Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଷଡଯନ୍ତ୍ରର ଶିକାର (!)ହୋଇଥିବା ଜାକବ ଦଳରୁ ଦେଲେ ଇସ୍ତଫା
ଜି ଉଦୟଗିରି/ଗଗନ କୁମାର ପ୍ରଧାନ : ରାଜ୍ୟ କଂଗ୍ରେସ ନେତୃତ୍ୱ ଦ୍ୱାରା ଷଡଯନ୍ତ୍ରର ଶିକାର ହୋଇ ଦଳୀୟ ଟିକେଟରୁ ବଂଚିତ ହୋଇଥିବା ଏକମାତ୍ର କଂଗ୍ରେସ ବିଧାୟକ ଜାକବ ପ୍ରଧାନ କଂଗ୍ରେସ ଦଳରୁ ଇସ୍ତଫା ଦେବା ସହ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି | ଏହା ସହିତ ସେ ନିର୍ବାଚନରେ ସ୍ୱାଧୀନ…
” ନ୍ୟୁନତମ ଆୟ ଯୋଜନା ଘୋଷଣା ଏକ ଐତିହାସିକ ନିଷ୍ପତ୍ତି “
ନ୍ୟୁନତମ ଆୟ ଯୋଜନା ଗରିବୀ ଦୂରୀକରଣ ସଂପର୍କରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ରାୟଗଡା (ସରୋଜ ସାହୁ ) – ଜାତୀୟ କଂଗ୍ରେସ ଘୋଷଣା କରିଥିବା ନ୍ୟୁନତମ ଆୟ ଯୋଜନା ଉପରେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଦୁର୍ଗାପ୍ରସାଦ ପଣ୍ଡା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା…
ଆଜି ଆସୁଛନ୍ତି ମୋଦି : ଜୟପୁରରୁ ରାଜ୍ୟରେ ପ୍ରଥମ ନିର୍ବାଚନ ସଭା
ନରେନ୍ଦ୍ର ମୋଦି ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ ଗୋଟିଏ ନୂଆ ପରିଭାଷା ଦେଇଛନ୍ତି
ଅବିଭକ୍ତ କୋରାପୁଟ ଏଥର ନରେନ୍ଦ୍ର ମୋଦିଙ୍କୁ ଆଶୀର୍ବାଦ କରିବ
ମୋଦିଙ୍କ ଉପରେ ଓଡିଆ ଲୋକଙ୍କ ଭରସା ବଢିଛି
କୋରାପୁଟ – ଚଳିତ ନିର୍ବାଚନ ପାଇଁ ଓଡିଶାର ଅବିଭକ୍ତ କୋରାପୁଟ ଜିଲ୍ଲାର ମୁଖ୍ୟ ଜୟପୁର…
ଧର୍ମେନ୍ଦ୍ରଙ୍କୁ ଉପରେ ଶାଣିତ ଆକ୍ରମଣ କଲା ବିଜେଡି : ବିଜେପି ସଂଗଠନ ଭୁଶୁଡିବା ଦେଖି ମାନସିକ ଭାରସାମ୍ୟ ହରାଇଲେଣି…
ସେ ଜଣେ ଅଭ୍ୟାସଗତ ମିଛୁଆ ବ୍ୟକ୍ତି, ନିଜେ କଣ ଆଇନାରେ ନିଜ ଚେହେରାକୁ ଦେଖନ୍ତୁ
ଭୁବନେଶ୍ବର : ଭୋଟ ବେଳ ଯେତିକି ପାଖେଇ ଆସୁଛି, ଆକ୍ଷେପ ପ୍ରତିଆକ୍ଷେପ ତୀବ୍ର ହେଉଛି | ଏପରିକି ଚରିତ୍ର ସଂହାର କରିବାକୁ ପଛାଉ ନାହାନ୍ତି ବିଭିନ୍ନ ରାଜନୈତିକ ଦଳ | ଆଜି ବିଜେଡି ଶାଣିତ ଶବ୍ଦ ବାଣରେ …
ବରଗଡ଼ ଜିଲାରେ ବିଜେପିକୁ ମସ୍ତବଡ ଝଟକା
ସୋହେଲା( ଶାସକ ପ୍ରଶାସକ ବ୍ୟୁରୋ) : ନିର୍ବାଚନ କେଇଦିନ ବାକି ଥିବା ବେଳେ ବରଗଡ଼ ଜିଲ୍ଲାରେ ବିଜେପିକୁ ଲାଗିଛି ମସ୍ତବଡ ଝଟକା । ବିଜେପିରୁ ଇସ୍ତଫା ଦେଲେ ବରଗଡ଼ ଜିଲ୍ଲାର 9 ଜଣ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ । ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉଦ୍ଦେଶରେ ପ୍ରେରିତ ଇସ୍ତଫା ପତ୍ର…
