Browsing Category

ଅଘଟଣ

 ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 3 ମୃତ 

ବରଗଡ଼ :- ଆଜି ସନ୍ଧ୍ୟାରେ ପଦ୍ମପୁର ର ବାଦୀମାଲ ଠାରେ ଏକ  ମର୍ମନ୍ତୁଦ ସଡକ ଦୁଘଟଣା ଘଟି ଯାଇଛି । ଉକ୍ତ ଦୁର୍ଘଟଣା ରେ ଏକ ତେଲ ଟେଙ୍କର  OD15D 7788 ଏକ ବାଇକ କୁ ସାମ୍ନା ପଟରୁ ପିଟି ଦେବାରୁ 3 ବାଇକ ଅରୋହି ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହେଇଯାଇଥିଲା । ମୃତକ ମାନେ ହେଲେ ବଲ୍ଲଭ ନାଗ ,…

ବଣୁଆ ଭାଲୁ ଆକ୍ରମଣରେ ଜଣେ ଗୁରୁତର       

ସିନାପାଲିରୁ ନିରାକାର ମେହେର-ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତଗତ ଭାରିଆମୁଣ୍ଡା ଗ୍ରାପ ବରପଦର ଗ୍ରାମ ରେ ଅଘଟଣ ହେଇଛି ! ଏହି ଗ୍ରାମ ର ଯୁବକ ରୂପଧର ମାଝୀ ପୋଖରୀକୁ ଶୌଚ କରି ଯାଉଥିଲା ସମୟରେ ଏକ ବଣୁଆ ଭାଲୁ ଆକ୍ରମଣ କରିଛି ! ଏହି ଆକ୍ରମଣ ରେ ଯୁବକ ରୂପଧର ମାଝୀ ଗୁରୁତର ଭାବରେ ଆହତ…

 କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ବରଗଡ :-- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଭେଙ୍ଗରାଜପୁର ନିଵାସୀ ଦଳ ବରିହା ଙ୍କର ପୁଅ ପରେସ ବରିହା ଗତ କାଲି ସନ୍ଧ୍ୟା ସମୟରେ ନିଜ ବିଲକୁ ଯାଇ କୀଟନାଶକ ପିଇ ଦେଇଥିଲେ । ରାତି ପ୍ରାୟ 9ଟା ସମୟରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକ ପଦ୍ମପୁର ଡାକ୍ତର ଖାନାକୁ ନେଇଥିଲେ ।…

ବିଦ୍ରୋହୀ କାଳ, ଦେଖ, କି ହେଉଛି ଫଳ !!!

ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଗତକାଲି ବିଭିନ୍ନ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ  ଗୁଣପୁରରୁ ସିଦ୍ଧାର୍ଥ ଦାଶ: ଗତ ଗୁରୁବାର ଦିନ ବିଜେଡ଼ି ରୁ ରଘୁନାଥ ଗମାଙ୍ଗ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ହଜାର ହଜାର ସଂଖ୍ୟା ରେ ସମର୍ଥକ ଙ୍କୁ ନେଇ…

ଲଗାମ ଛଡା ଲୁଟେରା, ଲଗାତାର ଲୂଟ : ଦିନ ଦିପହର ବାଇକରୁ ଲୁଟିନେଲେ ୨୦ ହଜାର

ଓଡଗାଁ: ଓଡଗାଁ ଲକ୍ଷ୍ମୀବଜାରରେ ଷୋମବାର ଦିନ ୧୧ଟା ବେଳେ ଗୋଟିଏ ମୋପେଡ ବାଇକରୁ ୨୦ହଜାରଟଙ୍କା ଲୁଟ୍ ହୋଇଥିବା ଜଣାଯାଇଛି ।  ଘଟଣାରୁ ପ୍ରକାଶ ଏହି ଥାନା ଅନ୍ତର୍ଗତ ବାଣ୍ଠପୁର ଗ୍ରାମର ତ୍ରିଲୋଚନ  ନାଏକ  (୪୫) ଓଡଗାଁ ଗ୍ରାମବ୍ୟାଙ୍କ ଏଟିଏମରୁ  ୨୦ହଜାର ଟଙ୍କା ଉଠାଇ ବ୍ୟାଗରେ ଟଙ୍କାରଖି …

