି। ବୃଦ୍ଧ ଜଣକ ବାରିହାପଲି ନିକଟ ଖୁଜେନ ଗ୍ରାମର ନିର ସ୍ୱାଇଁ (୬୨) ବୋଲି ଜଣା ପଡିଥିବା ବେଳେ ସେ ବାରିହାପାଳି ଠାରେ ବସିଥିବା…

କାର ପୋଡ଼ି ଅଭିଯୋଗରେ ୨ ଅଭିଯୁକ୍ତ ଜେଲ ଗଲେ

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କଦଳୀଗଡ଼ ପଞ୍ଚାୟତ ଅନ୍ତର୍ଗତ ପଣ୍ଡକିମାଲ ଗ୍ରମରେ ଶୁକ୍ରବାର ରାତିରେ ଏକ ଫୋର୍ଡ଼ କାରକୁ ନିଆଁ ଲଗାଇ ପୋଡ଼ିବା ଅଭିଯୋଗରେ ରେଢ଼ାଖୋଲ ଥାନା ପୋଲିସ ୨ ଜଣ ଙ୍କୁ ଗିରଫ କରିଛି l ଅଭିଯୁକ୍ତ ମାନେ ହେଲେ…

ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ୍

  ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ଦିର୍ଘ ୨ବର୍ଷ କାଳ ଯୁବତୀଙ୍କ ସହ ଶାରାରିକ ସମ୍ପର୍କ ରଖିଲେ l ବିବାହ କରି ଘରକୁ ବୋହୂ କରି ନେବେ ବୋଲି କଥା ବି ଦେଇଥିଲେ lହେଲେ ଦିନ ଗଡ଼ିଲା ସିନା , ଯୁବତୀଙ୍କୁ ବିବାହ କଲେନି l ବରଂ ଆଉ ଜଣେ ଯୁବତୀଙ୍କୁ ବିବାହ କରିବାକୁ ବାହାରି ଥିଲେ l…

ତରଜଙ୍ଗା ପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ ବାଇକ୍ ଧକ୍କାରେ ମୃତ୍ୟୁ, କଟକ-ପାରାଦ୍ଵୀପ ରାସ୍ତା ଅବରୋଧ

ତିର୍ତ୍ତୋଲ/ରମେଶ ମହାନ୍ତି  :ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ତରଜଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ରମାକାନ୍ତ ରାଉତରାୟ(ଟୁକୁନି)ଙ୍କର ଆଜି ଏକ ବାଇକ୍ ଧକ୍କାରେ ମୃତ୍ୟୁ ଘଟିଛି।ସୂଚନାନୁଯାୟୀ ରବିବାର ସକାଳ ପ୍ରାୟ ସାଢ଼େ ୮ଟା ସୁଦ୍ଧା କଟକ-ପାରାଦ୍ବୀପ ରାସ୍ତାର ତରଜଙ୍ଗା ସ୍କୁଲ୍ ସମ୍ମୁଖରେ ଦୃତ…

ଭାରସାମ୍ୟ ହରାଇ ଓଲଟିଲା ଟେମ୍ପୋ:୪ ଆହତ

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ:  ରାଞ୍ଚି-ବିଜୟଓ୍ୱାଡ଼ା ଜାତୀୟ ରାଜପଥ ତଥା ରେଢ଼ାଖୋଲ ବୌଦ୍ଧ ରାସ୍ତାର ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ଛକ ନିକଟସ୍ଥ ବୁଲାଣିଆ ରେ ଆଜି ଅପରାହ୍ନ ସାଢ଼େ ୩ ଟାରେ ଏକ ଟେମ୍ପୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଚାଳକ ସମେତ ୪ ଜଣ ଆହତ ହେଇଛନ୍ତି…

ନକ୍ସଲଙ୍କ ହାତଲେଖା ଧମକ ପୂର୍ଣ୍ଣ ପୋଷ୍ଟର, ଟାର୍ଗେଟରେ ପଦ୍ମପୁର ତହସିଲଦାର

 ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ପଦ୍ମପୁର କଲେଜ ରୋଡ ରେ ନକ୍ସଲଙ୍କ ହାତଲେଖା ଧମକ ପୂର୍ଣ୍ଣ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ନକ୍ସଲ ଙ୍କ ଘୁମୁସୁର ନାଗାବଳି ଡିଭିଜନ ତରଫରୁ ଏହି ପୋଷ୍ଟର ଲଗାଯାଇଛି । ଏହି ପୋଷ୍ଟର ରେ ପଦ୍ମପୁର ତହସିଲଦାର ଙ୍କୁ ଦଣ୍ଡ ଦିଆଯିବା ନେଇ…

 ବିଜୟ ଓ୍ୱାଡ଼ାର ପଥର ଖାଦାନ ମେସିନ ରେ ଚାପି ହୋଇ ଦାଦନ ଶ୍ରମିକଙ୍କ ମୁତ୍ୟୁ, ମୁତ ଦେହ ଫେରିଲାନି ଗାଁ କୁ

ବନ୍ଧା ପଡ଼ିଛନ୍ତି ୧୦ ରୁ ଉର୍ଦ୍ଧ ଶ୍ରମିକ : ପ୍ରଶାସନର ଦରଦ ନାହିଁ, ପରିବାରରେ ଶୋକା କୁଳ ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଗରଗଡବାହାଳ ପଞ୍ଚାୟତ କୂଆଖୋଲ ଗ୍ରାମର ମୁନା ପ୍ରଧାନ ସୁଦୂର ଆନ୍ଧ୍ରପ୍ରଦେଶ ରାଜ୍ୟ ର ବିଜୟ ଓ୍ୱାଡ଼ା ରେ ଦାଦନ…