Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ପ୍ରାର୍ଥୀ ତାଲିକାକୁ ନେଇ ବିଜେଡ଼ିରେ ଖୁସୀ ଓ ଗମ୍
ହେଲେ ତାଲିକା ଜାଲି ବୋଲି ପ୍ରମାଣ କରୁଛି ସ୍ଵାକ୍ଷରକାରୀଙ୍କ ଡେଜିଗନେସନ
ବାରିପଦା(ଦିଲ୍ଲୀପ ମହାନ୍ତି )- ବେଶ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା ଆସନ ନିମନ୍ତେ ବିଜେଡ଼ି ବିଧାୟକ ପ୍ରାର୍ଥୀ ତାଲିକା ଘୁରିବୁଲୁଥିବାର ଦେଖିବାକୁ ମିଳିଛି । ଉକ୍ତ…
ଶିକ୍ଷକ ମୌସୁଧୀଙ୍କ ଉପରେ ନବୀନଙ୍କ ଆସ୍ଥା, ମିଳିଲା ବିଜେଡି ଟିକେଟ
ବିଭିନ୍ନ ବର୍ଗରୁ ଛୁଟିଲା ଶୁଭେଚ୍ଛାର ସୁଅ
ଧର୍ମଗଡ/ସୁଶାନ୍ତ ରାଉତ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି ଲୋକସଭା କ୍ଷେତ୍ର ଅନ୍ତର୍ଗତ ଧର୍ମଗଡ ଲୋକସଭା…
ତିର୍ତ୍ତୋଲ :ଏକାଧିକ ଆଶାୟୀ ବିଜେଡି ପାଇଁ କଣ୍ଟା
ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ଓଡିଶା ରାଜନୀତିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି।୨୦୧୯ ସାଧାରଣ ନିର୍ବାଚନ ଏପ୍ରିଲ୍ ୨୯ତାରିଖରେ ହେବବୋଲି ଘୋଷଣା ହେବା ପରେ ସବୁ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇବା ସହିତ ରାଜନୈତିକ ଉଷ୍ମତା ବଢୁଥିବା…
ଦଳ ଛାଡିଲେ କୁସୁମ, ପଦ୍ମରୁ ଲଢ଼ିବେ
"ମଦ ବେପାରୀ-କୋଇଲା ବେପାରୀ ପାଇଁ ମୁଁ ପ୍ରଚାର କରିପାରିବିନି"
ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ : ଯୋଗେଶ ସିଂଙ୍କୁ ସୁନ୍ଦରଗଡ ଆସନ ପାଇଁ ବିଜେଡି ଟିକେଟ ମିଳିବା ପରେ ନିରାଶ ହୋଇଛନ୍ତି ଆଶାୟୀ ପ୍ରାର୍ଥୀ କୁସୁମ ଟେଟେ | ନିରାଶ ହୋଇ ଛାଡିଛନ୍ତି ବିଜେଡି | ଆଉ ପୂର୍ବରୁ ସେ ବିଜେପି ସହିତ…
ବଲାଙ୍ଗିର ରେ ହକ ମାଗୁଛି ଓଡିଶା କାର୍ଯ୍ୟକ୍ରମ
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗିର ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ହକ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମ ସ୍ଥାନୀୟ କଚେରି ଛକ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ବିଜେଡି ଯୁବ ସଭାପତି ଲୋଟସ ଷଡଙ୍ଗି ଏବଂ ଛାତ୍ର ସଭାପତି ଗୁଞ୍ଜ ଖାନ୍ ଙ୍କ ନେତୃତ୍ୱରେ ଆୟୋଜିତ ଏହି…
କଂଗ୍ରେସ ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ଭୁୁବନେଶ୍ୱର: ସୋମବାର ବିକୁ ଜନତା ଦଳ ତାହାର ପ୍ରଥମ ପରୱାଡା ପ୍ରାର୍ଥୀତାଲିକା ଜାରି କରିଥିବା ବିଳମ୍ବିତ ସନ୍ଧ୍ୟାରେ କଂଗ୍ରେସ କାରି କରିଛି ପ୍ରଥମ ପର୍ଯ୍ୟାୟ ତାଲିକା । ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ ଓ ବ୍ରହ୍ମପୁର ଲୋକସଭା ଆସନ ସମେତ ୩୬ଟି ବିଧାନସଭା ଆସନ…
ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ “ହକ ମାଗୁଛି ଓଡିଶା” କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ
କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ନୀତିର ପ୍ରତିବାଦରେ ସମସ୍ତ ପଂଚାୟତରେ ଆରମ୍ଭ ହେବ କାର୍ଯ୍ୟକ୍ରମ
ବାରିପଦା,(ଦିଲ୍ଲୀପ ମହାନ୍ତି) : ଆଜି ବାରିପଦାସ୍ଥିତ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲା ବିଜୁ ଯୁବ ଜନତା ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱରେ ବିଜୁ ଯୁବ ଓ…
ବଡ଼ସାହି ସିଂହାସନ, କିଏ କିଣିବ ଭୋଟରଙ୍କ ମନ
ନିର୍ଣ୍ଣାୟକ ଭୂମିକାରେ ସାଧାରଣ ବର୍ଗ ଭୋଟର, ଭଲ ସ୍ଥିତିରେ କଂଗ୍ରେସ
ଗୋଷ୍ଠୀ କନ୍ଦଳ ବିଜେଡ଼ିକୁ ମୁଣ୍ଡ ବିନ୍ଧା, ତ୍ରିମୁଖୀ ଲଢ଼ାଇର ସମ୍ଭାବନା
ବାରିପଦା(ଅରବିନ୍ଦ ଦାସ )- ୨୦୦୮ ଓଡ଼ିଶା ବିଧାନସଭା ପୁର୍ନଗଠନ ସମୟରେ ନୂତନ ଭାବେ ୩୨ନଂ-ବଡ଼ସାହି(ଅନୁସୂଚିତ ଜାତି) ନିର୍ବାଚନ ମଣ୍ଡଳୀ…
ଧୁରନ୍ଧରଙ୍କ ଲେଉଟାଣି
ଫେରିଲେ ପ୍ରଫୁଲ୍ଲ ଘଡେଇ
ଭୁବନେଶ୍ୱର : ଓଡିଶା ରାଜନୀତିର ଧୁରନ୍ଧର ତୀରନ୍ଦାଜ, ପ୍ରବୀଣ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ଼ ପ୍ରଫୁଲ୍ଲ ଘଡେ଼ଇଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ଡ଼ ଘଡେଇଙ୍କ ଉପରୁ ଉଠିଲା ବହିଷ୍କାର ଆଦେଶ । ଦଳର…
ହିଞ୍ଜିଳି ଏବଂ ବିଜେପୁରରୁ ଲଢ଼ିବେ ନବୀନ : ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ
bhubaneswar: ଆମେ ପୂର୍ବାନୁମାନ କରିଥିଲୁ | ତିନୋଟି ଆସନ ଦେଇଥିଲୁ ମୁଖ୍ୟମନ୍ତ୍ରୀ ଲଚିବେ ବୋଲି ରେଡାଖୋଲ , ବିଜେପୁର ଓ ରାଉରକେଲା | ତାହା ସତ୍ୟ ହୋଇଛି | ଆଜି ମୁଖ୍ୟ ମନ୍ତ୍ରୀ ବିଜୁ ଜନତା ଦଳ ଦଳର ସଭାପତି ନବୀନ ପଟ୍ଟନାୟକ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଲାଗି ପ୍ରାର୍ଥୀ ତାଲିକା ଘୋଷଣା…