Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ
ଧର୍ମଗଡ଼ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ବରାଡୋଙ୍ଗା ସୁପାଡ ରାସ୍ତା କଡରେ ଜଣେ ଯୁବକ ପଡିରହିଥିବା ସ୍ଥାନୀୟ ଲୋକେ ଆମପାଣି ଥାନା ପୋଳିସକୁ ଖବର ଦେଇଥିଲେ । ଖବର ପାଇଁ ଆମପାଣି ଥାନା ଏ.ଏସ.ଆଇ. ଝଜନେଶ୍ୱର ନାଏକ ଘଟଣା ସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର କରି…
ଓଭର ଟେକିଂ ହେଲା କାଳ, ଦୁର୍ବୃତ୍ତ ନେଲେ ଜୀବନ
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର କରାମଡ଼ିହୀ ପଂଚାୟତ ଅନ୍ତଗତ ଗୀତ ପଡାର୍ ଗୋପାଳ କୁମାର ଗତ ବିଳମ୍ବିତ ରାତିରେ ବାଇକରେ ସବଡେଗା ଆଡୁ ବାଇକ ଯୋଗେ ଘରକୁ ଫେରିଥିଲେ | ଠିକ ଏହି ସମୟରେ କିଛି ସବଡେଗା ଏରିଆର କିଛି ଦୁର୍ବୃତ୍ତ ମଧ୍ୟ ବାଇକ ଯୋଗେ କରମଡ଼ିହି ଆଡକୁ…
ଧରାପଡ଼ିଲା ବଡ଼ବିଲ କଲେଜ ଫ୍ୟାନ ଚୋର
ବଡ଼ବିଲ ; ଆଜି ଜଣେ ଫ୍ୟାନ ଚୋରକୁ ବଡ଼ବିଲ ପୋଲିସ ଗିରଫ କରି କୋର୍ଟ ଫରୱାର୍ଡ କରିଥିବା ଜଣା ପଡ଼ିଛି। ଗତ କିଛିଦିନ ତଳେ ବଡ଼ବିଲ କଲେଜରୁ ଫ୍ୟାନ ଚୋରି ହୋଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ କଲେଜ କର୍ତ୍ତୃପକ୍ଷ। ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ତଦନ୍ତ କରି ବଡ଼ବିଲ ଗାଢ଼ା…
ଆଶ୍ରୟ ନେବା ହେଲା କାଳ
କଳାହାଣ୍ଡି ଜିଲ୍ଲା/ ତୁଲମଣି ନାଗ : ଗୋଲାମୁଣ୍ଡ ଥାନା ଅନ୍ତର୍ଗତ ଘୋଟିଆ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ରବିବାର ଦିନ ଦୁଇ ପ୍ରହରେ ପ୍ରବଳ ପବନ ବର୍ଷା ସହିତ ବିଜୁଳି ମାରିଥିଲା । ଠିକ ଏହି ସମୟରେ ଘୋଟିଆ ଗ୍ରାମର କେତେ ପିଲା ମାନେ ଓ ଜଣେ ବୃଦ୍ଧା ଆମ୍ବ ଗଛ ମୂଳରେ ଆଶ୍ରୟ ନେଇଥିଲେ।…
ଗ୍ୟାସ ଲିକେଜ ଯୋଗୁ ଅଘଟଣ : ୪ ଗୁରୁତର
ନୟାଗଡ(Biswajit Nayak) : ଆଜି ସଂଧ୍ୟାରେ ନୟାଗଡ଼ ଜିଲ୍ଲାର ବାହାଡାଝୋଲାରେ ଘଟି ଯାଇଛି ଏକ ଅଘଟଣ | ଗ୍ୟାସ୍ ଲିକ୍ ରୁ ଅଗ୍ନିକାଣ୍ଡ ଘଟି ଚାରିଜଣ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ ବାହାଡାଝୋଲାର ବିଜୟ ଖଟୁଆଳଙ୍କ ଗ୍ୟାସ୍ ପାଇପରେ ଲିକେଜ ଥିଲା । ଗ୍ୟାସ ଲିକେଜକୁ ଠିକ କରିବାପାଇଁ…
