Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିଜେଡିର ମିଶ୍ର୍ରଣ ପର୍ବ : ଟାଣୁଆ କଂଗ୍ରେସନେତ୍ରୀ-ଶତାଧିକ କର୍ମୀଙ୍କୁ ସ୍ୱାଗତ
ବାଲେଶ୍ୱର,(ଉଜ୍ଜ୍ୱଳ କର) : ଜିଲ୍ଲା ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ବାଲେଶ୍ୱର ସାଂସଦଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରେମୁଣା ବିଧାନସଭା ମଣ୍ଡଳୀର ନିଜାମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ କବିତା ପାଣି ନିଜର ଶତାଧିକ କର୍ମୀଙ୍କ ସହ ଆଜି ବିଜେଡିରେ ଯୋଗଦାନ କରିଛନ୍ତି ।…
ଲାଇଟ….ସାଉଣ୍ଡ…କ୍ୟାମେରା…ଆକ୍ସନ, ଆଉ ଅଭିନେତ୍ରୀଙ୍କ ନାମ ଲେଖାଶ୍ରୀ
ସୋସିଆଲ ମିଡିଆ ପାଇଁ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ
କୁଷ୍ଠାଶ୍ରମରେ ଲାଗିଛି ଲେଖାଶ୍ରୀଙ୍କ ସୁଟିଂସେଟ୍
ବାଲେଶ୍ୱର(ଉଜ୍ଜ୍ୱଳ କର): ସୁଟିଂ ସେଟ, ପାଲଟିଛି କୁଷ୍ଠାଶ୍ରମ | ନିୟୋଜିତ ହେଉଛନ୍ତି ଭୁବନେଶ୍ୱରର ପ୍ରଫେସନାଲ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ କ୍ୟାମେରା ମ୍ୟାନ୍ । ଉନ୍ନତ…
ଅଡୁଆରେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ :ସେ ଅସହାୟ ନା ଭିତରେ ଭିତରେ ଆନନ୍ଦ
ଭୁବନେଶ୍ୱରରୁ ଗିରିଶ ଦାଶ : ନବ ଦାଶଙ୍କ ବିରୋଧରେ ଦଳୀୟ ବିଶୃଙ୍ଖଳା ଅଭିଯୋଗ ନଥିଲା | ଯୋଗେଶ ସିଂହଙ୍କ ବିରୋଧରେ କିଛି ବିଶୃଙ୍ଖଳା ଅଭିଯୋଗ ନଥିଲା | ହଁ, ଥିଲା ଉଭୟଙ୍କ ବିରୋଧରେ, ଯେତେବେଳ ପ୍ରସାଦ ହରିଚନ୍ଦନ ସଭାପତି ଥିଲେ | କେବଳ ଏହି ଦୁଇଜଣ କାହିଁକି, ପ୍ରଫୁଲ୍ଲ, ଭାଲୁ, ପ୍ରକାଶ ଆଦି…
“ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବା ଆଦୌ ଶୁଭଙ୍କର ନୁହେଁ “
ଖାଲିଥିବା ସରକାରୀ ପଦବୀ ପୂରଣ ନହେବା ପଛରେ ରହିଛି ୪୦ ହଜାର କୋଟିର କାରବାର
୧ ଲକ୍ଷ ୩୧ ହଜାର ୫୧୮ ସରକାରୀ ପଦ ଖାଲିଥିବା ସତ୍ୱେ ଶିକ୍ଷିତ ବେକାରଙ୍କୁ ଚାକିରୀ ନଦେବାର ଗଭୀର ଷଡଯନ୍ତ୍ର କରିଛନ୍ତି ନବୀନ
ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତିକୁ ନେଇ ସରକାରଙ୍କର ଉଦାସୀନତା ଓ ଏହା ପଛରେ…
ଆଉ ଜଣେ ନିଲମ୍ବିତ ବିଜେଡିରୁ
Bhubaneswar : ଆଜି ଯୁବ ବିଜେଡିର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିବା ବେଳେ ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ସମ୍ବଲପୁର ଜିଲ୍ଲାର ଜୟବ୍ରତ ଦେଙ୍କୁ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଲମ୍ବିତ କରିଛନ୍ତି | ସୂଚନାଯୋଗ୍ୟ ଯେ ଶ୍ରୀ ଦେ ସମ୍ବଲପୁର…
