Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ବଲାଙ୍ଗୀର : ଦୁଇ ସାମ୍ବାଦିକଙ୍କୁ ଦୁବୃର୍ତ୍ତଙ୍କ ଆକ୍ରମଣ।
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ବିଷ୍ଣୁ ମୁଣ୍ଡା ଠାରେ ଦୁଇ ସାମ୍ବାଦିକଙ୍କୁ ଦୁବୃର୍ତ୍ତଙ୍କ ଆକ୍ରମଣ । ସାମ୍ବାଦିକ ଚନ୍ଦ୍ରଭାନୁ ମୈଲାନା ଓ ଅମରଜିତ ବେହେରା। ସ୍ଥାନୀୟ ପାଣି ସମସ୍ଯା କୁ ନେଇ ପାଣି ଟାଙ୍କିର ଭିଡିଓ ନେଉଥିବା ସମୟରେ କେତେକ ଦୁର୍ବୃତ୍ତ ଗୋଷ୍ଠୀ ବଦ୍ଧ ଭାବେ ଆକ୍ରମଣ…
ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା, ରାସ୍ତା କଡରେ ଚକ ସଜାଡୁଥିବା ଡ୍ରାଇଭରଙ୍କ ଗଲା ଜୀବନ
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେଲା। ହେଲେ ଜୀବନ ହରାଇଲେ ରାସ୍ତାକଡ଼ରେ ନିଜ ଟ୍ରକ୍ର ଚକା ସଜାଡ଼ୁଥିବା ଆଉ ଜଣେ ଡ୍ରାଇଭର। ଏହି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର-ସୋନପୁର ୨୬ ନମ୍ବର ରାଜପଥର ସୁଦପଡ଼ା କଲ୍ୟାଣ ମଣ୍ଡପ ନିକଟରେ।ମୃତ ଡ୍ରାଇଭରଙ୍କ ନାଁ…
ଦେଶୀ ବନ୍ଧୁକ ଜବତ,ଜଣେ ଗିରଫ
ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ଚାରମାଳ ପୋଲିସ ମଙ୍ଗଳବାର ସଂନ୍ଧ୍ୟାରେ କିସିଣ୍ଡା ଗ୍ରାମରେ ଚଢ଼ାଉ କରି ଏକ ଚୋରା ଦେଶୀ ବନ୍ଧୁକ ଜବତ କରିଛି l ବନ୍ଧୁକ ରଖି ଥିବା ମହମ୍ମଦ ବେହେରା (୨୨)ଙ୍କୁ ପୋଲିସ ଗିରଫ କରିଛି l ଏ ନେଇ ପୋଲିସ ଦଫା ୨୫(୧)(ଖ) ରେ ଏକ ମାମଲା (ନଂ…
ବିଜେଡିରେ ବିଜେପି ପ୍ରାର୍ଥୀ ସୁଷମାରାଣୀ
ଭୁବନେଶ୍ୱର: ବାଲେଶ୍ୱର ସାଂସଦ ଶ୍ରୀ ରବୀନ୍ଦ୍ର ଜେନାଙ୍କ ନେତୃତ୍ୱରେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ସୁଷମାରାଣୀ ବିଶ୍ୱାଳ ବିଜେପି ଛାଡ଼ି ନବୀନ…
କି ଦୁଖଦ : ଜୀବନ କଣ ଜାଣିବା ଆଗରୁ ସରିଗଲା ଦୁଇ କଅଁଳ ଜୀବନ
ରାଇରଙ୍ଗପୁର-ଜୀବନ କଣ ଜାଣିବା ଆଗରୁ ଆଖି ବୁଜିଦେଲେ କୋମଳମତି ଶିଶୁ | କିଏ ଭାବିଥିଲା ଠିକାଦାରର ଦାୟିତ୍ବହୀନତା କାହାର ଜୀବନ ନେବ | ଖେଳରେ ଖେଳରେ କୌଣସି ନିଷ୍ପାପ ଜୀବନ ଚାଲିଯିବ |
http://www.youtube.com/watch?v=YC_foG1aTlA
ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ…
