ବଜ୍ରପାତ ନେଲା ଜୀବନ

0 2

 ବରଗଡ଼ :-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମପାୟତର ମୁର୍ହ।ପାଳି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଆଜି ସନ୍ଧ୍ୟାରେ ବଜ୍ରପାତ ରେ ଏହି ଗ୍ରାମର ପ୍ରେମଲତା ପସାୟତ (27)ଙ୍କର ମୃତ୍ୟୁ ହେଇଯାଇଥିବା ବେଳେ ଶୋଭାଗିନୀ ଧାରୁଆ(21)ଓ ସାବିତ୍ରୀ ସାହୁ 40 ଗୁରୁତର ଅବସ୍ଥାରେ ପଦ୍ମପୁର ଉପଖଣ୍ଡ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି । ଗ୍ରାମରେ ଏହିଭଳି ଘଟଣା ଯୋଗୁ ଅଂଚଳରେ ବର୍ତମାନ ଶୋକର ଛାୟା ଖେଳିଯାଇଛି। ତେବେ ଆହତ ମାନଙ୍କ ଚିକିତ୍ସା ବ୍ୟବସ୍ଥା ସହିତ ମୃତକ ଙ୍କର ପାଇଁ ରହିଥିବା ସମସ୍ତ ସରକାରୀ ସହାୟତା ନିୟମ ଅନୁଶାରେ ପ୍ରଦାନ କରାଯିବ ବୋଲି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦାରୁଆନ ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି ।

 

Leave A Reply

Your email address will not be published.