Browsing Category

ରାଜନୀତି

ବାଲିକୁଦାରେ ନବନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ସମାବେଶ

ଜଗତସିଂହପୁର(ରମେଶ ମହାନ୍ତି)-ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ବିଧାୟକ ଭାବେ  ନିର୍ବାଚିତ ହୋଇଥିବା ଲୋକପ୍ରିୟ ରଘୁନନ୍ଦନ ଦାଶଂକୁ ଜନନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଜଳସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ନିଯୁକ୍ତି ଦେବା …

ନିର୍ବାଚନ ପୋଷ୍ଟମର୍ଟମ : ମୟୂରଭଞ୍ଜ ଜିଲ୍ଲାରେ ପରିବର୍ତ୍ତନ ସପକ୍ଷରେ ଜନମତ

ମୟୂରଭଞ୍ଜ ଲୋକସଭା ବିଜେଡ଼ି ହାତରୁ ଖସିଲା-ବିଜେଡ଼ି ଦଖଲରେ ଥିବା ଜିଲ୍ଲାର ୯ ବିଧାନସଭା ଆସନରୁ ୬ ବିଜେପି ଛଡ଼ାଇ ନେଲା-ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ୧୮% ମଧ୍ୟରେ ଓ ଜେଏମଏମ ୨୩%  ସିମୀତବିଜେଡ଼ିର ରାଜ୍ୟସଭା ସାଂସଦ ଓ ପୂର୍ବତନ ବିଧାୟକ ପରାସ୍ତସ୍ୱାଧୀନ ବିଧାୟକ ପ୍ରାର୍ଥୀ…

ଦୁଇଜଣ ଓଡ଼ିଆଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରିଥିବା ଯୋଗୁ ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଲେ…

ଦୁଇ ମନ୍ତ୍ରୀ ନେଲେ କାଳିଆର ଆଶୀର୍ବାଦ,ଓଡ଼ିଶା ବାସୀଙ୍କୁ କୃତଜ୍ଞତା ଜଣାଇଲେ ଭୁବନେଶ୍ୱର/ ପୁରୀ : ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ସହ ଇସ୍ପାତ ଭଳି ଗୁରୁତ୍ୱପୂର୍ଣ ମନ୍ତ୍ରଣାଳୟ ପାଇବା ପରେ କାଳିଆର…

ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗକୁ ସ୍ୱାଗତ ସମ୍ବର୍ଦ୍ଧନା

 ବଲାଙ୍ଗିର/Niroj Mishra :  ବିଧାୟକଭାବେ ଶପଥ ଗ୍ରହଣ ଓ ଅନ୍ୟାନ୍ୟ ଔପଚାରିକତା ସମାପ୍ତି ପରେ ନିଜ ନିର୍ବାଚନମଣ୍ଡଳୀକୁ ଫେରିଛନ୍ତି ନିର୍ବାଚିତ ବିଧାୟକ ଡ଼ ମୁକେଶ ମହାଲିଙ୍ଗ । ଜିଲ୍ଳା ଉପସଭାପତି ରମା ପଧାନଙ୍କ ନେତୃତ୍ୱରେ ଉତ୍ସାହିତ ପୁଇଁତଲା ବ୍ଳକର ଶହସ୍ରାଧିକ ବିଜେପି ଦଳୀୟ…

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବଲାଙ୍ଗିର ବିଜେଡି ତରଫରୁ ଭବ୍ୟ ସ୍ୱାଗତ-ସମ୍ବର୍ଦ୍ଧନା 

ବଲାଙ୍ଗିର/ ନିରୋଜ ମିଶ୍ର - ନବୀନ ପଟ୍ଟନାୟକଙ୍କ ନୁତନ ମନ୍ତ୍ରୀ ମଣ୍ଡଳରେ ନୁତନ ଭାବେ ଶପଥ ନେଇଥିବା ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କୁ ବଲାଙ୍ଗିର ବିଜେଡି ତରଫରୁ ଭବ୍ୟ ସ୍ୱାଗତ ଏବଂ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀମତି ସାହୁ ଟିିଟିଲାଗଡ ବିଧାୟିକା ଭାବରେ ନିର୍ବାଚିତ…

ଜୁଏଲ ହେବେ ବାଚସ୍ପତି, ବିଜେଡି ଭାଗରେ ଉପ !!!

 ଭୁବନେଶ୍ୱର :   ମନ୍ତ୍ରୀ ପଦ ସିନା ଦୁଇଟା ମିଳିଲା, ହେଲେ ଏବେ ବାଚସ୍ପତି ପଦ ମିଳିବାକୁ ଯାଉଛି ଓଡିଶାକୁ | ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀପଦରୁ ବଂଚିତ ହୋଇଥିବା ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ପଦ ପାଇବାକୁ ଯାଉଛନ୍ତି | କେବଳ ସେତିକି ନୁହେ…

 ସୁଦାମ ,  ରାଜକିଶୋର ଓ ବାସନ୍ତିଙ୍କୁ ମୟୁରଭଞ୍ଜ ଜିଲା ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା 

ବାରିପଦା(ଦିଲ୍ଲୀପ ମହାନ୍ତି)  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା  ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି , ବିଧାୟକ ରାଜକିଶୋର ଦାସ ଏବଂ ବାସନ୍ତି ହେମ୍ବ୍ରମଙ୍କୁ ମୟୁରଭଞ୍ଜ ଜିଲା ବିଜୁ ଜନତାଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି ।  ଭୂବନେଶ୍ୱରରୁ  ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାରିପଦା…

ବିଜେପୁରବାସୀଙ୍କ ଭଲ ପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଶାସକ ପ୍ରଶାସକ): ୨୦୧୮ ବିଜେପୁର ଉପ-ନିର୍ବାଚନ ସମୟରେ ଆପଣମାନଙ୍କର ଭଲ ପାଇବା ମୋତେ ଅଭିଭୂତ କରିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହେବା ପାଇଁ ମୋତେ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଥିଲା । ଏ ପରିପ୍ରେକ୍ଷୀରେ ବିଜେପୁରରୁ ପ୍ରାର୍ଥୀ ହେବା ପାଇଁ…

ବଡ ପ୍ୟାକେଜେ ଘୋଷଣା କରିସାରି ବିଜେପୁର ଛାଡିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର : ରାଜ୍ୟର ଦୁଇଟି ଆସନରୁ ବିପୁଳ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି | ବାଚସ୍ପତିଙ୍କୁ ଏକ ପତ୍ର ପ୍ରେରଣା କରି ବିଜେପୁରରୁ ଇସ୍ତଫା ଦେଇଥିବା ବିଷୟରେ ଜଣାଇଛନ୍ତି…

ଫନି ଦୁଃଖ : ଇଫତାର ପାଳିବନି ବିଜେଡି ମାଇନରିଟି ସେଲ 

ଭୁବନେଶ୍ୱର: ରାଜ୍ୟରେ ସଂଖ୍ୟାଲଘୁ ସଂପ୍ରଦାୟର ଜନସାଧାରଣଙ୍କ ପବିତ୍ର ରମଜାନ ମାସ ଏବେ ଚାଲିଥିବା ବେଳେ ଏଥିଲାଗି ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳ ଓ ନେତୃସ୍ଥାନୀୟ ବ୍ୟକ୍ତି ଇଫ୍‍ତାର ପାର୍ଟିର ଆୟୋଜନ କରିଥାନ୍ତି । ଭାଇଚାରା ଅକ୍ଷୁଣ୍ଣ ରଖିବା ଓ ସମେସ୍ତ ସବୁ ଧର୍ମକୁ ସମ୍ମାନ ଦେବା…