Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ସୋସିଆଲ ମିଡିଆରେ ଅରୁଚିକର ମନ୍ତବ୍ୟ:ଯୁବକ ଗିରଫ
ବାରିପଦା,(ଦିଲ୍ଲୀପ ମହାନ୍ତି): ସୋସିଆଲ ମିଡିଆରେ ବ୍ୟକ୍ତିଗତ ଆକ୍ଷେପ ପୂର୍ବକ ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ଜଣେ ଯୁବକ । ସୂଚନାଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ହ୍ବାଟ୍ସଆପ୍ ଗ୍ରୁପ୍ରେ ଧନଞ୍ଜୟ ସାହୁ ନାମକ ଜଣେ ଯୁବକ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ…
ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ : ୧୦ ଗିରଫ
ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲ ମ୍ୟୁନିସିପାଲିଟି ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ଥିବା ହୋଟେଲ୍ ନୀଳକଣ୍ଠରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ହୋଟେଲ ମାଲିକଙ୍କ ସହ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ବିଲ ସହରକୁ…
କାର୍ଯ୍ୟରତ ସାମ୍ବାଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଏସଡ଼ିପିଓ !
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଘୁ.ଉଦୟଗିରି ଠାରେ ରବିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି I ଘୁ.ଉଦୟଗିରି ଠାରେ କାର୍ଯ୍ୟରତ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇ ଥିବା ସମୟରେ ସ୍ଥାନୀୟ SDPO ଜୟ କୃଷ୍ଣ ବେହେରା ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଲାଠି ଧରି ଗୋଡ଼ାଇ ଥିଲେ I…
ଧନ୍ୟ ସରକାର : ମଣିଷ ଜୀବନର ମୂଲ୍ୟ ତିରିଶି ହଜାର
ଇଲେକ୍ଟ୍ରି ବିଭାଗରେ ନିର୍ମାଣ କାର୍ଯ୍ୟ କରି ଦୁର୍ଘଟଣାରେ ମଲେ ମିଳେ ୩୦ହଜାର
ଘଟଣାକୁ ଚପାଇବା ପାଇଁ ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ପ୍ରୟାସ
ସୁନ୍ଦରଗଡ଼(ହୋରଚାନ୍ଦ ଦେଉରିଆ) :- ଗତ ଜୁଲାଇ ୯ ତାରିଖ ଦିନ ସୁନ୍ଦରଗଡ ଜିଲ୍ଲା ସଦରଥାନା ଅନ୍ତର୍ଗତ ଡୁଙ୍ଗୀନଳା ଠାରେ ଘଟିଯାଇଛି ଏକ ଦୁଃଖଦ…
ଓଡ଼ଗାଁ “ସମ୍ବାଦ” ସାମ୍ବାଦିକ ହୃଦୟ ରଞ୍ଜନ ମହାରଣାଙ୍କ ଅକାଳ ବିୟୋଗ
ଓଡ଼ଗାଁ ଏବଂ ନୟାଗଡ଼ ଅଂଚଳର ସମସ୍ତ ମହଲରେ ଶୋକର ଛାୟା
ଓଡଗାଁ (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ ଦୀର୍ଘଦିନ ଧରି କାର୍ଯ୍ୟରତ ସମ୍ବାଦ ପ୍ରତିନିଧି ହୃଦୟ ରଂଜନ ମହାରଣା(୪୨)ଙ୍କ ଆଜି ପୂର୍ବାହ୍ନରେ ପରଲୋକ ଘଟିଛି । ଅବସରପ୍ରାପ୍ତ ଶିକ୍ଷକ ଭକ୍ତ ରଞ୍ଜନ…
ଖେଳୁ ଖେଳୁ ସରିଗଲା ଖେଳ
କୂଅରେ ପଡି ଶିଶୁ ର ଜୀବନ ଗଲା
କୋମନା(ଭାଗିରଥି ଭୋଇ) : ନୂଆପଡ଼ା ଜିଲ୍ଲା କୋମନା ଥାନା ପାଣ୍ଡେଲବାହାଲି ଗାଁରେ ଖେଳୁଥିବା ବେଳେ କୂଅରେ ପଡି ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ମୃତକ ଶିଶୁ ହେଲେ କହ୍ନେୟା (୫) । ଏନେଇ କୋମନା ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।…
ରମେଶଙ୍କ ମୃତ୍ୟୁ ସନ୍ଦେହଜନକ. ଲୋକଙ୍କ ମନରେ କରୋନା ଛନକା
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା କୋମଣ୍ଡ ମକର ପଦା ଖଟେଇ ସାହିର ରମେଶ ବେହେରା(୫୦)ଙ୍କ ଅକାଳରେ ମୃତ୍ୟୁ ଯୋଗୁଁ ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତ କାରଣରୁ ମୃତ୍ୟୁ ବୋଲି ସ୍ଥାନୀୟ ଅଂଚଳରେ ସନ୍ଦେହ ପ୍ରକାଶ ପାଇଛି । ସୁରଥରୁ ଆସିବା ପରେ କୋମଣ୍ଡ ସଂଗରୋଧରେ ରହି ଘରକୁ…
ବାଇକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର
ବାରିପଦା/ ଦିଲ୍ଲୀପ ମହାନ୍ତି :ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଭାଲିଆଡ଼ିହା ଛକରେ ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି । ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବା ବେଳେ କାରଣ ଜଣାପଡିନାହିଁ। ତେବେ ଗୁରୁତର ଜଣଙ୍କୁ ଚିକିତ୍ସା ପାଇଁ ବାରିପଦା…
ଆଖି ବୁଜିଦେଲେ ରାଜମାତା
ମୟୂରଭଞ୍ଜ ରାଜମାତାଙ୍କ ତିରୋଧାନରେ ମର୍ମାହିତ ସମଗ୍ର ଜିଲ୍ଲା।
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ଦେହାନ୍ତ। ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା । ସେ ନେପାଳ ନରେଶ ତ୍ରିଭୁବନଙ୍କ କନ୍ୟା ଓ…
·ପାଞ୍ଚହଜାର ଟଙ୍କା ପାଇଁ ଗଡ଼ିଲା ଦୁଇ ମୁଣ୍ଡ
ଟ୍ରାକ୍ଟର ଡ୍ରାଇଭର ଦରମା ପାଉଣାକୁ ନେଇ ରକ୍ତାକ୍ତ ସଂଘର୍ଷ : ଦୁଇ ମୃତ ଆଠ ଗୁରୁତର।
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମଧ୍ୟରେ କେବଳ ପାଞ୍ଚ ହଜାର ଟଙ୍କା ଦରମା ବାବଦରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗୀର ବେଲ୍…