Browsing Category

ଅଘଟଣ

ସୁନ୍ଦରଗଡ଼ରେ ପୁଣି ହାତୀ ଆତଙ୍କ 

ସୁନ୍ଦରଗଡରୁ ହୋରଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର ରାଣୀବଗିଚା ଦେଇ ଆଜିସକଳୁ ସର୍ଗ ଦୁଆର ଏରିଆ ରେ ହାତୀକୁ ଦେଖିଲୋକମାନେ ଆତଙ୍କିତ ହୋଇ ପ୍ରବଳ ମାତ୍ରାରେ ଭୟ ଭିତ ହୋଇ ଯାଇଛନ୍ତି ,କିଛି ଦିନ ଆଗର ସେପରି ହାତୀ ପଲରୁ ଗୋଟେ ଦନ୍ତା ହାତୀ ସୁନ୍ଦରଗଡ଼ ଟାଉନ ପରିସରରେ ମିସନ ଚର୍ଚ୍ଚ ଭିତର ପଶି…

ବେଆଇନ ଦେଶୀ ମଦ କାରବାରକୁ ରୋକିବାକୁ ଅଣ୍ଟା ଭିଡିଲା ବଡ଼ବିଲ ପୋଲିସ, ଦୁଇ ମଦ ଚାଲାଣକାରୀ ଗିରଫ 

ବଡ଼ବିଲ(ଚିତ୍ତରଞ୍ଜନ କର ) : ବଡ଼ବିଲ ପୋଲିସ ଆଜି ଏକ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଆଡ୍ଡ଼ାରେ ଚଢ଼ାଉ କରି ୧ ହଜାର ଲିଟରରୁ ଉର୍ଦ୍ଧ ମହୁଲି ମଦକୁ ନଷ୍ଟ କରିଥିବାର ଜଣାପଡିଛି। ବଡ଼ବିଲ ଉପକଣ୍ଠରେ ଥିବା ସାନ୍ତବାହାଳ ଜଙ୍ଗଲ ଅଞ୍ଚଳରେ କାରୋ ନଦୀ କୂଳରେ ଦେଶୀ ମଦ ମହୁଲି ପ୍ରସ୍ତୁତ ହେଉଥିବାର…

ବିଜେପି ମଣ୍ଡଳ ଉପସଭାପତିଙ୍କ ପରଲୋକ

ବ୍ୟାସନଗର:(ଜୟଶଙ୍କର ଦାଶ): ବିଜେପି ବ୍ୟାସଦେବ ଉପ-ସଭାପତି ତାରିଣୀ ପ୍ରସାଦ ମହାନ୍ତିଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ବ୍ୟାସନଗର କଲେଜ ଛାତ୍ର ଛାତ୍ରୀଙ୍କୁ ୧୯୮୩ ମସିହା ଠାରୁ ରାଜନୀତି କୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ବହୁ ଛାତ୍ରନେତା…

ତିର୍ତ୍ତୋଲରେ ବୃଦ୍ଧି ପାଉଛି ଚୋରି :ନେହେରୁ ହାଟ,ଶାରଳା ହାଟରେ ରାତ୍ରି ପେଟ୍ରୋଲିଂ ଦାବି 

ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ତିର୍ତ୍ତୋଲ ଥାନା ଅଞ୍ଚଳରେ ଦିନକୁ ଦିନ ରାତ୍ରି ଚୋରଙ୍କ ଉପଦ୍ରବ ବଢିବାରେ ଲାଗିଛି।ଯାହାକି ଏଇ କିଛି ଦିନ ପୂର୍ବେ ତିର୍ତ୍ତୋଲ ନେହେରୁ ହାଟ ମଧ୍ୟରେ ଥିବା ଟୁନିଲତା ସାହୁଙ୍କର ଦୋକାନକୁ ବିଳମ୍ବିତ ରାତ୍ରିରେ କୌଣସି ଦୁର୍ବୁତ୍ତ ଦୋକାନରୁ ନଗଦ ଟଙ୍କା…

ଅସୁସ୍ଥ ଥାଇ ବି ମନ ସମ୍ଭାଳିଲାନି 

 ଦୁର୍ଘଟଣା ଖବର ଶୁଣି ଘଟଣାସ୍ଥଳକୁ ଦୌଡ଼ିଗଲେ ମନ୍ତ୍ରୀ ସୁଶାନ୍ତ ବରଗଡ :- ଆଜି ଦିପହର ପ୍ରାୟ ଦୁଇଟା ରୁ ଅଢେଇଟା ଭିତରେ ସୋହେଲା ପଦ୍ମପୁର ରାସ୍ତାରେ ଜାମପାଲି ଗ୍ରାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ସୂଚନା ମୁତାବକ ବରଗଡ଼ ପଟକୁ ଯାଉଥିବା ଏକ ମରୁତି ଇକୋ ଭେନ ରାସ୍ତାକଡରେ…