ବଲାଣିରେ ଚୋରା ମଦ କାରବାର : ୧୬୨ ବୋତଲ ବିଦେଶୀ ମଦ ଜବତ, ୪ ଗିରଫ
ବଡ଼ବିଲ(ଚିତ୍ତ ରଞ୍ଜନ କର): ଆଜି ବଲାଣି ପୋଲିସ ୪ଟି ସ୍ଥାନରେ ଅତର୍କିତ ଚଢ଼ାଉ କରି ୧୬୨ ବୋତଲ ବିଦେଶୀ ମଦ ଜବତ କରିବା ସହ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହ ଏକ ଆକ୍ଟିଭାକୁ ମଧ୍ୟ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଣି ଶାନ୍ତି ନଗର …
ପାଣି ଟାଙ୍କି ଓଲଟି ଜଣେ ମୃତ ଦୁଇ ଜଣ ଆହତ ।
ପଦ୍ମପୁର/ଶାସକ ପ୍ରଶାସକ )- ପଦ୍ମପୁର ପଟଣାଗଡ଼ ରାସ୍ତା ପଦ୍ମପୁର ରାଜପଡା ଠାରେ ଏକ ପାଣି ଟେଙ୍କର ଓଲଟି ଜଣେ ମହିଳା ଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଦୁଇ ଜଣ ଆହତ ଅଛନ୍ତି। ସୂଚନା ଆନୁଯାୟୀ ଝଙ୍କାର ପାଲି ଗ୍ରାମ ର ତାରାବତୀ ସାହା(୪୮), ସୁବର୍ଣ୍ଣ ସାହା(21),ଓ ଦୈମତୀ ଡ଼ନସନା(୩୮) କୌଣସି…
ଜୀବନର ଦୁଇବୁନ୍ଦା ପାଇଁ ଯାଉଥିଲା କୁନି ଝିଅ, ହେଲେ ହାତ ଧରି କୋଳାଇ ନେଲା ମୃତ୍ୟୁ
ବାରିପଦା(ଦିଲ୍ଲୀପ ମହାନ୍ତି )- ପୋଲିଓ ବୁନ୍ଦା ଖାଇବାକୁ ଯିବା କାଳ ହେଲା । କୁଳିଅଣା ଥାନା ଅନ୍ତର୍ଗତ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର ବାଇଗଣବାଡ଼ିଆ ଛକ ନିକଟରେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ସଡ଼କ ଦୁର୍ଘଟଣାରେ ଜୀବନ ହରାଇଛି ମଦନ ସୋରେନଙ୍କ…
ଘଟିଲା ଅଘଟଣ, ଚାଲିଗଲା ପ୍ରାଣ
ଘୁ . ଉଦୟଗିରି/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ କାନବଗିରି ଠାରେ ଏକ ଅଜଣା ଗାଡି ଚଡି ଯାଇ କୋତୋଡଗାଣ୍ଡା ଗ୍ରାମର ବିଘ୍ନରାଜ ପ୍ରଧାନ(40) ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି .| ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା …
ଗ୍ୟାସ ଟାଙ୍କି ଫାଟି ୪ ଗୁରୁତର
ବଡ଼ସାହି/ସାନକେରକ( ଦିଲ୍ଲୀପ ମହାନ୍ତି ) ବଡ଼ସାହି ଥାନା ତଥା ବ୍ଳକ ଅନ୍ତର୍ଗତ ସାନକେରକ ପଞ୍ଚାୟତର ଜଡିପାଳ ଗ୍ରାମରେ ଆଜି ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ୬ ବଖରା ଘର ପୋଡି ଧ୍ବଂସ ହୋଇଯାଇଛି। ଏଥିସହିତ ନିଆଁ ଲିଭାଇବାକୁ ଆସିଥିବା ଗ୍ରାମର ୪ ଜଣ ଗ୍ୟାସ ଟାଙ୍କି ଫାଟିବାରେ ଗୁରୁତର ହୋଇ…