Browsing Category

ଅଘଟଣ

ସାଥି ହୋଇ ଜିଉଁଥିଲେ. ଏକ ସାଥେ ଡାକିନେଲା ମରଣ

  ବଜ୍ରାଘାତରେ ସ୍ବାମୀ ,ସ୍ତ୍ରୀ ମୃତ ପଦ୍ମପୁର/ଶାସକ ପ୍ରଶାସକ: ପଦ୍ମପୁର ଥାନା ସର୍ଗିବାହାଲ ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମରେ ଗତରାତ୍ରୀରେ  ବର୍ଷା ପବନ ସହ ଘଡଘଡି ଓ ବିଜୁଳି ମାରିବା ଦ୍ବାରା ଗ୍ରାମର କୌଳାସ ବରିହା (୪୫) ଓ ପତ୍ନୀ କିଶୋରୀ ବରିହା( ୪୧)ଙ୍କ ମୃତ୍ୟୁ ଘଟିଛି…

କିଏ ସେ ଅମାନବୀ : ଜିଅନ୍ତା ନିଷ୍ପାପ ଶିଶୁଟାକୁ ଜଙ୍ଗଲରେ ଫିଙ୍ଗିଦେଲା !!!!

ଜଙ୍ଗଲରୁ କ୍ଷତବିକ୍ଷତ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଚିକିତ୍ସା ନିମନ୍ତେ ପିଆରଏମ୍ ସରକାରୀ ମେଡିକାଲରେ ଭର୍ତ୍ତି ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ସୁରେଇଡ଼ିହି ନାହାଶୋଳ ଜଙ୍ଗଲରୁ ଆଜି ଏକ କ୍ଷତବିକ୍ଷତ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯିବା…

ଷ୍ଟେସନ ମାଷ୍ଟର ପରିଚୟ ଦେଇ ଯାତ୍ରୀଙ୍କୁ ଠକେଇ କରୁଥିବା ଏକ ଯୁବକ ଗିରଫ

ବଲାଙ୍ଗିର(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ): ନିଜକୁ ଷ୍ଟେସନ ମାଷ୍ଟର ପରିଚୟ ଦେଇ ଯାତ୍ରୀଙ୍କୁ ଠକେଇ କରୁଥିବା ଏକ ଯୁବକଙ୍କୁ ଗିରଫ କରିଛି ବଲାଙ୍ଗିର ଆରପିଅଏଫ୍ ପୁଲିସ।  ଗିରଫ ଯୁବକ ଜଣକ ହେଲେ  ବଲାଙ୍ଗିର ଜିଲ୍ଲା ଲୋଇସିଂହାର ହୃଷିକେଶ ଦାସ  । ବଲାଙ୍ଗିର-ସମ୍ବଲପୁର ରେଲୱେ…

ବଜ୍ରପାତ ନେଲା ନିଷ୍ପାପ ଜୀବନ

ସୁନ୍ଦରଗଡ଼/( ହୋରାଚାନ୍ଦ ଦେଉରିଆ ) ସୁନ୍ଦରଗଡ ସଦର ଥାନା ସୁବଳିଆ ଗାଁ ଯାଏସରିଆ ପଡ଼ା ରେ ଏକ ଜାମୁ କୋଳି ଗଛ ତଳେ ୬ ଜଣ ପିଲା ଖେଳୁ ଥିବା ବେଳେ ହଠାତ ଘଡଘଡି ଏବଂ ଝଡ଼ ପବନ ଆରମ୍ଭ ହୋଇଥିଲା । ଗଛ ନିକଟରେ ଆହୁରି କିଛି ମହିଳା ଏବଂ ପୁରୁଷ ମଧ୍ୟ ଛିଡା ହୋଇଥିଲେ । ତେବେ ଅଚାନକ ସେହି ଜାମୁ…

ପୁଣି ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଅଭିଯୋଗ : ଧାରଣାରେ ବସିଲେ ପରିବାର ସଦସ୍ୟ

ଦରକାର ନାହିଁ ଆମର ଏ ମଣିଷ ମରା ମେଡିକାଲ କଲେଜ , ଆମକୁ ଫେରାଇ ଦିଅ ମହାରାଜାଙ୍କ ସମୟର ଜେନାନେ ହସପିଟାଲ ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାରରେ ଚିକିତ୍ସାରେ ଅବହେଳା କାରଣରୁ ରୋଗୀର ମୃତୁ୍ୟ ଭଳି ସଙ୍ଗୀନ ଅଭିଯୋଗ ଦିନକୁ…

