Browsing Category

ଅଘଟଣ

ହାତୀ ମାଡାମ ଗିରଫ 

ବାଲେଶ୍ୱର,(ଉଜ୍ଜ୍ୱଳ କର ): ପ୍ରସୂତିଙ୍କ ପରିବାରଠାରୁ ବେଆଇନ୍ ଭାବେ ଅର୍ଥ ଆଦାୟ କରିବା ଓ କମ୍ ଅର୍ଥ ପାଇଁ ପ୍ରସୂତି ପରିବାରର ବୃଦ୍ଧାଙ୍କୁ ମାଡ଼ ମାରିବା ମାମଲାରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର  ଅଭିଯୁକ୍ତ ନର୍ସକୁ ଆଜି ପୁଲିସ ଗିରଫ ସହ କୋର୍ଟ ଚାଲାଣ କରିଛି । ଗିରଫ ନର୍ସ ଜଣକ ହେଲେ ରୀତା…

ଆଖି ବୁଜିଲେ କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା

 ଆସିକା : ଗତକାଲି ଦୁର୍ବୃତଙ୍କ ଗୁଳିରେ ଗୁରୁତର ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ଥିବା ମନୋଜ ଜେନାଙ୍କ ମୃତ୍ୟୁ ଯୋଇଥିବା ଖବର ହସ୍ତଗତ ହୋଇଛି | ସୂଚନାଯୋଗ୍ୟ ଯେ, ଆସିକା  ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥୀ ମନୋଜଙ୍କୁ ଗତକାଲି  ବ୍ରହ୍ମପୁର ଏନଏଚରେ ଲାଂଜିପାଲ୍ଲୀ ଠାରେ ୪…

  ନିଆଁ ଲାଗିଗଲା ଗଣତି କେନ୍ଦ୍ରରେ

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ  : ଭୋଟ ଗଣତି ଚାଲୁଥିବା ବେଳେ ଭୋଟ ଗଣତି କେନ୍ଦ୍ରରେ ଲାଗିଗଲା ନିଆଁ | ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ ପାଇଁ ମଦ୍ରିକାଲୋ ଭବନ ଠାରେ ହେଉଥିବା ଭୋଟ ଗଣତି କେନ୍ଦ୍ରରେ ଘଟିଛି ଏହି ଅଘଟଣ | ଦମକଳ ଗାଡି ନିଆଁ ଲିଭାଇବା ପାଇଁ ପହଁଚିଥିବା ବେଳେ…

ଭୂଲ କାହାର : ଜନତା ନାଁ ରେଲୱେ ପ୍ରଶାସନର  

ବଲାଙ୍ଗିରରୁ ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର : ପୂରୀ ରୁ ରାଇଗଡା ପାଇଁ ଆସୁଥିବା ଟ୍ରେନ (ତପସ୍ଵିନୀ ଏକ୍ସପ୍ରେସ) ଯାହା ୯ଘଣ୍ଟା ୨୩ ମିନିଟ୍ ରେ ଭୂବନେଶ୍ବରରେ ପହଂଚିଥାଏ,  ଗତକାଲି ୬ ଘଣ୍ଟା ୧୫ ମିନିଟ୍ ବିଲମ୍ବରେ ଆସିଥିଲା | ଫଳରେ ଅନେକ ଯାତ୍ରୀ ବହୁହଇରାଣ ହୋଇଛନ୍ତି। ଏହି…

ମାନସିକ ବିକୃତ ବୃଦ୍ଧଙ୍କ ଉନ୍ମତ୍ତ କାଣ୍ଡ: ୨ ସ୍ତ୍ରୀଙ୍କୁ ହତ୍ୟା ପରେ ନିଜେ କଲେ ଆତ୍ମହତ୍ୟା

http://www.youtube.com/watch?v=l6yR78xoH6w  ବାରିପଦା,(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ତଥା ବାରିପଦା ବ୍ଲକ ଅଧୀନ ଶଙ୍ଖାଭଙ୍ଗା ପଞ୍ଚାୟତ ତାଡ଼କିଶୋଳ ଗ୍ରାମରେ ଗୋଟିଏ ପରିବାରର ୨ ମହିଳା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏବଂ ଅନ୍ୟ ଜଣେ ବୃଦ୍ଧଙ୍କ ମୃତଦେହ ଏକ…

