Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଗଞ୍ଜେଇ ଜବତ : ୩ଜଣ ଗିରଫ
ପଦ୍ମପୁର/ଶାସକ ପ୍ରଶାସକ- ପଦ୍ମପୁର ଉପଖଣ୍ଡ ଜମଲା ଅଂଚଳରୁ ଚୋରା ଚାଲାଣ ସମୟରେ ଗଞ୍ଜେଇ ଜବତ କଲା ପଦ୍ମପୁର ପୋଲିସ । କୌଣସି ଏକ ସୁତ୍ରରୁ ଗଞ୍ଜେଇ ଚାଲାଣ କରା ଯାଉଥିବାର ସୁଚନା ପଇ ପଦ୍ମପୁର ପୋଲିସ ଜମଲା ଗ୍ରାମ ନିକଟସ୍ଥ ଅଙ୍ଗ ନଦୀ ପୋଲ ଉପରେ ଜାଲ ବିଛାଇ ଏକ ମାରୁତି ଇକୋ କାର…
ସନ୍ଦେହରେ ଯୁବକଙ୍କ ଆତ୍ମହତ୍ୟା
ସୁନ୍ଦରଗଡ଼/ହୋରାଚାନ୍ଦ ଦେହୁରୀଆ :-ଟାଉନ ଥାନା ସମ୍ବୁଖରେ ଥିବା ବହୁବର୍ଷ ଧରି ମହାପାତ୍ର ଗ୍ରୋସୋରି ଦୋକାନରେ ଅରୁଣ ମିସ୍ତ୍ରୀ( ୩୦) ବୋଲି ପତ୍ରପଡାର୍ ଜଣେବ୍ୟକ୍ତି ପ୍ରାୟତଃ ୭ବର୍ଷରୁ ଉର୍ଦ୍ଧ ହେବ କାମ କରିଆସୁଥିଲେ | ହେଲେ ଗତକାଲି ବିଳମ୍ବିତ ରାତିରେ ,ବଡ଼ ପତ୍ରାପାଲି ପୋଲିସ ଫାୟରିଂ…
ବିଦ୍ୟୁତ ବିଭାଗର ଗାଲୁଆମୀ : ଆର୍ଥିଙ୍ଗ ନେଲା କଣ୍ଢେଇର ଜୀବନ
ବାରିପଦାରୁ ଦିଲ୍ଲୀପ ମହାନ୍ତି : ବିଦ୍ୟୁତ ବିଭାଗର ନିମ୍ନମାନର ଆର୍ଥିଙ୍ଗ ତିନି ବର୍ଷ ର କୁନି ଝିଅ କଣ୍ଢେଇର ମୃତ୍ୟୁର କାରଣ ପାଲଟିଲା । ଏପରି ଏକ ଦୁଃଖଦ ଘଟଣା ଘଟିଛି ବାରିପଦା ଟାଉନ ଥାନା ଅଧିନ ତଥା ଶାମାଖୁଣ୍ଟା ବ୍ଲକ ବାହାଦୂରପୁର ଅଂଚଳରେ। ଘଟଣା ମୁତାବକ ବାହାଦୁରପୁର ଅଂଚଳର…
ପୋଲିସ ଆଖିରେ ଆଙ୍ଗୁଠି ପୁରେଇ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି କଣ୍ଟା କାରବାର !
!! ମାଫିଆ ଓ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାକୁ ନେଇ ଚର୍ଚ୍ଚା ଜୋର !!
ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲାରେ ସହର ଓ ଆଖ ପାଖ ଅଞ୍ଚଳରେ ଏକ ସଂଗଠିତ କଣ୍ଟା କାରବାର ଚାଲିଥିବାର୍ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପୋଲିସ କୁଆଡ଼େ ଏଥିପ୍ରତି ଧ୍ୟାନ ନଦେବା ଘଟଣା ବୁଦ୍ଧିଜୀବୀ ମହଲରେ ବିସ୍ମୟ…
ବାଇକ୍ ଦୁର୍ଘଟଣା ରେ ଯୁବକ ମୃତ
ରେଢାଖୋଲ ରୁ ଯଶୋବନ୍ତ ନାରାୟଣ ସାହୁ
ରେଢାଖୋଲ ଥାନା ବେଲଡ଼ିହି -କଦଳୀଗଡ଼ ରାସ୍ତାର ଝିଙ୍କିଦାଦର ଗ୍ରାମ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ହୋଇଛି I ମୃତକ ଜଣକ ହେଲେ ଅନୁଗୁଳ ଜିଲ୍ଲାର ଠାକୁରଗଡ଼ ଥାନା ଆମ୍ବସରମୁଣ୍ଡା ଭୁଗୁରା ଗ୍ରାମର ପପୁନ ପ୍ରଧାନ (25) ବୋଲି…
ସରକାର ନଶୁଣିଲେ ଚାଷୀ ଭଗବାନ ଦେବେ ଜୀବନ ହାରି !
ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ଜାଳିଦେଲା ଆଖୁ କିଆରୀ
ମେଲଛାମୁଣ୍ଡା,(ମନୋଜ ଭୋଇ) : ଚାଷୀ କୂଳ ଆଖୁ ଚାଷରୁ ମୁହଁ ଫେରାଇ ନେଇଥିବା ବେଳେ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବେଲମୁଣ୍ଡା ଗ୍ରାମର ଚାଷୀ ଭଗବାନ ସାହୁ ଆଖୁ ଚାଷକୁ ବଂଚାଇ ରଖିବା ସହ ଅଂଚଳ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ସେ…
ବେଲଗାଁରେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
କୋମନା- ନୂଆପଡା ଜିଲା କୋମନା ବ୍ଲକ ବେଲଗାଁ ଗ୍ରାମର ନଦୀ କୂଳରେ ଏକ ଅଜଣା ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ଯୁବକଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିଲା ବେଲେ ମୁହଁ ସଂପୂର୍ଣ୍ଣ ରୂପରେ ପୋଡିଯାଇଛି । ତାଙ୍କୁ କେହି ଜଣେ ହତ୍ୟା କରି ପାଣିରେ ଫିଙ୍କି ଦେଇଥିବା ଅଭିଯୋଗ…
ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ
ସୁନ୍ଦରଗଡ/ଝାରସୁଗୁଡା(ହୋରାଚାନ୍ଦ ଦେଉରିଆ) : କୋଇଲା ଟ୍ରକ ଧକ୍କାରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ | ବୁଧବାର ପୂର୍ବାହ୍ନରେ ୧୧:୩୦ ସମୟରେ୪୯ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ପିପିଲିପାଲି ଗୌଡ଼ପଡା ନିକଟରେ ଗୋଟେ କୋଇଲା ଟ୍ରକ ଓ ମଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇଥିଲା |…
ଟ୍ରାକଟର ଚକା ତଳେ ଚାପି ହେଇ ମୃତ୍ୟୁ : ରାସ୍ତା ଅବରୋଧ
ଧର୍ମଗଡ଼ ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ଠାରେ ଏକ ଅଭାବନିୟ ଦୁର୍ଘଟଣା ଘଟିଛି | ଟ୍ରାକଟର ପଛଚକା ତଳେ ଚାପି ହେଇ ଜଣଙ୍କର ମୃତ୍ୟୁ ହେଇଛି | ମୃତବ୍ୟକ୍ତି ଜଣକ ହେଲେ ଜୁନାଗଡ଼ ବ୍ଲକ ପିଲିକିଆ ଗ୍ରାମର ଅରୁଣ କୁମାର ସରାଫ (୩୮) | ଫଳରେ…
ଭ୍ରାତୃହନ୍ତା କୁ ଆଜୀବନ ସଶ୍ରମ କାରାଦଣ୍ଡ
ବାରିପଦା(Dillip Mohanty )- ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-୧ ଡ଼ଃ. ଭି. ସୁଜାତା ଆଜି ଏକ ହତ୍ୟା ମାମଲାରେ ଅଭିଯୁକ୍ତ ବଡ଼ଭାଇ ତଥା ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଗ୍ରାମର ମିର୍ଜା ମୁର୍ମୁ(୩୯)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହ ଭାରତୀୟ ଦଣ୍ଡ ବିଧି ଆଇନ ୩୦୨…