କାନ୍ଥ କଣା କରି  ବିଦେଶୀ ମଦ ଦୋକାନରେ ଚୋରି

ନୂଆପଡା(ଅମିତ କୁମାର ପୁରୋହିତ)  ; ସଦର ମହକୁମା ସ୍ଥିତ ବିଦେଶୀ ଠିପି ବନ୍ଦ ମଦ ଦୋକାନର ପଛ ପଟ କାନ୍ଥ ରେ ଏକ ବଡ କଣା କରି କିଛି ଦୃର୍ବୁତ୍ତ ଚୋରି କରିଥିବାର ଅଭିଯୋଗ ହୋଇଛି । ଗତ କାଲି ରାତ୍ରୀ ୧୦ ଟା ବେଳେ ସବୁଦିନ ପରି ମ୍ୟାନେଜର ଏବଂ ତାଙ୍କ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ…

ବୁନୁହେଲେ ରାଜ୍ୟ ସାଧାରଣ ସମ୍ପାଦକ: ଆଉ ମିଳିଲା ଭୁବନେଶ୍ୱର ଜିଲା ପର୍ଯ୍ୟଵେକ୍ଷକ ଦାୟିତ୍ୱ 

ଭୁବନେଶ୍ୱର : ଶେଷରେ ଭୁବନେଶ୍ୱରର ପୂର୍ବ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦଳର ସଂଗଠନରେ ଗୁରୁତ୍ୱପୂର୍ଣ ପଦବୀ ଦିଅ ଯାଇଛି | ତାଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବା ସହିତ ତାଙ୍କୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଏବଂ କେନ୍ଦୁଝର ଜିଲ୍ଲା ପାଟଣା…

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ୪୩ହଜାର ଟଙ୍କା ଛଡାଇନେଲେ ଦୁର୍ବୃତ୍ତ

 ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ-ଭଞ୍ଜନଗର ମୁଖ୍ୟରାସ୍ତାର ଓଡଗାଁ ଥାନା ଗୋଡିପଲ୍ଲୀ  ଢାବା ନିକଟରେ ଦୁଇଜଣ ଦୁର୍ବୃତ୍ତ ଆକ୍ରମଣ କରି ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ୪୨ହଜାର ୪୬୦ଟଙ୍କା ଛଡାଇ ନେଇଥିବା ଓଡଗାଁ ଥାନରେ ଅଭିଯୋଗ ହୋଇଛି । ୪୧/୧୯ରେ ମାମଲା ରୁଜୁକରି ଓଡଗାଁ…

ବାପା ଦାଦନରେ, ଝିଅ ଆର ପାରିରେ 

ସନ୍ଦେହ ଘେରରେ ନାବାଳିକାର ଆତ୍ମହତ୍ୟା  ଜାମସେଠ/ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କାଂସଡ଼ା ଗ୍ରାମପଞ୍ଚାୟତର ନିଲାଥର ଗ୍ରାମରେ ଆଜି ସକାଲୁ ଚୈତରାମ ଭାଟଙ୍କ ୧୬ବର୍ଷର ଝିଅ ଗୀତାଞଳି ଭାଟ ଘରେ ବିଷପାନ କରିଥିବା ଘରଲୋକ ଜାଣିବାପରେ ତୁରନ୍ତ ନୂଆପଡା…

ଇଲେକ୍ଟ୍ରି ଖୁଣ୍ଟକୁ ବାଡେଇଲା ଡ଼ମ୍ପର : ହେଲ୍ପର ମୃତ

ବଡ଼ବିଲ/ଚିତ୍ତରଞ୍ଜନ କର : ଆଜି ଭୋର ସମୟରେ ଏକ ଦୁର୍ଘଟଣାରେ ଜଣକର ଅକାଳ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ନାଲଦା ଗେଟ ନିକଟରେ ଏକ ଡ଼ମ୍ପର ଭାରସ୍ୟାମ ହରାଇ ଏକ ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କା ଦେଇଥିଲା। ଡ଼ମ୍ପରରେ ଉପସ୍ଥିତ ହେଲ୍ପର ଲସରଦା ଗ୍ରାମର ସୁନୀଲ ମୁଣ୍ଡାଙ୍କର ଘଟଣାସ୍ଥଳରେ ମୃତ୍ୟୁ…