ହତ୍ୟାର ପ୍ରତିଶୋଧ ନେବା ପାଇଁ ଆକ୍ରମଣ 

ବୌଦ୍ଧ(ଶାସକ ପ୍ରଶାସକ)ବୋୖଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଖମାର ଗାଁରେ ଘଟିଯାଇଛି ବିଭତ୍ସ ଦୃଶ୍ୟ । ପୂର୍ବ ଶତ୍ରୁତା କେନ୍ଦ୍ର କରି ଗାଁର ସୁରେନ୍ଦ୍ର ଖେତି ନାମକ ଜଣେ ବ୍ୟକ୍ତିଙ୍କୁ ସଙ୍ଘବନ୍ଧ ଆକ୍ରମଣ କରିଛନ୍ତି ସେଇ ଗାଁର 6ଜଣ । ସେମାନେ ସୁରନ୍ଦ୍ରଙ୍କ ଦୁଇ ହାତ ସହ ଦୁଇ ଗୋଡ଼ର ଆଙ୍ଗୁଠି କାଟି…

 ରାମ୍ପିଦେଲା, ଅଳ୍ପକେ ବଞ୍ଚିଲା ଜୀବନ 

 ମେଲଛାମୁଣ୍ଡା ଅଂଚଳରେ  ବଣୁଆ ଭାଲୁ ଆତଙ୍କ: ଠାବ କରିବାରେ ବନ ବିଭାଗ ବିଫଳ ମେଲଛାମୁଣ୍ଡା( ମନୋଜ ଭୋଇ) କିଛି ଦିନ ହେବ ମେଲଛାମୁଣ୍ଡା ଅଂଚଳରେ ଏକ ବଣୁଆ ଭାଲୁ ଅଂଚଳବାସୀଙ୍କୁ ଆତଙ୍କିତ କରି ରଖିଛି । ଅଦ୍ୟାବଧି ୪ଜଣ ବ୍ୟକ୍ତି ବଣୁଆ ଭାଳୁର ଆକ୍ରମଣର ଶିକାର ହେବା ସହ ମରଣ ମୁହଁରୁ ଅଲ୍ପକେ…

ଅଲ୍ପକେ ବର୍ତିଲେ କନକ ବର୍ଦ୍ଧନ 

ବଲାଙ୍ଗିର ରୁ ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର : ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ୟାଙ୍କରକୁ  ସିଂହଦେଓଙ୍କ କାର ପଛପଟୁ ଧକ୍କା ଦେଇଛି। ଫଳରେ ଗାଡ଼ିର ଆଗ ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କନକ…

ବଡ଼ବିଲ : ଅଜଣା ଗାଡି ଧକ୍କାରେ ଦୁଇ ମୃତ

ବଡ଼ବିଲ(ଚିତ୍ତ ରଞ୍ଜନ କର): ବଡ଼ବିଲ ଯୋଡ଼ା ଖଣି ଅଞ୍ଚଳରେ ଦୈନିକ ଦୁର୍ଘଟଣା ଚିନ୍ତାର ବିଷୟ ପାଲଟିଛି। ଗତକାଲି ମଧ୍ୟରାତ୍ରୀରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଅରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ସୁନ୍ଦରଗଡ଼ କେ.ବଲାଙ୍ଗ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି…

ତୁ ଗୁହାରି କରିବୁ ଯାହାକୁ, ମୁ ଘଇତା କରିଛି ତାହାକୁ ·

ଛି ଛି ...ବାତ୍ୟା ଚାଉଳ ବି ଚୋରା ଚାଲାଣ  ବାଙ୍କୀ, (ଆଶିଷ କୁମାର ମହାପାତ୍ର) ଗତ ଦୁଇ ଦିନ ତଳେ ବାଙ୍କୀ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ବିଲିପଡ଼ା ପଞ୍ଚାୟତରେ ବାତ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ରିଲିଫ୍ ଚାଉଳ ହଡ଼ପ କରି ଚୋରାଚାଲାଣ ହେଉଥିବା ଅଭିଯୋଗ ଆସିବା ପରେ ବାଙ୍କୀ ପୋଲିସ୍ ପକ୍ଷରୁ…