ଭଲକରି ଚିହ୍ନି ରଖ ଭ୍ରାତାଙ୍କ ବଦନ
ଯିଏ ଶହଶହ କୋଟି ତାଙ୍କ ଦୁର୍ନୀତିର ମାଷ୍ଟରମାଇଣ୍ଡ , ତାଙ୍କୁ ସଂସଦ ଟିକେଟ
ଭୁବନେଶ୍ୱର : ପୂର୍ବତନ ପୂର୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ଭଳି ବିବାଦୀୟ ତଥା ଦୁର୍ନୀତିଗ୍ରସ୍ତ ଅଧକାରୀଙ୍କୁ କେମିତି ବିଜେଡି ସଂସଦ ଟିକେଟ ଦେଲା ତାହାକୁ ନେଇ ଲୋକଙ୍କ ଭିତରେ ବିସ୍ମୟ ପ୍ରକାଶ ପାଇଥିବା…
ଛବି ବର୍ଦ୍ଧନ ହତ୍ୟାକାରୀକୁ ପଠାଯିବ ନୟାଗଡ ଜେଲ୍, ନୟାଗଡର ମହିଷାସୁରକୁ ବଧ ପାଇଁ ଆସୁଛନ୍ତି ଦୁର୍ଗା : ଧର୍ମେନ୍ଦ୍ର
ନୟାଗଡରେ ବିଜେପି ସଂକଳ୍ପ ସଭାରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ
ନୟାଗଡ/ବିଶ୍ୱଜିତ ନାୟକ – ୨୦୧୭ ନଭେମ୍ବର ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ସିବିଆଇ ଜେରା କରିଛି ବୋଲି କୋର୍ଟ ମାମଲାରୁ ଜାଣିବାକୁ ମିଳିଛି । ନବୀନ ବାବୁ ସତରେ ଯଦି ସ୍ୱଚ୍ଛ ତାଙ୍କୁ ସିବିଆଇ ଜେରା କରିଛି କି…
କଂଗ୍ରେସକୁ ବାଏ ବାଏ କଲେ କାର୍ଯ୍ୟକାରୀ ସଭାପତି
ଇ ମେଲରେ ପିସିସି ସଭାପତିଙ୍କ ପାଖକୁ ପଠାଇଲେ ଇସ୍ତଫା
ବରଗଡ :- ଆଜି ବରଗଡ ଜିଲ୍ଲା କଂଗ୍ରେସ କମିଟିର କାର୍ଯକାରୀ ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ନିଜ ପଦ ଓ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ସୁଚନା ରହିଛି । କଂଗ୍ରେସ ର ରାଜ୍ୟ ମୁଖିଆ ଙ୍କର ନିକଟକୁ ସେ ତାଙ୍କର ଇସ୍ତଫା…
ଜଗତ୍ସିଂହପୁରରୁ ରାଜଶ୍ରୀ, କେନ୍ଦ୍ରାପଡାରୁ ଅନୁଭବ, ମୟୁରଭଞ୍ଜରୁ ଦେବାଶିଷ
ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି | ଜଗତ୍ସିଂହପୁରରୁ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି | ଭୁବନେଶ୍ୱରରୁ ଅରୁପ ପଟ୍ଟନାୟକ, କେନ୍ଦ୍ରାପଡାରୁ ଅନୁଭବ ମହାନ୍ତି, ଯାଜପୁରରୁ ସସ୍ମିତା ସେଠୀ, ସମ୍ବଲପୁରରୁ ନଳିନୀ କାନ୍ତ ପ୍ରଧାନ, ବାଲେଶ୍ୱରରୁ…
ବର୍ତ୍ତମାନ ମୋର ଜୀବନ ପ୍ରତି ବିପଦ ରହିଛି : ସୁବାସ
"ମୋର ସମର୍ପଣକୁ ଅନ୍ୟଥା ନେଇ କିଛି ଲୋକ ମତେ ଅତ୍ୟାଚାର କରୁଛନ୍ତି"
BHUBANESWAR : ଗତକାଲି କାନ୍ଦି କାନ୍ଦି ବିଜେପି ଛାଡିଥିବା ଟାଣୁଆ ବିଜେପି ନେତା ସୁବାସ ଚୌହାନ ଆହୂ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ସେ ଏହି ଆଶଙ୍କା ପ୍ରକାଶ କରିଛନ୍ତି | ହେଲେ…