Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଯୁବତୀକୁ ଅପହରଣ ଉଦ୍ୟମ କରି ଯୁବକ ଗିରଫ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : : ଓଡଗାଁ ଥାନା କୋମଣ୍ଡ ଗାଁର ରବି ନୟକ(୨୧) କୁ ଯୁବତୀକୁ ଅପହରଣ କରିବା ଅଭିଯୋଗରେ ଗିରଫ କରି ଓଡଗାଁ ପୋଲିସ ଆଜି କୋର୍ଟଚାଲାଣ କରିଥିଲେ । ଜାମିନି ଖାରଜ ହେବାରୁ ଅଭିଯୁକ୍ତ ଯୁବକକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କୋମଣ୍ଡ ନିକଟସ୍ଥ ବାଦଭୁଇଁ…
ରସିକିଆ ସ୍କୁଲ ମାଷ୍ଟର ……କାଣ୍ଡ ଭିଆଇଲେ ବନ ଭିତର
କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଗିରଫ ଭିଡ଼ିଓ ଭାଇରାଲ ପରେ ଆଣିଲେ ଅଭିଯୋଗ
କୁଚିଣ୍ଡା:(ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଜଣେ କଲେଜ ଛାତ୍ରୀଙ୍କୁ ଜଙ୍ଗଲ ଭିତରେ ଦୁଷ୍କର୍ମ କରି ଲୋକଙ୍କ ହାତରେ ଧରା ପଡିଛନ୍ତି ଜଣେ ହାଇସ୍କୁଲ ଶିକ୍ଷକ l କୁଚିଣ୍ଡା…
ମୄତ୍ୟୁର ତିନିମାସ ପରେ ଶବ କହିବ ନିଜ ମୄତ୍ୟୁର କାରଣ
ମେଲ୍ରେଛାମୁଣ୍ଡା / ମନୋଜ ଭୋଇ : ବୁଢ଼ୀ ମାଁର ଭୂତ କାହାଣୀ ପରି ଶବ ଦୀର୍ଘ ତିନିମାସ ପରେ ନିଜର ମୄତ୍ୟୁର ଖୋଜିବା ପାଇଁ ମସାଣିରୁ ପଦାକୁ ବାହାରିଛି ଏପରି ଏକ ବିରଳ ଘରଣା ଦେଖିବାକୁ ମିଲିଛି ପଦ୍ମପୁର ଉପଖଣ୍ଡସ୍ଥ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଅମାମୁଣ୍ଡା ଗ୍ରାମରେ । ସୂଚନା ଅନୁସାରେ…
ପ୍ରଧାନଶିକ୍ଷକଙ୍କ ବଦଳି ବାତିଲକୁ ନେଇ ପାଲା :ଗ୍ରାମବାସୀ ପକାଇଲେ ସ୍କୁଲ ଫାଟକରେ ତାଲା
ବାରିପଦା(ଦିଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଶାମାଖୁଣ୍ଟା ବ୍ଲକର ବାଉଁଶବିଲା ଗ୍ରାମପଞ୍ଚାୟତର ଦାଡ଼ଦୁଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟ । ଉକ୍ତ ବିଦ୍ୟାଳୟ ୨୦୦୭ ମସିହାରେ ପ୍ରତିÂା ହୋଇଥିବା ସମୟରୁ କରୁଣା କର ବାରିକ ବିଦ୍ୟାଳୟରେ ପ୍ରଥମେ…
ଗାଧୋଇବାକୁ ଯାଇ ନାଗାବଳୀରେ ଭାସିଗଲେ ପର୍ଯ୍ୟଟକ
ବିପଦ ସଂକେତ ଲଗାଇଦେଇ ପ୍ରଶାସନ ବିନ୍ଦାସ, ଟିକେ ଯତ୍ନବାନ ହେଲେ ଏଡାଇ ହୁଅନ୍ତା ଅଘଟଣ
ରାୟଗଡା (ସରୋଜ ସାହୁ ) – ନାଗାବଳୀ ନଦୀରେ ଗାଧୋଈବାର ଆକର୍ଷଣ ଯେ ମୃତ୍ୟୁ ମୁହଁକୁ ଟାଣି ନେବା ତାହା ଥିଲା ତାଙ୍କ କଳ୍ପନାର ବାହାରେ | ସେଭଳି ଅଘଟଣ ଘଟିଛି ରାୟଗଡାରେ, ପୁଣି ଜଣେ ପର୍ଯ୍ୟଟକଙ୍କ ଜୀବନ…
ଜୀବନ କଣ ବୁଝିବା ଆଗରୁ ଯନ୍ତଣା ଭୋଗୁଛି କ୍ରିଷ୍ଣା