କଂଗ୍ରେସକୁ ଝଟକା,ଖେଳ କଲେ ନବ: ହେମାନନ୍ଦଙ୍କ ଝିଅ ସୁନୀତା ମିଶିଲେ ବିଜେଡିରେ
ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସରବରିଷ୍ଠ ନେତା ଶ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଶ୍ରୀମତୀ ସୁନୀତା ବିଶ୍ୱାଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ କଂଗ୍ରେସ ଦଳ ଛାଡ଼ି ଆଜି…
ଯୁବ ବିଜେଡି ଉପସଭାପତି ପ୍ରକାଶ ତ୍ରିପାଠୀ ନିଲମ୍ବିତ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଜଣାଶୁଣା ଟାଣୁଆ ଯୁବ ନେତା ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କୁ ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ତାଙ୍କ ପଦରୁ ତଥା ବିଜୁ ଜନତା…
ବିଜେଡ଼ିକୁ ଲାଗିଲା ଜୋରସେ ଝଟକା ଧୀରେସେ : ଅତଡ଼ା ଖସିବା ଆରମ୍ଭ, ରାଜଧାନୀରୁ ଆରମ୍ଭ ହେଲା ବିଦ୍ରୋହ
ବିଜେଡିରୁ ଇସ୍ତଫା ଦେଲେ ଭୁବନେଶ୍ୱର କାର୍ଯ୍ୟକାରୀ ସଭାପତି ବାବୁ ସିଂ
ଦଳ କରୁଥିଲା ଅଣଦେଖା, ଅଶୋକ ପଣ୍ଡାଙ୍କ ଆଡେ ଖୋଲା ଇଙ୍ଗିତ
ଭୁବବେଶ୍ୱର : ବିଜୁ ଜନତା ଦଳର ଲଢୁଆ ଯୁବ ନେତା ତଥା ବିଜୁ ଜନତା ଦଳ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ବାବୁ ସିଂ ତାଙ୍କ ପଦରୁ…
ଭୂମିହୀନଙ୍କୁ ଜମିପଟ୍ଟା ଦିଅ ନଚେତ ଗାଦି ଛାଡ – ସମରେନ୍ଦ୍ର
ଭୂମି ହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ କଂଗ୍ରେସର ଆନ୍ଦୋଳନ
ବଲାଙ୍ଗିର - ନିର୍ବାଚନ ଆସିଲେ ସରକାର କେବଳ ମିଛ ଯୋଜନା କରୁଛି । ଗରିବ ବିରୋଧି ରାଜ୍ୟ ସରକାର ଦିର୍ଘ ୧୯ ବର୍ଷ ଶାସନରେ ମଧ୍ୟରେ ଗରିବ ଲୋକଙ୍କୁ ସର୍ବନିମ୍ନ ମୌଳିକ ଅଧିକାରରୁ ବଂଚିତ କରିଛି । ଚତୁର୍ଥପାଳି ଶେଷ ବର୍ଷରେ…
ବିଜୁ ମହିଳା ଜନତା ଦଳ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ-୨୦୧୯ ପାଳିତ
ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ବିଜୁ ମହିଳା ଜନତା ଦଳ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ବିଜୁ ଜନତା ଦଳ ଉପ-ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ମଲିକ, ବିଜୁ ମହିଳା ଜନତା ଦଳ ରାଜ୍ୟ ସଭାନେତ୍ରୀ ଡ. ମିନତି ବେହେରା, ଉପଦେଷ୍ଟା ଡ. ଜ୍ୟୋତି…