Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!
ଭୁବନେଶ୍ୱର : ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ! ଦଳର ଜଣେ ଆଗଧାଡିର ନେତା ଏହି ସୂଚନା ଦେଇଛନ୍ତି | ହେଲେ ପଶ୍ଚିମ ଓଡ଼ିଶାର କେଉଁ ଜିଲ୍ଲା ଆଉ କେଉଁ ନିର୍ବାଚନମଣ୍ଡଳୀରୁ ଲଢ଼ିବେ ସେ କଥା ଚୂଡାନ୍ତ ହୋଇଥିଲେ ମଧ୍ୟ ତାହା ଗୋପନ ରଖାଯାଇଛି । କେଉଁ…
ଶଙ୍ଖ ଧରିଲେ ରଘୁନାଥ ଗମାଙ୍ଗ, ଚର୍ଚ୍ଚାରେ ସାନ ଗୌଡ଼।
ଗୁଣପୁରରୁ ସିଦ୍ଧାର୍ଥ ଦାଶ - ବିଜେଡ଼ି ରେ ଯୋଗ ଦେଲେ ରଘୁନାଥ ଗମାଙ୍ଗ ଚର୍ଚ୍ଚା ରେ ଶିବ ଗୌଡ଼ ଓର୍ ଅଫ ସାନ ଗୌଡ଼।ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ପଦରୁ ଇସ୍ତଫା ଦେଇ ରଘୁନାଥ ଗମାଙ୍ଗ ବିଜେଡ଼ିରେ ଯୋଗ ଦେବାପରେ ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ରାଜନୀତି ସରଗରମ୍ ହୋଇ ପଡ଼ିଛି।…
ରାହୁଲଙ୍କ ଓଡିଶା ଗସ୍ତ ନେଇ ଆତଙ୍କିତ ବିଜେଡି ଓ ବିଜେପି
ପିଲାଳିଆମି ଛାଡି ତଥ୍ୟ ଓ ସତ୍ୟକୁ ସାମ୍ନା କରିବାକୁ ପରାମର୍ଶ ଦେଲା କଂଗ୍ରେସ
ଭୁବନେଶ୍ୱର – ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ବିଭିନ୍ନ ସମୟରେ ଓଡିଶା ଗସ୍ତକୁ ନେଇ ଆତଙ୍କିତ ହୋଇ ପଡିଥିବା ଉଭୟ ବିଜେଡି ଓ ବିଜେପି ଔଷଧ ବିକଳରେ ତାଟିଆ କାମୁଡିବାକୁ ନେଇ କଟାକ୍ଷ କରିଛି କଂଗ୍ରେସ ।…
ଆଦିବାସୀଙ୍କ ବିକାଶ ପାଇଁ ବଳଭଦ୍ର ମାଝି ବିଜେପିରେ ଯୋଗଦେଲେ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀରେ ବିଜେପିର ମିଶ୍ରଣ ପର୍ବ
ନୂଆଦିଲ୍ଲୀ/ଭୁବନେଶ୍ୱର – ଓଡିଶାର ନବରଙ୍ଗପୁର ଓ କୋରାପୁଟ ଅଂଚଳର ଆଦିବାସୀ ଭାଇଭଉଣୀଙ୍କ ବିକାଶ ପାଇଁ ଆଜି ଓଡିଶାର ସୁଯୋଗ୍ୟ ସନ୍ତାନ, ଯୋଗ୍ୟତମ ସାଂସଦ ବଳଭଦ୍ର ମାଝି ରାଜନୈତିକ ନିଷ୍ପତି ନେଇଛନ୍ତି । ବିଗତ ୫ ବର୍ଷରେ ନରେନ୍ଦ୍ର ମୋଦିଙ୍କ କାମ…
ବିଜେଡିର ବିରାଟ କର୍ମୀ ସମ୍ମିଳନୀ
ବରଗଡ :- ଆଜି ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ଡଭା ଠାରେ ବିଜୁ ଜନତା ଏକ ବିରାଟ କର୍ମୀ ସମ୍ମିଳନୀ ହେଇଯାଇଛି । ଉକ୍ତ ସମ୍ମିଳନୀରେ ରାଜ୍ୟ ଶ୍ରମ ଓ ଶକ୍ତି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସିଂହ ଙ୍କୁ ପ୍ରଥମେ ଜଗଦଲପୁର…
ମୟୂରଭଞ୍ଜ ଭୋଟରଙ୍କ ଦିଲ ଜିତି କିଏ ଯିବ ଦିଲ୍ଲୀ
ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ନିଶ୍ଚିତ, ପ୍ରାର୍ଥୀତ୍ୱକୁ ନେଇ ବିଜେପି ବିଜେଡି ଚିନ୍ତିତ
ବାରିପଦା(ଦିଲ୍ଲୀପ ମହାନ୍ତି)- ୫ ନମ୍ବର ମୟୂରଭଞ୍ଜ(ସଂ) ଲୋକସଭା ନିର୍ବାଚନ ମଣ୍ଡଳୀ । ୧୭ତମ ଲୋକସଭା ନିର୍ବାଚନ ନିମନ୍ତେ ୨୦୧୯ ମେ ୨ରୁ ୯ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ପରେ ଏପ୍ରିଲ ୨୯ରେ ହେବ…
ବାଙ୍କୀ ରାଜନୀତି ଭାରି ଗୋଳିଆ : ମୁସ୍କିଲ ଭିତରେ ପଶିଛି ଅଡୁଆ
ପ୍ରଭାତଙ୍କ "ଶେଷ ଲଢେଇ" ବିଜେଡି ପାଇଁ କଣ୍ଟା
ବିଜେପିରେ ପ୍ରାର୍ଥୀତ୍ୱକୁ ନେଇ ଦ୍ୱନ୍ଦ୍ୱ, ବିଜେଡି ଭିତରେ ବି ଅସନ୍ତୋଷର
ଗୋଳିଆ ପାଣିରୁ ମାଛ ମାରିବା ଯୋଜନାରେ ଦେବାଶିଷ
ବାଙ୍କୀ(ଆଶିଷ କମାର ମହାପାତ୍ର) - ବାଜି ସାରିଛି ୨୦୧୯ମହାସମରର ବିଗୁଲ୍ । ରାଜ୍ୟ ରାଜନୀତି ସରଗରମ ହୋଇଉଠିଥିବା…
ବିଜେପି ଛାଡି ବିଜେଡିରେ ମିଶିଲେ ବିଜେପି ସଭାପତିଙ୍କ ପୁତୁରା
ବରଗଡ :- ବିଜେପି ର ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା । ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଓ ଘର ନୂଆପଡା । ଗତ କିଛି ମାସ ହେଲା ତାଙ୍କ ନିଜ ପୁତୁରା ଶ୍ରୀ ଟିଟୁ ପଣ୍ଡା ବିଜେପି ଦଳରୁ ନିଜକୁ ଦୁରେଇ ରଖିଥିଲେ । ଏପରିକି ଗତ ପଂଚାୟତ ନିର୍ବାଚନରେ ସେ ନିଜ ଦମରେ ନୂଆପଡା ଅଞ୍ଚଳରେ ବହୁ ସ୍ୱାଧୀନ…
ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଚନ୍ଦ୍ରଶେଖର ପଣ୍ଡା କୋରେଇ ଟିକେଟ ପାଇଁ ପ୍ରମୁଖ ଦାବିଦାର ।
ବ୍ୟାସନଗର: (ଜୟଶଙ୍କର ଦାଶ)ବରିଷ୍ଠ ଆଇନଜୀବି ଚନ୍ଦ୍ରଶେଖର ପଣ୍ଡା କୋରାଇ ରାଜନୀତିରେ ପୁରୁଣା ମୁହଁ । ଦୀର୍ଘ ପଚିଶ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସେ ଭାରତୀୟ ଜନତା ପାର୍ଟିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଛନ୍ତି । ୧୯୭୬ ମସିହାରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ନିରଳସ…
ମୋରଡ଼ା ସିଂହାସନ , କିଏ କିଣିବ ଭୋଟରଙ୍କ ମନ
ଏଠି ଗୋଳିଆ ସ୍ଥିତିରେ ଲଢେଇ, କିଏ ନେବ କି ରାଜାଙ୍କ ଗାଦି ଛଡେଇ !!!!
ବଦଳିବ ସମୀକରଣ, ନୂଆ ମୁହଁ ସପକ୍ଷରେ ସବୁ ଦଳ
ବାରିପଦା
ମୁଖ୍ୟ ନିର୍ବାଚନ କମିଶନର ଗତ ମାର୍ଚ୍ଚ ୧୦ ରବିବାର ୨୦୧୯ ନିର୍ବାଚନୀ ମହାସଂଗ୍ରାମର ବିଗୁଲୁ ବଜାଇ ସାରିଛନ୍ତି । ଏପ୍ରିଲ ୨୯ରେ ମୟୂରଭଞ୍ଜ ଜିଲ୍ଲା ୩୪ ନମ୍ବର…