ଛିଃ ଛିଃ ……..ଜୀବନ କଣ ଜାଣିବା ଆଗରୁ ଜୀବନ ଯନ୍ତ୍ରଣା

ବରଗଡ଼- ୩ ବର୍ଷର ଝିଅଟିଏ। ଦୁନିଆ କ’ଣ, ଭଲ କରି ଦେଖିନି କି ଜାଣିନି। ତା’ ପୂର୍ବରୁ ଝିଅଟି ମୁଣ୍ଡାଇଛି କଳଙ୍କର ବୋଝ। ଗାଁ ଦାଣ୍ଡରେ ଖେଳୁଥିବା ବେଳେ ତାଙ୍କୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ…

ଅଧରାତ୍ରୀରେ ହେଲା ରାସ୍ତା ଅବରୋଧ

ଅନିୟମିତ ବିଦ୍ୟୁତ ଯୋଗାଣ : ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରନ୍ସଫର୍ମର ସ୍ଥାପନ ଦାବୀ ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)ଓଡଗାଁ ଏନଏସି ଅଂଚଳର କେତେକ ସାହିକୁ ନିୟମିତ ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଅଂଚଳରେ ଅସୋନ୍ତୋଷ ବୃଦ୍ଧି ପାଇଥିଲା । ଫଳ ସ୍ୱରୁପ ଓଡଗାଁର ବହୁ ସଂଖ୍ୟାରେ…

ମହିମା ଧର୍ମ ଦୀକ୍ଷିତ ବାବାଙ୍କ କି ମହିମା, ସିଧା ଏବେ ଜେଲରେ

 ନୂଆପଡା/ପ୍ରିୟବ୍ରତ ପଣ୍ଡା : ମହିମା ଧର୍ମ ରେ ଦୀକ୍ଷିତ ବାବାଙ୍କ ବ୍ରହ୍ମଚର୍ଯ୍ୟ ଭଗ୍ନ ହେଲା | ମାତିଗଲେ ବ୍ୟଭିଚାରରେ | ଝଡା ଫୁଙ୍କା ବାହାନା ରେ କଲେ ଅସଦାଚରଣ । ଘଟଣାରେ ସଂପୃକ୍ତ ବାବା ହେଲେ ଭରତ ଚନ୍ଦ୍ର, ଯିଏ କି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ମହିମା ମଠ ସହ ଜଡିତ ଅଟନ୍ତି । କିଛିଦିନ…

ଶ୍ୱଶୁର ଶଳା ମାଡ଼ରେ ଜ୍ବାଇଁ ଲହୁଲୁହାଣ

ନୟାଗଡ(ବିଶ୍ୱଜିତ ନାୟକ)-ପାରିବାରିକ କଳହର କରୁଣ ପରିଣତି,ଏହି ଘଟଣାଟି ଘଟିଛି ଓଡଗାଁ ଥାନା ସିଙ୍ଗାରାପଲ୍ଲୀ ପଞ୍ଚାୟତର ସେନ୍ତେରି ଗ୍ରାମରେ I ଶ୍ୱଶୁର ଘର ପରିବାର ଜ୍ଵାଇଁଘର ପରିବାରକୁ ଲୁହା ରଡ଼ରେ ବାଡେଇ ଲହୁଲୁହାଣ କରିଛନ୍ତି I କୌଣସି କାରଣରୁ ବେଣୁଧର ଓ ତାଙ୍କ ପତ୍ନୀଙ୍କ  ମଧ୍ୟରେ ଝଗଡା…

ରାଜରାସ୍ତାରେ ଗଳା କାଟିଲେ ଦୁର୍ବୁତ୍ତ

ନବରଙ୍ଗପୁର : ଜଣେ ଅଜଣା ବ୍ୟକ୍ତି ତହସିଲ  ଅଫିସ ନିକଟରେ ଠିଆହୋଇଥିବା ବେଳେ କେହି ଦୁର୍ବୁତ୍ତ ଅଚାନକ କୌଣସି ଧାରୁଆ ଅସ୍ତ୍ରରେ ଗଳା କାଟି ଚାଲିଯାଇଥିବା ସୂଚନା ମିଳିଛି ।  ନବରଙ୍ଗପୁର ପୋଲିସ ଘଟଣା ସମ୍ବନ୍ଧରେ ଖବର ପାଇ ଗୁରୁତର  ଅବସ୍ଥାରେ ଯୁବକକୁ ଘଟଣାସ୍ଥଳରୁ ଉଦ୍ଧାର କରି ନବରଙ୍ଗପୁର…