Browsing Category

ଅଘଟଣ

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ମେଲଛାମୁଣ୍ଡା,(ମନୋଜ ଭୋଇ)-ବରଗଡ ଜିଲ୍ଳା ଅର୍ନ୍ତଗତ ମେଲଛାମୁଣ୍ଡା ଗ୍ରାମର ସ୍ଥାନୀୟ ବାସୀନ୍ଦା ଅବସରପ୍ରାପ୍ତ ଶିକ୍ଷକ ଦୂର୍ଷ୍ୟଧାନ  ପଣ୍ଡା(କୁନୁ ପଣ୍ଡା)ଙ୍କ ଶନିବାର  ଅପରାହ୍ନରେ ମେଲଛାମୁଣ୍ଡାସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହେଉଥିଲା । ସେ କିଛି…

ଭାଲୁ ଆକ୍ରମଣରେ ୨ ଜଣ ମୃତ, ଜଣେ ଆହତ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ବଣିଆଁବନ୍ଧ ଗ୍ରାମ ରେ ଭାଲୁ ଆକ୍ରମଣରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ , ରେଢାଖୋଲ ବ୍ଲକ୍ ବଡବାହାଳ ରେଞ୍ଜ ର  ବଣିଆଁବନ୍ଧ ଗ୍ରାମରେ…

ବୁଗୁଡା ଥାନା ଇଲାକାରେ ପାଣିରେ ବୁଡି ଦୁଇ ମୃତ : ବିଷାକ୍ତ ଫଳ ଖାଇ ଜଣେ ମୃତ

ବୁଗୁଡା / କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଥାନା ଅନ୍ତର୍ଗତ କୁଆନଳା ଗ୍ରାମର ଜଣେ ମହିଳା ନାଳରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ବି.କରଡ଼ାବାଡ଼ି ଗ୍ରାମର ରୋଡ଼କଡ଼ ବନ୍ଧରେ ବୁଡି ଜଣେ ପୁରୁଷ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସେହିପରି ଜେକ ଗ୍ରାମର ଜଣେ ବିବାହିତ ଯୁବତୀ ବିଷାକ୍ତ ଫଳ…

ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ।

ବାରିପଦା(ଦିଲ୍ଲୀପ ମହାନ୍ତି)- : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ପଟିସାରି ପଞ୍ଚାୟତର ତେନ୍ତୁଳିଗାଁ ଗ୍ରାମର ରବୀନ୍ଦ୍ର ଦେହୁରୀ (୬୫)  ଶନିବାର ରାତିରେ ଘରୁ ଖାଦ୍ୟ ନେଇ ହାଟ ପଡିଆରେ ଥିବା ଦୋକାନକୁ ନିଜ ମୋଫେଡ ଗାଡିରେ ଆସୁଥିବା ସମୟରେ କେତେକ ଦୁର୍ବୁତ୍ତମାନଙ୍କ ଆକ୍ରମଣର…

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା 

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କରିଛନ୍ତି  | ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ସେ ଝୁଲନ୍ତା ଅବସ୍ଥାରେ ମିଳିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଲେ ସୁପରଷ୍ଟାର ଅକ୍ଷୟ କୁମାର ଏ ବିଷୟରେ ଟୁଇଟ କରିଛନ୍ତି |  ସୁଶାନ୍ତଙ୍କ ଏଭଳି…

ସାପ କାମୁଡା ରେ ଯୁବକର ମୃତ୍ୟୁ।

ଟିଟିଲାଗଡ (ଗୌରବ ଦର୍ଜି)-: ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାରିପଡା ଗ୍ରାମର ମୁରଲି ଜାନୀଙ୍କ ପୁଅ ବିମୁକେସ ଜାନୀ(୨୩)ର ସାପ କାମୁଡାରେ ମୃତ୍ୟୁ ହେଇଛି। ସୂଚନା ଅନୁସାରେ ରାତିରେ ଘରେ ତଳେ ଶୋଇଥିବା ବେଳେ ଏକ କଲର ସାପ ତାଙ୍କୁ କାମୁଡି ଥିଲା।…

ପୋଖରୀରେ ବୁଡି ହାତୀଛୁଆ ମୃତ୍ୟୁ ଘଟଣା :  ବଲଣ୍ଡା ଫରେଷ୍ଟ ଗାର୍ଡ ନିଲମ୍ବିତ

 କୁଆଁରମୁଣ୍ଡା ରେଞ୍ଜର ଏବଂ ଫରେଷ୍ଟର ଙ୍କୁ କାରଣ ଦର୍ଶାଅ ନୋଟିସ ସୁନ୍ଦରଗଡ /ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ବନ ରେଞ୍ଜ ଅଞ୍ଚଳ ସାନଡୋଲାକୁଦର ଜଙ୍ଗଲରେ ଥିବା ପୋଖରୀରେ ବୁଡ଼ି ଛୁଆ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଟ୍ରକ୍‌ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ)  ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କିଷାନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ସୂଚନା ଅନୁସାରେ, ଦୁଇ ଦିନ ହେବ ପେଟ୍ରୋଲ ପମ୍ପ ସମ୍ମୁଖରେ…

 ନର୍ସଙ୍କ ଉପରେ ଖସିପଡିଲା ସିଲିଙ୍ଗ 

 ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗୀର ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟ ମାନସିକ ରୋଗ ବିଭାଗରେ ଜଣେ କାର୍ଯ୍ୟରତ  ଷ୍ଟାପ ବୀଣା ପାଣି ପଟେଲଙ୍କ ମୁଣ୍ଡ ଉପରକୁ ସିଲିଙ୍ଗ ଛାତ ଖସି ପଡି ମୁଣ୍ଡରେ ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ  ଅଳ୍ପକେ ବର୍ତିଲେ ନର୍ସ  ଜଣଙ୍କ।

ନଦୀରେ ବୁଡ଼ି ୭ ବର୍ଷର ବାଳକ ମୃତ

ବାରିପଦା(ଦିଲ୍ଲୀପ ମହାନ୍ତି )- ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ୭ ବର୍ଷ ବୟସର ଜଣେ ବାଳକର ମୃତ ହୋଇଛି । ଦମକଳବାହିନୀ ପହଁଞ୍ଚି ନଦୀ ପାଣିରୁ ବାଳକକୁ ଉଦ୍ଧାର କରି ବାରିପଦା ପିଆରଏମ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିବା ବେଳେ ଡ଼ାକ୍ତର ରିସିଭ ଡେଥ ବୋଲି ଘୋଷଣା କରିଛନ୍ତି । ପ୍ରାପ୍ତ…