ବଜ୍ରପାତ ନେଲା ଦୁଇ ଜୀବନ
ବାରିପଦା(ଦିଲ୍ଲୀପ ମହାନ୍ତି) ଆଜି ଅପରାହ୍ନରେ ମୟୁରଭଞଜିଲା ବଡସାହି ଅଞ୍ଚଳରେ ବଜ୍ରପାତ ରେ ଦୁଇଜଣଙ୍କର ମୃତ୍ୟୂ ଘଟିଥିବାର ସୂଚନା ଜଣାପଡିଅଛି । ଅପରାହ୍ନ ପାଖାପାଖି ୨ ଟା ସମୟରେ ବୁଢାବଳଙ୍ଗ ନଦୀର ନିଶ୍ଚିନ୍ତପୁର ଘାଟରେ ଏକ ଟ୍ରାକ୍ଟରରେ ବାଲି ବୋଝେଇ କରୁଥିବା ସମୟରେ ହଠାତ କାଳ ବୈଶାଖୀ…
ପରକ୍ରିୟା ପ୍ରିତି ପାଇଁ ସ୍ୱାମୀ ନେଲା ସ୍ତ୍ରୀ ର ଜୀବନ
ବାରିପଦା()- ପରକ୍ରିୟା ପ୍ରିତି ପାଇଁ ସ୍ୱାମୀ ନେଲା ସ୍ତ୍ରୀ ର ଜୀବନ । ଏହିଭଳି ଏକ ଘଟଣା ଘଟିଅଛି ବାରିପଦା ସଦର ଥାନା ଅନ୍ତର୍ଗତ ରଜାବସା ପଞ୍ଚାୟତର ମାଧପୁର ଅଞ୍ଚଳରେ । ନିଜର ସ୍ତ୍ରୀ ରାଣି ସୋରେନ ର ଚରିତ୍ର ଉପରେ ପୂର୍ବରୁ ସନ୍ଦେହ କରି ଆସୁଥିବା ଖାଲା ସୋରେନ ଶେଷରେ ଗତକାଲି ରାତ୍ରୀରେ…
ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
ବୌଦ୍ଧ : ବୋୖଦ୍ଧ ଜିଲ୍ଲା ଚମ୍ପାମାଳ ଗାଁର ଅଚ୍ୟୁତ ମହନନ୍ଦିଆଙ୍କ 2 ବଖରା ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଛି । ବୋୖଦ୍ଧ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି ।
ବିବାହର ୧୫ ଦିନ ପୂରିନି, ଦୁର୍ଘଟଣା ନେଲା ଜୀବନ
ବୌଦ୍ଧ : ରକ୍ଷା କରିପାରିଲାନି ହେଲମେଟ, ଚାଲିଗଲା ପ୍ରାଣ | ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଖଜୁରିପଡ଼ା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାର ବାଇକ ମୁହାଁ ମୁହିଁ ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ…
ହାତୀ ମାଡାମ ଗିରଫ
ବାଲେଶ୍ୱର,(ଉଜ୍ଜ୍ୱଳ କର ): ପ୍ରସୂତିଙ୍କ ପରିବାରଠାରୁ ବେଆଇନ୍ ଭାବେ ଅର୍ଥ ଆଦାୟ କରିବା ଓ କମ୍ ଅର୍ଥ ପାଇଁ ପ୍ରସୂତି ପରିବାରର ବୃଦ୍ଧାଙ୍କୁ ମାଡ଼ ମାରିବା ମାମଲାରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଅଭିଯୁକ୍ତ ନର୍ସକୁ ଆଜି ପୁଲିସ ଗିରଫ ସହ କୋର୍ଟ ଚାଲାଣ କରିଛି । ଗିରଫ ନର୍ସ ଜଣକ ହେଲେ ରୀତା…