ଚିକିତ୍ସାଧୀନ ନବଜାତ ଶିଶୁ କନ୍ୟାର ମୃତ୍ୟୁକୁ  ନେଇ ଉତ୍ତେଜନା

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଏସଏନସିୟୁରେ ଥାଇ ଚିକିତ୍ସାଧୀନ ହେଉଥିବା ଏକ ନବଜାତ ଶିଶୁ କନ୍ୟାର ମୃତ୍ୟୁ ଓ ପରେ ନବଜାତ ଶିଶର ମୃତ ଶରୀରକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ପରିବର୍ତ୍ତେ ତାକୁ ସୁଇପାର…

କଂଗ୍ରେସ ଭବନ ଲଙ୍କା କାଣ୍ଡ :  କାହିଁ ପେ ନୀଗାହେ , କହିଁପେ ନିଶାନା 

ଟାଣୁଆ ଯୁବନେତାଙ୍କ କ୍ଷୋଭର ପ୍ରତିଫଳନ , "ଏକାମ୍ର ଟିକଟ" ଥିଲା ବାହାନା    ଭୁବନେଶ୍ୱର : ଟିକଟ ବଣ୍ଟନକୁ ନେଇ ସବୁ ଦଳରେ ରାଜ୍ୟ ବ୍ୟାପି ଅସନ୍ତୋଷ |  ବିଜେପି ବିଜେଡିରେ ଯେମିତି ଅସନ୍ତୋଷ କଂଗ୍ରେସରେ ବି ସେମିତି | ପିସିସି ସଭାପତିଙ୍କ ବାହାସ୍ପଷ୍ଟ " ସର୍ଭେ ହେଉଛି, କମିଟି ସ୍ୱଚ୍ଛତାର…

ଦେଶି ମଦ ଜବତ ଜଣେ ଗିରଫ

ଓଡଗାଁ(ଶ୍ରୀକାନ୍ତ ମିଶ୍ର) :  ସ୍ଥାନୀୟ କୁରାଳ ଗ୍ରାମ କଲେଜ ସାହିର ମୋହନ ଖଟେଇ(୫୨) ତାଙ୍କ କ୍ୟାବିନରେ  ଗତକାଲି ସନ୍ଧ୍ୟାରେ ବେଆଇନ ଭାବେ  ଆସ୍କାଫଟି ବିକ୍ରୀ କରୁଥିବା ବେଳେ ଓଡଗାଁ ପୋଲିସ ଅଧିକାରୀ ହରିବନ୍ଧୁ ଜଗଦେବ ଓ ସହକର୍ମୀମାନେ ମିସି ମଦ ଯବତ କରିବା ସହିତ ତାକୁ ଗିରଫ କରିବାରେ ସଫଳ…

ଓଡଗାଁ ଅଂଚଳର ୩ଟି ଲୁଟ୍ ଘଟଣାର ୩ ଲୁଟେରା ଗିରଫ

ଓଡଗାଁ(ଶ୍ରୀକାନ୍ତ ମିଶ୍ର)  : ଓଡଗାଁ ଥାନା ଅଂଚଳରେ ନିକଟରେ ଘଟିଥିବା ୩ଟି ଲୁଟ ଘଟଣାରେ ସଂମ୍ପୃକ୍ତ ୩ଲୁଟେରାକୁ ପୋଲିସ ଗିରପ କରିଛି । ଅଭିଯୁକ୍ତ ଲୁଟେରା ମାନେ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ଅସୁରଢିପା ଗ୍ରାର ବିଭୁତି ପ୍ରଧାନ ଓରଫ ରାଜା(୧୮), ବିଭୁତି ଭୁଷଣ ମଲିକ ଓରଫ ଚିକୁ(୧୯), ବିଶ୍ୱ…

 ସଡକ ଦୁର୍ଘଟଣାରେ ହେଲପର ମୃତ ଓ ଡ୍ରାଇଭର ଗୁରୁତର

ନୂଆପଡା./ ଅମିତ ପୁରୋହିତ  ; ଲଖନା ଥାନା ଅନ୍ତର୍ଗତ ଘାଟିପଡା ଠାରେ ଏକ ମାଲବାହି ଟ୍ରକ ଦୁର୍ଘଟଣା ଗ୍ରସ୍ଥ ହୋଇ ହେଲପର ର ମୃତ୍ୟୁ  ର ଘଟିଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଇଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତ୍ରୀରେ ଏକ ମାଲ…