ଝିଅର ଜୀବନ ପାଇଁ ମା କରୁଛି ଗୁହାରି , କିଡନୀ ରୋଗ ଚିକିତ୍ସାରେ ଦାରିଦ୍ର୍ୟ ବୈରୀ
ବାଲେଶ୍ୱର(ଉଜ୍ଜ୍ୱଳ କର ): କିଡନୀ ରୋଗରେ ଆକ୍ରାନ୍ତ ୫ ବର୍ଷର ଶିଶୁକନ୍ୟାଙ୍କ ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ନିମନ୍ତେ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ଗରିବ ପିତାମାତା । ସଦର ବ୍ଲକ ଅନ୍ତର୍ଗତ…
ବାଲିକୁଦା:ଖମ୍ବାକୁଳ ରଥଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ,ପୋଲିସ ପକ୍ଷରୁ ଲାଠିଚାର୍ଜ
ଜଗତସିଂହପୁର:(ରମେଶ ମହାନ୍ତି)– ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଖମ୍ବାକୁଳ ଗ୍ରାମରେ ନୃସିଂହନାଥ ଜୀଉ ବାହୁଡା ରଥଯାତ୍ରାକୁ ନେଇ ଲଙ୍କାକାଣ୍ଡ।ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଥ ସ୍ଥଳକୁ ଆସିଥିଲେ ମହନ୍ତ।ସୂଚନାନୁଯାୟୀ ଉକ୍ତ ଖମ୍ବାକୂଳ ମଠରେ ମହନ୍ତକୁ ନେଇ ଦୀର୍ଘ ୫ ବର୍ଷ…
ଘର ଢ଼ିଙ୍କି କୁମ୍ଭୀର : ଏ ବାବୁଙ୍କ ଚାରି ଖୁରାକୁ ଜୁହାର
ମାଓବାଦୀ କହି ଜଙ୍ଗଲ ଅଧିକାରୀଙ୍କୁ ଲୁଟୁଥିଲେ ଡେପୁଟି ରେଞ୍ଜର
ବରଗଡ : ମାଓବାଦୀ ନାମରେ ବରଗଡ଼ ଜିଲ୍ଳାର ବିଭିନ୍ନ ସରକାରୀ ଅଫିସର ଏବଂ ଠିକାଦାରଙ୍କଠାରୁ ବିଗତ ପାଂଚବର୍ଷ ଧରି ବଟି ଅସୁଲ କରୁଥିବା ତିନିଜଣ ନକଲି ମାଓବାଦୀଙ୍କୁ ବରଗଡ଼ ପୋଲିସ ଧରିବାରେ ସକ୍ଷମ ହୋଇଛି । ଗିରଫ ତିନିଜଣଙ୍କ…
ମେଲଛାମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିରରୁ ଚୋରି, ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ଥାନାକୁ ଗଲେ ଅଭିବାବକ
ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରୁ ଶୁକ୍ରବାର ବିଲମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ଅଫିସ କାର୍ଯ୍ୟାଳୟ ଏବଂ ଶ୍ରେଣୀ କୋଠରିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଏବଂ ନଗଦ ଟଙ୍କା ଚୋରି କରି ନେଇଛନ୍ତି ।ଶନିବାର ସକାଳେ…
୨ଲକ୍ଷରୁ ଅଧିକ ଟଙ୍କାର ଶାଗୁଆନ ଓ ଶାଳ କାଠ ଜବତ
ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବନାଂଚଳ ଅନ୍ତର୍ଗତ ବାହାଡାଝୋଲା ଅଂଚଳର ସିଙ୍ଗାରପଲ୍ଲୀ ଗ୍ରାମରେ ଓଡଗାଁ ବନବିଭାଗ ଚଢାଉ କରି ୨ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାଠ ପଟା ଜବତ କରିଛନ୍ତି । ବିଶେଷ ସୁତ୍ରରୁ ଖବର ପାଇ ଓଡଗାଁ ବନାଂଚଳ ଅଧକାରୀ ରବିନ୍ଦ୍ରନାଥ ପଣ୍ଡାଙ୍କ ନେତୃତ୍ୱରେ ବନପାଳ…